Browsing Category

Breaking News

ଅଫିସର ନିଯୁକ୍ତି ପାଇଁ UPSC ଜାରି କଲା ବିଜ୍ଞପ୍ତି, ୨୦୦ରୁ ଅଧିକ ପଦବୀ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୟୁପିଏସସି ଏଥର ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ସମସ୍ତ ନିଯୁକ୍ତି ବିଭିନ୍ନ କେନ୍ଦ୍ରୀୟ ସରକାରୀ ମନ୍ତ୍ରାଳୟଗୁଡ଼ିକ…

ଦିନ ଦ୍ବିପହରରେ ଆକ୍ରମଣ..କାରରେ ଯାଉଥିବା ବେଳେ 4ଜଣଙ୍କୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଆଜି ମଣିପୁରରେ ପୁଣିଥରେ ହିଂସା ଦେଖାଦେଇଛି । ଚୁରାଚାନ୍ଦପୁର ଜିଲ୍ଲାରେ ଅଜ୍ଞାତ ବନ୍ଧୁକଧାରୀମାନେ ଚାରି ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କୁହାଯାଉଛି ଯେ ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟା ମହିଳା…

BMC ଅଫିସରେ ଗୁଣ୍ଡାରାଜ୍ (Video) ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଆଣି ପିଟୁଥିବାର ଭିଡିଓ ଭାଇରାଲ

ଭୁବନେଶ୍ୱର: ବିଏମସି ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଛନ୍ତି ଦୁର୍ବୃତ୍ତ । ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟାଳୟରୁ ଘୋଷାଡି…

ଏସିଆ କପ ୨୦୨୫କୁ ନେଇ ବଡ଼ ଅପଡେଟ୍‌, କେବେ ଠାରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏସିଆ କପକୁ ନେଇ ପୁଣିଥରେ ଅପଡେଟଦ ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ଏହାର ସେଡ୍ୟୁଲ ସାମ୍ନାକୁ ଆସିନାହିଁ। ହେଲେ ବର୍ତ୍ତମାନ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଚଳିତ ବର୍ଷ ଏସିଆ କପର ଆୟୋଜନ…

ଏବେ କୌଣସି କ୍ୟାପ୍ଟେନ ହୋଇପାରିବେନି ‘Captain Cool’, MS Dhoni ଉଠାଇଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପଡ଼ିଆରେ ସବୁବେଳେ ଶାନ୍ତ ରହିଥାନ୍ତି । ମ୍ୟାଚ୍ ଯେତେ ନିକଟତର ହେଉନା କାହିଁକି, ଧୋନୀ ଥଣ୍ଡା ମନରେ ନିଷ୍ପତ୍ତି ନେଉଥିଲେ ଏବଂ…

ବିଜେପିକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ବିଧାୟକ ଟି ରାଜା ସିଂହ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ବିଜେପିକୁ ବଡ଼ ଝଟକା ଲାଗିଛି। ଗୋଶାମହଲର ବିଧାୟକ ଟି ରାଜା ସିଂହ ବିଜେପିରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ଯେ, ଟି ରାଜା ସିଂହ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ…

ସୁପ୍ରିମକୋର୍ଟରେ ପହଞ୍ଚିଲା କଲିକତା ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ସିବିଆଇ ତଦନ୍ତ ପାଇଁ କରାଗଲା ଦାବି

ନୂଆଦିଲ୍ଲୀ: କୋଲକାତାରେ ଆଇନ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟଙ୍କ ଓକିଲ ସତ୍ୟମ ସିଂହ ସୋମବାର ଦିନ ଏକ ଆବେଦନ ଦାଖଲ କରି କୋର୍ଟଙ୍କ ତତ୍ତ୍ୱାବଧାନରେ…

ଆଗ୍ରା ଏୟାରପୋର୍ଟରେ ମିଳିଲା ବୋମା ଧମକ, ତାଜମହଲ ନିକଟରେ ଫୁଟିଲା ଗୁଳି: ତଦନ୍ତ ଜାରି

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ସହରରେ ରବିବାର ରାତିରେ ଏକ ବୋମା ଧମକପୂର୍ଣ୍ଣ ଇ-ମେଲ ଏୟାରପୋର୍ଟ ପ୍ରଶାସନକୁ ମିଳିବା ପରେ ତୀବ୍ର ଆତଙ୍କ ଖେଳିଯାଇଛି। ଏହା ସହିତ ତାଜମହଲ ନିକଟରେ ଗୁଳିଚାଳନାର ଘଟଣା ମଧ୍ୟ ସାମ୍ନାକୁ…

ନଦୀକୁ ଖସିପଡିଲା ଗାଡ଼ି, ଛାତ ଉପରେ ଚଢ଼ି ଜୀବନ ବଞ୍ଚାଇଲେ ଚାଳକ: ଭାଇରାଲ ହେଲା ଜୀବନ ସଂଘର୍ଷର Video

ଉତ୍ତରକାଶୀ: ଭାରତର ଅନେକ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି, ଯାହା ସାଙ୍ଗରେ ଆଣିଛି ବିଭିନ୍ନ ଦୁର୍ଘଟଣା ଓ ଅସୁବିଧା। ଉତ୍ତରାଖଣ୍ଡରେ ଲଗାତାର ଭାରୀ ବର୍ଷା ଯୋଗୁଁ ନଦୀ-ନାଳର ଜଳସ୍ତର ବୃଦ୍ଧି ପାଇଛି। ଏହି…

ମାତ୍ର ଏତିକି ଟଙ୍କାରେ କରନ୍ତୁ ରାମଲାଲା ଓ କାଶୀ ବିଶ୍ୱନାଥଙ୍କ ଦର୍ଶନ, IRCTC ଆଣିଛି ଶାନଦାର ଟୁର ପ୍ୟାକେଜ

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଓ ଟୁରିଜିମ କର୍ପୋରେସନ (IRCTC) ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ସୁଲଭ ଓ ଆକର୍ଷଣୀୟ ଟୁର ପ୍ୟାକେଜ ଆଣିଛି, ଯାହା ଆପଣଙ୍କୁ ଅଯୋଧ୍ୟାରେ ଶ୍ରୀ ରାମଲାଲା ଓ ବାରାଣସୀରେ କାଶୀ…