Browsing Category
ରାଜ୍ୟ
ମୋଦିଙ୍କ ଘୋଷଣାକୁ ନବୀନଙ୍କ ସମର୍ଥନ
ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଷେଧକ ବାହାରିନି । ଚାରିଆଡ଼େ ଏହି ଭାଇରସ୍ ଭୟାବହ ପରିସ୍ଥିତି ସୃଷ୍ଟି କରିଛି ।…
ଓଡିଶାରେ କରୋନା ସ୍ଥିତି ବିସ୍ଫୋରକ ହୋଇପାରେ, ପଞ୍ଜୀକୃତଙ୍କ ମଧ୍ୟରୁ ଶହେ ସନ୍ଦିଗ୍ଧ: ବାଗଚୀ
ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ଭାଇରସକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ, କରୋନା ପାଇଁ ଆଜି ମଧ୍ୟ ରାତିରୁ ସବୁ ଜିଲ୍ଲାରେ ଲକ୍-ଡାଉନ୍ ଲାଗୁ…
ମୁକ୍ତଭାବେ ଯାତାୟତ କରିପାରିବେ ସ୍ୱାସ୍ଥ୍ୟକର୍ମୀ
ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ଭାଇରସର ସଫଳ ମୁକାବିଲା ପାଇଁ ରାଜ୍ୟର ୩୦ଟି ଜିଲ୍ଲା ଲକ୍ ଡାଉନ୍ ହେବ ବୋଲି ଘୋଷଣା ହୋଇଛି । କିନ୍ତୁ ଲକ୍-ଡାଉନ୍ ବେଳେ ମୁକ୍ତଭାବେ ଯାତାୟତ କରିପାରିବେ ସ୍ୱାସ୍ଥ୍ୟକର୍ମୀ ।…
ମୋ ଜୀବନ କାର୍ଯ୍ୟକ୍ରମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି କରିଛି କରୋନା ଭାଇରସ୍ । ତେଣୁ କରୋନାକୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ସେ ନିବେଦନ କରି…
ଯଥାଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱ ଓ ଦେଶ ସମେତ ରାଜ୍ୟ ଓଡ଼ିଶା ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି । ଏନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ…
କରୋନା ମୁକାବିଲା ପାଇଁଁ କୋଟିଏ ଟଙ୍କା ପ୍ରଦାନ କଲେ ତାରା ପଟ୍ଟନାୟକ
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ଫାଲକନ ଗ୍ରୁପ…
ବନ୍ଦ ହେବ ଆହାର କେନ୍ଦ୍ର
ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ସତର୍କତା ପାଇଁ ଆହାର କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ୨୯ ମାର୍ଚ୍ଚ ଯାଏଁ ବନ୍ଦ ରହିବ । କେବଳ ହସ୍ପିଟାଲ ପରିସରରେ…
ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ବାତିଲ : ପୋଲିସ କମିଶନର
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ସାରା ଓଡ଼ିଶା ଲକ୍ ଡ଼ାଉନ ହୋଇଛି । ଏନେଇ ଜରୁରୀ କାଳିନ ସେବାରେ ବାହାରକୁ ଯାଉଥିବା ଲୋକଙ୍କ ପାଇଁ ପାସ୍ ନେବାକୁ କୁହାଯାଇଥିଲା । କିନ୍ତୁ ବର୍ତ୍ତମାନ ଜରୁରୀକାଳୀନ…
ଘରେ ପହଞ୍ଚିବ ଭତ୍ତା ଓ କଣ୍ଟ୍ରୋଲ ସାମଗ୍ରୀ
ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ରାଜ୍ୟର ୩୦ଟି ଜିଲ୍ଲା ଲକ୍-ଡାଉନ୍ ହେବ ବୋଲି ଘୋଷଣା ହୋଇସାରିଛି । କରୋନା ପାଇଁ ହିତାଧିକାରୀଙ୍କ…
କରୋନା ମୁକାବିଲା ପାଇଁ ୩ମାସର ଦରମା ଦାନ କଲେ ଯାଜପୁର ବିଧାୟକ
ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ମୁକାବିଲା ପାଇଁ ଦରମା ଦାନ କରିଛନ୍ତି ବିଜେଡ଼ିର…