Browsing Category
ଖେଳ
ମୁମ୍ବାଇର ପ୍ଲେ ଅଫ୍ ଆଶା ଉଜ୍ଜୀବିତ; ବିଦା ହେଲା ରୟାଲ୍ସ
ନୂଆଦିଲ୍ଳୀ: ଆଇପିଏଲର ୫୧ ତମ ମ୍ୟାଚରେ ବିଜୟୀ ହେବା ସହିତ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ମାତ୍ର ୯୧ ରନ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ମାତ୍ର ୮.୨ ଓଭରରେ ୨ ୱିକେଟ ହରାଇ ଆବଶ୍ୟକ ରନ…
କୁଲ୍ଟର ନାଇଲଙ୍କୁ ୪ ୱିକେଟ ସଫଳତା ; ୯୦ ରନରେ ସୀମିତ Royals
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ବୋଲରଙ୍କ ସଫଳତା ବଳରେ ରୟାଲ୍ସକୁ ମାତ୍ର ୯୦ ରନରେ ସୀମିତ ରଖିଥିଲା ମୁମ୍ବାଇ । ମୁମ୍ବାଇ ବୋଲରଙ୍କ ମଧ୍ୟରେ ନାଥାନ କୁଲ୍ଟର…
୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଯୋଗ ଦେବନି ଭାରତୀୟ ହକି ଦଳ
ନୂଆଦିଲ୍ଲୀ : ଟୋକିଓରେ ଇତିହାସ ରଚିଥିବା ଭାରତୀୟ ହକି ଦଳ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବ ନାହିଁ । ଉଭୟ ପୁରୁଷ ଏବଂ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ ବୋଲି ହକି ଇଣ୍ଡିଆ ପକ୍ଷରୁ…
ସିଏସକେକୁ ଝଟକା; ଆଇପିଏଲରୁ ବାଦ ପଡିଲେ ଏହି ଷ୍ଟାର ଅଲରାଉଣ୍ଡର
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବଢିଆ ପ୍ରଦର୍ଶନ କରୁଥିବା ଚେନ୍ନାଇ ସୁପର କିଙ୍ଗସକୁ ଝଟକା । ଆହତ ହେବା କାରଣରୁ ଦଳର ଷ୍ଟାର ଅଲରାଉଣ୍ଡର ସାମ କୁରାନ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ କାରଣରୁ ସମୁଦାୟ ଆଇପିଏଲରୁ ବାଦ…
ଟି-୨୦ କ୍ରିକେଟ୍ ବିଶ୍ୱକପ୍: ଓମାନ୍ରେ ପହଞ୍ଚିଲେ ବାଂଲାଦେଶ ଟିମ୍
ମସ୍କଟ (ଓମାନ):ଆସନ୍ତା ୧୭ ତାରିଖରୁ ଟି-୨୦ କ୍ରିକେଟ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବାଂଲାଦେଶ ଦଳ ସୋମବାର ଦିନ ଏଠାରେ ପହଞ୍ଚିଛନ୍ତି । ବାଂଲାଦେଶ ସିଧା ସଳଖ ଏହି ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା…
ଆଇପିଏଲ୍ ପ୍ଲେ- ଅଫ୍ ପର୍ଯ୍ୟାୟର ଅବଶିଷ୍ଟ ଗୋଟିଏ ସ୍ଥାନ: ୪ ଦଳ ମଧ୍ୟରେ ଜୋର୍ଦାର୍ ଲଢ଼େଇ
ଦୁବାଇ: ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହେବା ପାଇଁ ଆଉ ଚାରି ଦିନ ବାକି ରହିଲା । ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବ ଶେଷ ଲିଗ ମ୍ୟାଚ । ଉକ୍ତ ଦିନ ଦୁଇ ମ୍ୟାଚ ଅନୁଷ୍ଠିତ ହେବ । ଦିଲ୍ଲୀ…
LORD ଶାର୍ଦ୍ଦୁଲଙ୍କ ଚମକ୍ରାର ବୋଲିଂ ସତ୍ୱେ ହାରିଲା ଚେନ୍ନାଇ; ଟେବଲ ଟପରେ ଦିଲ୍ଳୀ
ନୂଆଦିଲ୍ଳୀ: ଭାରତୀୟ ପେସର ଶାର୍ଦ୍ଦୁଲ ଠାକୁରଙ୍କ ଚମକ୍ରାର ବୋଲିଂ ସତ୍ତେ୍ୱ ଶେଷ ଓଭରରେ ମ୍ୟାଚକୁ ଜିତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୩୭ ରନ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଳୀ ଅନ୍ତିମ ଓଭରର ୫ମ ବଲରେ ମ୍ୟାଚକୁ…
ରାୟୁଡୁଙ୍କ ଅର୍ଦ୍ଧଶତକ: ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୩୭ ରନର ଲକ୍ଷ୍ୟ
ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଇଥିବା ମୁକାବିଲାରେ ୧୩୭ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ । ଅମ୍ବାତି ରାୟୁଡୁଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ…
ଟସ୍ ଜିତି ଦିଲ୍ଳୀର ବୋଲିଂ ନିଷ୍ପତ୍ତି; ୟେଲୋ ଜର୍ସିରେ ଉତ୍ଥାପ୍ପାଙ୍କ ପଦାର୍ପଣ
ନୂଆଦିଲ୍ଲୀ: ଆଇପିଏଲ ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ଦୁଇ ଦଳ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଛି ଆଇପିଏଲର ୫୦ ତମ ମୁକାବିଲା । ଦୁବାଇେ;ର ଖେଳା ଯାଉଥିବା ଏହି ମୁକାବିଲାରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି…
୧୧ ଜଣିଆ ଟିମରେ ସ୍ଥାନ ନପାଇ ବାହାରେ ବସିଲେ ରୋନାଲଡୋ, ଏହାପରେ ପଡ଼ିଆରେ କ୍ରୋଧରେ…
ନୂଆଦିଲ୍ଲୀ: ଗତ ଶନିବାର ମାଞ୍ଚେଷ୍ଟର ୟୁନାଇଟେଡ ଓ ଏଭର୍ଟନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଇଂଲିଶ ପ୍ରିମିୟର ଲିଗ ଡ୍ରରେ ସମାପ୍ତ ହୋଇଥିଲା । ଦୁଇ ଟିମ ଗୋଟିଏ ଲେଖାଏଁ ଗୋଲ ଦେବାରେ ସକ୍ଷମ ହୋଇଥିଲେ । ତେବେ ଏହି ମ୍ୟାଚ…