Browsing Category

Breaking News

ଦିନକୁ ମାତ୍ର ୭ ଟଙ୍କା ସଞ୍ଚୟ କଲେ ୬୦ ବର୍ଷ ପରେ ପାଇବେ ୫୦୦୦ ପେନସନ୍‌, ମୋଦୀ ସରକାରଙ୍କ ଏହି ଯୋଜନାର ଫାଇଦା ଉଠାନ୍ତୁ

ନୂଆଦିଲ୍ଲୀ: ସମସ୍ତେ ଚାହାନ୍ତି ଯେ, ସେମାନଙ୍କ ବାର୍ଦ୍ଧକ୍ୟ ଆରାମରେ କଟୁ । କିନ୍ତୁ ଏଥିପାଇଁ ପ୍ରଥମ ଆବଶ୍ୟକତା ରହିଛି ଅର୍ଥର । ବାର୍ଦ୍ଧକ୍ୟରେ ନିୟମିତ ଆୟ ଲାଗି ସବୁଠାରୁ ବଡ ସାହାରା ହୋଇଥାଏ ପେନସନ୍ । କିନ୍ତୁ ଏହା…

(video)ପାଣି ଡ୍ରମ ଓ ମୋଟର ସାହାଯ୍ୟରେ ତିଆରି କଲେ ୱାଶିଂମେସିନ, ଇଣ୍ଟନେଟ୍‌ରେ ଭିଡିଓ ଭାଇରାଲ

ଶୀତଦିନେ ହାତରେ ଲୁଗା ଧୋଇବା ସବୁଠାରୁ ବଡ କଠିନ କାମ ହୋଇଥାଏ । ଏଣୁ ଶୀତଦିନେ ୱାଶିଂ ମେସିନର ଆବଶ୍ୟକତା ବଢିଯାଏ । କିନ୍ତୁ ସମସ୍ତଙ୍କ ଲାଗି ୱାଶିଂ ମେସିନ କିଣି ବ୍ୟବହାର କରିବା ସମ୍ଭବ ହୋଇ ନ ଥାଏ । ଏପରି ଲୋକଙ୍କ…

ଅଫିସରେ ପଶି ସ୍ତ୍ରୀକୁ ହାଣିଦେଲା ସ୍ୱାମୀ: ବରମୁଣ୍ଡା ନିକଟ ଆପାର୍ଟମେଣ୍ଟରେ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରକ୍ତ ରଞ୍ଜିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର । ଘରୋଇ କଳି ଘରୁ ବାହାରି ବର୍ତ୍ତମାନ ପଦାରେ ପଡ଼ିଥିବା ବେଳେ ମାମଲା ଏବେ ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଛି । ବରମୁଣ୍ଡା ନିକଟ ଏକ ଅଫିସରେ…

ବିଧାନସଭା ଘେରାଉ କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ

ଭୁବନେଶ୍ୱର; ବିଧାନସଭା ଘେରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୨ ତାରିଖରୁ ଘେରାଉ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସରକାରଙ୍କ “ଲକ୍ଷ୍ମୀ” ଓ "ମୋ ବସ" ଯୋଜନାକୁ ବିରୋଧ କରି ବିଧାନସଭା…

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିଜିପି ସୁନୀଲ ବଂଶଲ ବିଧାନସଭା ବାହରା ଓ ଭିତରର ସୁରକ୍ଷା ବ୍ୟବସ୍ଥାକୁ…

ଭୁବନେଶ୍ୱରରେ ସହରାଞ୍ଚଳ ଆବାସ ଯୋଜନାରେ ଗରିବଙ୍କ ପାଇଁ ନିର୍ମିତ ବାସଗୃହକୁ ଆଜି ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ସହରାଞ୍ଚଳ ଆବାସ ଯୋଜନା ଅନ୍ତର୍ଭୁକ୍ତ ସୁଲଭ ବାସଗୃହ ପ୍ରକଳ୍ପରେ ଗରିବଙ୍କ ପାଇଁ ନିର୍ମାଣ କରାଯାଇଥିବା ବାସଗୃହକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହି ପ୍ରକଳ୍ପ…

ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଲେ ରେଗୁଲାର ବେଲ

ହାଇଦ୍ରାବାଦ: ଦକ୍ଷତା ବିକାଶ ମାମଲାରେ ସୋମବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ରେଗୁଲାର ଜାମିନ ପ୍ରଦାନ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ…

Microsoftରେ ଯୋଗ ଦେବେ Sam Altman ଏବଂ Greg Brockman, ଘୋଷଣା କଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: OpenAI ରୁ ବହିଷ୍କୃତ ହେବା ପରେ ସାମ ଅଲ୍ଟମାନ ମାଇକ୍ରୋସଫ୍ଟରେ ଯୋଗ ଦେଉଛନ୍ତି। କେବଳ ଏତିକି ନୁହେଁ, ସାମ ଅଲ୍ଟମ୍ୟାନଙ୍କ ସହିତ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ମାଇକ୍ରୋସଫ୍ଟରେ ପ୍ରବେଶ କରୁଛନ୍ତି।…

ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର: ୪୫ ଦିନର ଶିଶୁ ଶରୀରରେ ୫୧ ଥର ଗରମ ଚେଙ୍କ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଶାହଡୋଲରୁ ଏକ ହୃଦୟ ଥରାଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ଏଠାରେ ଏକ ୪୫ ଦିନର ଶିଶୁକୁ ୫୧ ଥର ତତଲା ଲୁହା ରଡ୍‌ରେ ଚେଙ୍କ ଦିଆଯାଇଛି । ଏବେ ଶିଶୁର ଅବସ୍ଥା ଗମ୍ଭୀର ଥିବା ବେଳେ…

(Video) ଦିନ ଦ୍ୱିପ୍ରହରେ ଯୁବତୀଙ୍କର ଅପହରଣ, ସାମ୍ନାକୁ ଆସିଲା CCTV ଫୁଟେଜ

ମଧ୍ୟପ୍ରଦେଶ: ଗ୍ୱାଲିଅରରେ ଜଣେ ଝିଅକୁ ଅପହରଣ କରାଯିବା ମାମଲା ସାମ୍ନାକୁ ଆସିଛି। ଦୁଇଜଣ ମାସ୍କ ପିନ୍ଧା ଦୁଷ୍କର୍ମକାରୀ ଏହି ଅପରାଧ କରିଛନ୍ତି। ସିସିଟିଭି ଫୁଟେଜରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ବାଧ୍ୟ କରି ଝିଅକୁ…