Browsing Category
ରାଜ୍ୟ
ଭୁଜାଲି ଦେଖାଇ ବ୍ୟାଙ୍କ ଲୁଟ କଲେ ଦୁର୍ବୃତ୍ତ
କେନ୍ଦୁଝର, ୧୮ା୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶରେ ଲୁଟପାଟ ଏବଂ ଅପରାଧ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଏକ ଘରୋଇ ବ୍ୟାଙ୍କରେ ଦୁର୍ବୃତ୍ତମାନେ ପଶି ଲୁଟ କରିଛନ୍ତି । କେନ୍ଦୁଝର ସ୍ଥିତ…
ବିଦ୍ୟୁତ ତାର ଲାଗି ଜୀବନ ଗଲେ ମିଳିବ ସହାୟତା, ଜାଣନ୍ତୁ କେତେ ?
ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଏଣିକି ବିଦ୍ୟୁତ ତାର ଲାଗି ଜୀବନ ଗଲେ ମିଳିବ ୪ ଲକ୍ଷ ଟଙ୍କାର ସହାୟତା । ନୂଆ ହାରରେ କ୍ଷତିପୂରଣ ଦେବାକୁ ଓଇଆରସିକୁ ସରକାର ସୁପାରିସ କରିଛନ୍ତି । ସେହିପରି ୬୦ ପ୍ରତିଶତ ଶରୀର…
ଫସଲ ବୀମା ଦାବିରେ ତାତିଲେ ଚାଷୀ, ୩ ଅଫିସରେ ତାଲା
କୁଚିଣ୍ଡା,୧୮ ।୨(ଓଡିଶା ଭାସ୍କର): ଫସଲ ବୀମା ଦାବିରୋ ତାତିଲେ କୁଚିଣ୍ଡା ଚାଷୀ । ଏନେଇ ବ୍ଲକ୍, ତହସିଲ ଓ ସମବାୟ କାର୍ଯ୍ୟାଳୟରେ ତାଲା ମାରିବା ସହ ବ୍ଲକର ତିନୋଟି ଲ୍ୟାମ୍ଫରେ ଚାଷୀମାନେତାଲା ପକାଇ ଦେଇଛନ୍ତି ।…
ଗଞ୍ଜାମ ବସ୍ ଦୁର୍ଘଟଣା ପାଇଁ ଡ୍ରାଇଭର ଦାୟୀ: ମନ୍ତ୍ରୀ
ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଗଞ୍ଜାମ ମେନ୍ଦ୍ରାଜପୁରରେ ବସ୍ ଦୁର୍ଘଟଣା ପ୍ରସଙ୍ଗରେ ଆଜି ଗୃହରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଦ୍ୟୁତ୍ ତାର ଲାଗି ବସ୍ ଜଳିବା ଘଟଣାରେ ଡ୍ରାଇଭର ଦୋଷୀ…
ଶ୍ରୀମନ୍ଦିର ପାଇଁ ନିଯୁକ୍ତ ହେବେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତ ହେବେ । ବିଧାନସଭାରେ ଲିଖିତ ପ୍ରଶ୍ନରେ ଏହିପରି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଯେ ସାଧାରଣ ପ୍ରଶାସନ…
ଗ୍ରାମ୍ୟ ରାସ୍ତା ସଙ୍ଗୀନ, ବିଧାନସଭାରେ ବିରୋଧୀ, ଶାସକ ଦଳ ଖପା
ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ । ଏନେଇ ଗ୍ରାମ୍ୟ ଉନ୍ନୟନ…
ଟ୍ରକ୍ ପଛରେ ପିଟିଲା ବାଇକ୍ ,୨ମୃତ
ବ୍ରହ୍ମପୁର, ୧୮ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଗୋଳନ୍ଥରା ସ୍ଥିତ ଭୈରବି ଛକରେ ଏକ ଅଭାନୀୟ ଘଟଣା ଘଟିଛି । ସେଠାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରକ୍ ପଛରେ ଏକ ବାଇକ ପିଟି ଦେଇଥିଲା ।…
ସେସୁ ଓ ସାଉଥକୋ ପରେ ୱେସ୍କୋ, ବକେୟା ନଦେଲେ କଟୁଛି ବିଜୁଳି
ସମ୍ବଲପୁର, ୧୮ା୨(ଓଡ଼ିଶା ଭାସ୍କର): ସେସୁ ଓ ସାଉଥକୋ ପରେ ଏବେ ୱେସ୍କୋ କାଟୁଛି ବିଜୁଳି । ସମ୍ବଲପୁରରେ ୱେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟୀକ ପ୍ରତିଷ୍ଠାନରୁ ବିଦ୍ୟୁତ କାଟ୍…
ଦୁର୍ଘଟଣାରେ ଗୁଡ଼ଭେଲା ABDOଙ୍କ ମୃତ୍ୟୁ
ବଲାଙ୍ଗିର, ୧୮ା୨(ଓଡ଼ିଶା ଭାସ୍କର): ବଲାଙ୍ଗିରର ଗୁଡ଼ଭେଲା ଏବିଡ଼ିଓ ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ହୋଇଛି । ବଙ୍ଗୋମୁଣ୍ଡାରେ ଗତକାଲି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଥିବାରୁ ତାଙ୍କୁ…
ତାପସ ପାଲଙ୍କ ପରଲୋକ
ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ପରଲୋକ ହୋଇଛି । ଆଜି ସକାଳେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ହୋଇଥିଲା । ତାଙ୍କର…