Browsing Category

ଖେଳ

ବ୍ୟାଟିଂ କରିବ ଭାରତ

ମୁମ୍ବାଇ, ୧୪ା୧: ମୁମ୍ବାଇରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବା ନିଷ୍ପତ୍ତି ନେଇଛି । ତେବେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

FIH ହକି ପ୍ରୋଲିଗ୍-୨୦୨୦ରେ ସ୍ଥାନ ପାଇଲେ ୨ ଓଡିଆ

ନୂଆଦିଲ୍ଲୀ,୧୩ ।୧: FIH ହକି ପ୍ରୋଲିଗ୍ ପାଇଁ ୨୦ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରାଯାଇଛି । ଦଳରେ ସ୍ଥାନ ପାଇଛନ୍ତି ୨ ଓଡିଆ ଖେଳାଳି । ସେହି ୨ ଓଡିଆ ଖେଳାଳି ହେଉଛନ୍ତି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା ।…

ସିରିଜ ଜିତିଲା ଭାରତ

ପୁଣେ, ୧୦ା୧: ପୁଣେରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଜିତିଛି ଭାରତ । ତୃତୀୟ ମ୍ୟାଚକୁ ୭୮ ରନରେ ଜିତି ସିରିଜ ଜିତିଲା ଭାରତ । ଭାରତ ୨୦୧/୬ ରନ କରିଥିଲା । ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩/୧୦ ରନ କରିଛି । ୩ଟିକିଆ…

ବ୍ୟାଟିଂ କରିବ ଭାରତ

ପୁଣେ, ୧୦ା୧: ପୁଣେରେ ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ । ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ଦ୍ୱିତୀୟ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି ଭାରତ । ବର୍ଷା ଯୋଗୁଁ ପ୍ରଥମ…