Browsing Category

Breaking News

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: OAS ସଂଘର ସମୂହ ଛୁଟି ନିଷ୍ପତ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ଦିନ ନିଜ କାର୍ଯ୍ୟାଳୟରେ ଏକ ଜନସୁଣାଣି ବୈଠକ ଚାଲିଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେବା ଘଟଣା ରାଜଧାନୀରେ…

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହେଲେ ମିର୍ଦ୍ଧା ଟପ୍ପୋ

ଭୁବନେଶ୍ବର: ବରିଷ୍ଠ ଓଏଏସ ଅଧିକାରୀ ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ସେ କେନ୍ଦୁଝର ଡୁଡା(ଡିଷ୍ଟ୍ରିକ୍ଟ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି)ର ପ୍ରକଳ୍ପ…

ଦିନେ କଫି ସପ୍‌ର ଟେବୁଲ ପୋଛୁଥିଲେ ଏହି ଅଭିନେତା, ମାଆ ଥିଲେ ଦିନମଜୁରିଆ, ଏବେ ହୋଇଗଲେ ସୁପରଷ୍ଟାର

ନୂଆଦିଲ୍ଲୀ: ବଲିଉଡର ସମସ୍ତ ଅଭିନେତା ଧନୀ ପରିବାରରେ ଜନ୍ମ ହୋଇ ନାହାଁନ୍ତି। ଅନେକ ଅଭିନେତା ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି ଏବଂ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି।…

ଆକାଶରୁ ସିଧାସଳଖ ଆସିବ ଇଣ୍ଟରନେଟ: ଷ୍ଟାରଲିଙ୍କ ଓ ଆମାଜନ କୁଇପର ଭାରତରେ କଲେ ବଡ଼ ଚୁକ୍ତି

ନୂଆଦିଲ୍ଲୀ, ଜୁନ ୩୦, ୨୦୨୫: ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଓ ଆମାଜନର ପ୍ରୋଜେକ୍ଟ କୁଇପର ଭାରତରେ ଉପଗ୍ରହ ଆଧାରିତ ବ୍ରଡ଼ବ୍ୟାଣ୍ଡ ସେବା ଆରମ୍ଭ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ କମ୍ପାନୀ ଭାରତୀୟ VSAT…

PPFଠାରୁ ସୁକନ୍ୟା ସମୃଦ୍ଧି ଯୋଜନା ଯାଏଁ.., ସ୍ମଲ୍ ସେଭିଙ୍ଗସ ସ୍କିମର ସୁଧ ଦରକୁ ନେଇ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସରକାରଙ୍କ ଏହି ନିଷ୍ପତ୍ତି PPF, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ NSC ସମେତ ସ୍ମଲ୍ ସେଭିଙ୍ଗସ ସ୍କିମର ସୁଧ ହାର ଉପରେ ଆସିଛି। ସରକାର 1 ଜୁଲାଇରୁ ଆରମ୍ଭ ହେଉଥିବା ଦ୍ୱିତୀୟ ତ୍ରୟମାସିକ…

ଜସପ୍ରୀତ ବୁମରାହ ଖେଳିବେ କି ଦ୍ୱିତୀୟ ଟେଷ୍ଟ? ସ୍ପଷ୍ଟ କଲେ ଭାରତୀୟ କୋଚ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯିବ । ସିରିଜର ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୨ ଜୁଲାଇରୁ ଖେଳାଯିବ । ଏହି ମ୍ୟାଚରେ ଭାରତର ଦ୍ରୁତ ବୋଲର…

ମୁଖ୍ୟମନ୍ତ୍ରୀ ଆକ୍ରମଣ ପଛରେ ଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ନବୀନ

ଭୁବନେଶ୍ୱର: ବିଏମସି ଅଫିସରେ ଅଫିସରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ ବିରୋଧୀ ଦଳ ନେଲା ନବୀନ ପଟନାୟକ । ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ କହିଲେ ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ…

‘ଆମେରିକାରେ ଆଇଫୋନ୍ ତିଆରି କର’.. ଆପଲକୁ ପୁଣି ଥରେ ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବିଶ୍ୱର ସବୁଠାରୁ ବଡ଼ ପ୍ରଯୁକ୍ତିବିଦ୍ୟା କମ୍ପାନୀ ମଧ୍ୟରୁ ଗୋଟିଏ ଆପଲକୁ ଚେତାବନୀ ଦେଇଛନ୍ତି । ଯଦି ଏହାର ମୋବାଇଲ୍ ଫୋନ୍ ଆମେରିକାରେ ତିଆରି ନହୁଏ,…

BMC ଅଫିସରଙ୍କୁ ବିଧା, ଗୋଇଠା: ୩ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ କମିଶନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଦାନଙ୍କୁ ଗିରଫ…

ବିଏମସି ଅଫିସରଙ୍କୁ ଟଣା-ଘୋଷଡ଼ା ଘଟଣାକୁ ବିଜେପିର ନିନ୍ଦା

ଭୁବନେଶ୍ୱର: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ । ସୂଚନା ମୁତାବକ ଅତିରିକ୍ତ କମିଶନରଙ୍କୁ ଜଗନ୍ନାଥ…