Browsing Category
Breaking News
UGCର ପରାମର୍ଶ: ଅନଲାଇନ Ph.D ଓ M.Phil ବୈଧ ନୁହେଁ, ନାମ ଲେଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ
ନୂଆଦିଲ୍ଲୀ: ଆଜିକାଲି ଅନେକ ଏଡୁଟେକ କମ୍ପାନୀ ଅଧିନରେ ଛାତ୍ରଛାତ୍ରୀ ଅନଲାଇନରେ ଶିକ୍ଷା ଗ୍ରହଣ କରୁଥିବା ଦେଖାଯାଉଛି । ବିଶେଷ କରି କିଛି ଛାତ୍ରଛାତ୍ରୀ ଅନଲାଇନରେ ପିଏଚଡି ଓ ଏମଫିଏଲ ଡିଗ୍ରୀରେ ନାମ ଲେଖାଉଥିବା…
ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ ; ଦାବି ପୂରଣ ନେଇ ମହଲତ ମାଗିଲେ ସରକାର
ଭୁବନେଶ୍ୱର; ପାଞ୍ଚ ଦିନ ଧରି ବିଧାନସଭା ଆଗରେ ନିଜର ଦାବି ପୂରଣ ନେଇ ଧାରଣା ଓ ପ୍ରତିବାଦ କରୁଥିବା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଶନିବାର ସ୍ଥଗିତ ହୋଇଛି । ବିଧାନସଭା ପରେ ଆନ୍ତମନ୍ତ୍ରୀସ୍ତରୀୟ ବୈଠକରେ…
ISROକୁ ମିଳିଲା କ୍ରମାଗତ ଦ୍ୱିତୀୟ ସଫଳତା: ଆଦିତ୍ୟ-ଏଲ୧କୁ ନେଇ ଆସିଲା ବଡ଼ ଖୁସି ଖବର
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) କ୍ରମାଗତ ସଫଳତା ହାସଲ ଦିଗରେ ଅଗ୍ରସର ହୋଇ ଚାଲିଛି । ଏହା ମଧ୍ୟରେ ଇସ୍ରୋ ଏକ ବଡ଼ ଖୁସି ଖବର ପ୍ରଦାନ କରିଛି । ଏନେଇ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ପୋଷ୍ଟ…
ସ୍କୁଲ ବାଥ୍ରୁମରେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କଲେ ଶିକ୍ଷକ
ଓଡ଼ିଶା ଭାସ୍କର: ଶିକ୍ଷକ ସାଜିଲା ଭକ୍ଷକ, କାମନା ନିଆଁରେ ଅନ୍ଧହୋଇ ସପ୍ତମ ଶ୍ରେଣୀ ଛାତ୍ରୀକୁ କରିଛି ଦୁଷ୍କର୍ମ। ଏପରି ଘଟଣା ଘଟିଛି ରାଜସ୍ଥାନର ଚୁରୁ ଜିଲ୍ଲାର ରତନଗଡ଼ ଥାନା ଅଞ୍ଚଳରେ । ଦୁଇ ଦିନ ତଳେ ସ୍କୁଲ…
୧୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସିଲା ପର୍ଯ୍ୟଟକ ବସ: ୮ ଜଣଙ୍କ ମୃତ୍ୟୁ, ୩୫ ଜଣ ଆହତ
ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ତାହା କେହି କହିପାରିବେନି । ତେବେ ଏହା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ୫୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଗୋଟିଏ ପର୍ଯ୍ୟଟକ ବସ୍ ଅଚାନକ…
ପ୍ରମୁଖ ଖେଳାଳି ତଥା ଭାରତୀୟ ଦଳର ଅନୁଭବୀ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଡ଼ ବୟାନ; ଏହା ମୋର…
ଓଡିଶା ଭାସ୍କର; ଧୀରେ ଧୀରେ ଜଣଙ୍କ ପରେ ଜଣେ ପ୍ରମୁଖ ଖେଳାଳି ଭାରତୀୟ ଦଳରୁ ଅବସର ନେବାରେ ଲାଗିଛନ୍ତି । ତେବେ ଏହାରି ଭିତରେ ଆଉ ଜଣେ ପ୍ରମୁଖ ଖେଳାଳି ତଥା ଭାରତୀୟ ଦଳର ଅନୁଭବୀ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ ଅବସର…
ପ୍ରଥମ ଥର ଫାଇନାଲରେ ପହଞ୍ଚିଲା ବ୍ୟାଡମିଣ୍ଟନ ଟିମ୍: ସେମିରେ କୋରିଆକୁ ହରାଇଲା ଭାରତ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଦମଦାର ପ୍ରଦର୍ଶନ କରିଛି । ବିଭିନ୍ନ କ୍ରୀଡ଼ା ବର୍ଗରେ ଭାରତୀୟ କ୍ରୀଡ଼ାବିତମାନେ ଦେଶ ପାଇଁ ପଦକ ଜିତିଛନ୍ତି । ତେବେ ଏହା ମଧ୍ୟରେ ୧୯ତମ ଏସୀୟ କ୍ରୀଡ଼ାରେ ଭାରତୀୟ…
ଭାରତୀୟ ଭାଷା ଉତ୍ସବ ଏବଂ ପ୍ରଯୁକ୍ତିବିଦ୍ୟା ଓ ଭାରତୀୟ ଭାଷା ସମ୍ମିଳନୀର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ : ଭାରତ ଭଳି ପୁରାତନ ସଭ୍ୟତାର ପ୍ରଯୁକ୍ତିବିଦ୍ୟା ସହ ଅତୁଟ ସମ୍ପର୍କ ରହିଛି । ଭାରତୀୟ ଭାଷା ଏବଂ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳର ସମାଗମ ଦେଶର ପ୍ରତିଭାବାନଙ୍କ ପାଇଁ ଅପାର ସମ୍ଭାବନାର ଦ୍ୱାର ଖୋଲିବ ବୋଲି…
(Video) ବର୍ଷାରେ ଧୋଇଗଲା ଭାରତର ପ୍ରଥମ ୱାର୍ମଅପ ମ୍ୟାଚ୍ ; ଜାଣନ୍ତୁ ଦ୍ୱିତୀୟ ଅଭ୍ୟାସ ମ୍ୟାଚ କେବେ ଖେଳାଯିବ
ଓଡିଶା ଭାସ୍କର: ଗୌହାଟୀରେ ଭାରତ ଓ ଇଂଲଣ୍ତ ମଧ୍ୟରେ ହେବାକୁ ଥିବା ୱାର୍ମଅପ ମ୍ୟାଚରେ ବାଧକ ସାଜିଲା ବର୍ଷା । ଶେଷରେ ବର୍ଷା ଯୋଗୁଁ ମ୍ୟାଚକୁ ବାତିଲ କରାଯିବା ନିଷ୍ପତି ନିଆଯାଇଛି । ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ…
ପ୍ରଚାର ମୈଦାନରୁ କାଦୁଅ ଫିଙ୍ଗା ରାଜନୀତି; ଛତିଶଗଡ଼ରେ ମୋଦୀ, ମଧ୍ୟପ୍ରଦେଶରେ ରାହୁଲ
ଓଡିଶା ଭାସ୍କର; ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନୂଆ ରଣନୀତି ସହ ପ୍ରଚାରର ମଙ୍ଗୁଆଳ ସାଜିଛନ୍ତି ଖୋଦ ଦଳର ହାଇକମାଣ୍ଡ । ତେବେ ଏହି ନିର୍ବାଚନ…