Browsing Category
ଖେଳ
ପାରା ସୁଟିଂ ବିଶ୍ୱକପ୍: ମିଶ୍ରିତ ଦଳଗତ ଏୟାର ରାଇଫଲରେ ମୋନା ଆଦିତ୍ୟଙ୍କୁ ରୌପ୍ୟ
ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଡ. କରଣ ସିଂହ ସୁଟିଂ ରେଞ୍ଜରେ ଚାଲିଛି ପାରା ସୁଟିଂ ବିଶ୍ୱକପ୍ । ଭାରତ ପ୍ରଥମ ଥର ପାଇଁ ପାରା ସୁଟିଂ ବିଶ୍ୱକପ ଆୟୋଜନ କରୁଛି । ଏହି କ୍ରୀଡ଼ାରେ ମୋଟ୍ ୪୪ ଦେଶର ୨୬୭ ଶୁଟର ଅଂଶଗ୍ରହଣ…
ଫ୍ରେଞ୍ଚ ଓପନ ୨୦୨୪ ଚାମ୍ପିୟନ ହେଲେ ଭାରତୀୟ ଯୋଡ଼ି ସାତ୍ୱିକ-ଚିରାଗ
ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଯୋଡ଼ି ଫ୍ରେଞ୍ଚ ଓପନ ୨୦୨୪ ଚାମ୍ପିୟନ ହୋଇଛନ୍ତି । ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଏହି ଟାଇଟଲ ଜିତିବା ସହିତ…
ବିବାହ ବନ୍ଧନରେ ବାନ୍ଧି ହେଲେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଡେଭିଡ୍ ମିଲର: ଦୀର୍ଘଦିନର ପ୍ରେମିକାଙ୍କୁ କଲେ ଜୀବନସାଥୀ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଡେଭିଡ୍ ମିଲର ନୂଆ ଇନିଂସ ଆରମ୍ଭ କରିଛନ୍ତି । ମିଲର ତାଙ୍କର ଦୀର୍ଘଦିନର ଗାର୍ଲଫ୍ରେଣ୍ଡ କାମିଲା ହାରିସଙ୍କୁ ବିବାହ କରିଛନ୍ତି । ଏନେଇ କେପ ଟାଉନଠାରେ ସେମାନଙ୍କର ବିବାହ…
TMC ପାଇଁ ନିର୍ବାଚନ ଲଢ଼ିବେ କ୍ରିକେଟର ୟୁସୁଫ ପଠାନ: ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତି ମଇଦାନରେ ପାଦ ଥାପିବେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ ପଠାନ। ଟିଏମସି ପକ୍ଷରୁ ନିର୍ବାଚନ ପାଇଁ ଟିକେଟ ହାସଲ କରିଛନ୍ତି ଭାରତର ପୂର୍ବତନ ଷ୍ଟାର…
IPL-2024କୁ ଫେରୁଛନ୍ତି ସୂର୍ଯ୍ୟକୁମାର ଯାଦବ: MI ପାଇଁ ବଡ଼ ଅପଡେଟ ଦେଲେ ଷ୍ଟାର ବ୍ୟାଟର
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ବଡ଼ ଅପଡେଟ ଦେଇଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଟିମ ଇଣ୍ଡିଆ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ନିଜ…
ରାଜନୀତି ଦୁନିଆରେ ଡେବ୍ୟୁ କରିବେ ଶାମୀ! ନିର୍ବାଚନରେ ବିଜେପି ଦେଇପାରେ ପ୍ରାର୍ଥି ଟିକେଟ
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଏହି ନିର୍ବାଚନ ଜରିଆରେ ଭାରତୀୟ ଜନତା ପାର୍ଟି ତରଫରୁ ସେ ଡେବ୍ୟୁ କରିପାରନ୍ତି ବୋଲି ଅନୁମାନ କରାଯାଉଛି…
WTC ଟେଷ୍ଟ ମାନ୍ୟତାରେ ଭାରତର ରାଜୁତି: ଇଂଲଣ୍ଡକୁ ହରାଇ ଶୀର୍ଷରେ ରୋହିତ ସେନା
ନୂଆଦିଲ୍ଲୀ: ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏଥିସହିତ ଭାରତ ଟେଷ୍ଟ ସିରିଜକୁ ୪-୧ରେ କବଜା କରିଛି । ତେବେ ଏହି ବିଜୟ ସହ ଭାରତୀୟ ଦଳକୁ ଆହୁରି ୨ଟି ଉପହାର ମଧ୍ୟ ମିଳିଛି ।…
IPL-2024 ପୂର୍ବରୁ ସଂକଟରେ ସୁପର କିଙ୍ଗସ! କନୱେଙ୍କ ପରେ ଆହତ ହେଲେ ଷ୍ଟାର କ୍ରିକେଟର
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ଚମ୍ପିଆନ୍ ଦଳ ପାଇଁ ବିପଦ ସାଜିଛି ଆହତ ସମସ୍ୟା । ଜଣକ ପରେ ଜଣେ ଷ୍ଟାର କ୍ରିକେଟର ଆହତ ହୋଇ ଦଳରୁ ବାଦ୍ ପଡ଼ୁଛନ୍ତି । ମୁସ୍ତାଫିଜୁର ରହମାନ ଏବଂ ଡିଭନ୍ କନୱେଙ୍କ ପରେ ଷ୍ଟାର ବୋଲର…
ଏହି ଦିନ ଅବସର ନେବେ ରୋହିତ ଶର୍ମା… ଟେଷ୍ଟ ବିଜୟ ପରେ କହିଲେ ଅଧିନାୟକ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚକୁ ୬୪ ରନରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ସିରିଜ ବିଜୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ନୂଆ ଏବଂ ଯୁବ ଟିମକୁ ନେଇ ଇଂଲଣ୍ଡକୁ…
୧୦୦ତମ ଟେଷ୍ଟରେ ସେନ୍ ୱାର୍ଣ୍ଣଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱୀନ: କୁମ୍ବଲେ-କପିଲ ବି ରହିଗଲେ ପଛରେ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ସହ ସିରିଜ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ଦମଦାର ବୋଲିଂରେ ତୃତୀୟ ଦିନରେ ହିଁ ଏହି ମ୍ୟାଚରେ ରୋହିତ ସେନା ବିଜୟୀ ହୋଇଛି । ତେବେ…