Browsing Category

Breaking News

SBI PO ନିଯୁକ୍ତି ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ, ସିଧାସଳଖ ଲିଙ୍କରୁ ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ : SBI PO ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା SBI PO 2023 ନିଯୁକ୍ତି ପାଇଁ ଚାଲିଥିବା ପଞ୍ଜୀକରଣ ପ୍ରକ୍ରିୟା…

ମୋଦୀ ସରକାରଙ୍କୁ ୧୦ରୁ ୮ ନମ୍ବର ଦେଇଥିବା ନବୀନ ପଟ୍ଟନାୟକଙ୍କୁ ବିଜେପି ଦେଲା ଶୂନ, କଂଗ୍ରେସ କଲା କଟାକ୍ଷ

ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ୧୦ରୁ ୮ ନମ୍ବର ଦେଇଥିବା ବେଳେ ଭାରତୀୟ ଜନତା ଦଳ ବିଜୁ ଜନତା ଦଳ ରାଜ୍ୟ ସରକାରକୁ ୦ ଅର୍ଥାତ୍ ଶୂନ ଦେଇଛି । ଏହାକୁ ନେଇ…

Firstest Fifty… ଟି-୨୦ ଇତିହାସରେ ବିଶ୍ୱର ଦ୍ରୁତତମ ଅର୍ଦ୍ଧଶତକ: ମାତ୍ର ୯ ବଲରେ ନେପାଳୀ କ୍ରିକେଟରଙ୍କ ରେକର୍ଡ- Video

କ୍ରିକେଟରେ କୌଣସି ରେକର୍ଡ ଦୀର୍ଘସ୍ଥାୟୀ ନୁହେଁ । ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି । ଏସିଆନ ଗେମ୍ସରେ ଆଜିଠାରୁ ଆରମ୍ଭ ହୋଇଛି ପୁରୁଷ କ୍ରିକେଟ୍ ଇଭେଣ୍ଟ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ଇଭେଣ୍ଟର ପ୍ରଥମ…

ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ‘ମୋ ଖତ’ର ସୁବିଧା: ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟ ସରକାର ଚାଷ ଜମିରେ ଜୈବିକ କମ୍ପୋଷ୍ଟ ‘ମୋ ଖତ’ ବ୍ୟବହାର ବଢ଼ାଇବା ପାଇଁ କିଲୋଗ୍ରାମ ପିଛା ୧୦ ଟଙ୍କା ରିହାତି ସୁବିଧା ଦେଇଛନ୍ତି । ଏହି ରିହାତି ସୁବିଧା ଆସନ୍ତା ଡିସେମ୍ବର ମାସ ୩୧ ତାରିଖ…

ମାଲାୟାଲମ ଫିଲ୍ମ ‘2018-Everyone is a Hero’କୁ ଓଷ୍କାରରେ ମିଳିଲା ଭାରତ ପକ୍ଷରୁ ଅଫିସିଆଲ ଏଣ୍ଟ୍ରୀ

ନୂଆଦିଲ୍ଲୀ: ଓଷ୍କାର ଆଓ୍ବାର୍ଡ ୨୦୨୪ରେ ଭାରତ ପକ୍ଷରୁ ଅଫିସିଆଲ ଏଣ୍ଟ୍ରୀରେ ମାଲାୟାଲମ ଫିଲ୍ମ ବାଜି ମାରିଛି । ଓଷ୍କାର ୨୦୨୪ରେ ମାଲାୟାଲମ ଫିଲ୍ମ ୨୦୧୮ କୁ ଭାରତ ପକ୍ଷରୁ ପଠାଯିବ । ଏନେଇ ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୩ ଜିଲ୍ଲାକୁ ଘଡ଼ଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର; ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୩ ଜିଲ୍ଲାକୁ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ବର୍ତମାନ ଏକ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା (ଅର୍ଥାତ୍‌ ୨୮ ସେପ୍ଟେମ୍ବର,…

ଚୀନ-ପାକିସ୍ତାନକୁ ଝଟକା ଦେବ ଇସ୍ରୋ: ନୂଆ ମାଷ୍ଟରପ୍ଲାନକୁ ନେଇ ଚାଲିଛି ଯୋଜନା

ନୂଆଦିଲ୍ଲୀ: ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଏକ ନୂଆ ଯୋଜନା ଏବଂ ନୂଆ ପଦକ୍ଷେପ ନେବାକୁ ଯାଉଛି । ତେବେ ଇସ୍ରୋର ଏହି ନୂଆ ମାଷ୍ଟରପ୍ଲାନ ବିଶେଷ କରି ଚୀନ ଏବଂ ପାକିସ୍ତାନ ପାଇଁ ଏକ ବଡ଼ ଝଟକା ସଦୃଶ…

(video)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚା’ ଓ ସାଣ୍ଡୱିଚ୍ ପରଷିଲା ରୋବଟ୍‌, ଭିଡିଓ ସେୟାର କରି କ’ଣ ଲେଖିଲେ ପ୍ରଧାନମନ୍ତ୍ରୀ ଦେଖନ୍ତୁ

ଅହମ୍ମଦାବାଦ: ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି । ଭାଇବ୍ରେଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ୨୦ ବର୍ଷ ପୂରଣ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି…

ଭୟାନକ ଦୁର୍ଘଟଣାର ସାମ୍ନା କଲେ କ୍ୟାବିନେଟ ମନ୍ତ୍ରୀ ଆଶୀଷ ପଟେଲ୍‌, ହସ୍ପିଟାଲରେ ଭର୍ତ୍ତି

ମିର୍ଜାପୁର: ସାଂସଦ ଅନୁପ୍ରିୟା ପଟେଲ ଓ ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ପଟେଲ ଆଜି ଅର୍ଥାତ୍ ବୁଧବାର ଭୟଙ୍କର ଦୁର୍ଘଟଣାର ସମ୍ମୁୁଖୀନ ହୋଇଛନ୍ତି । ଜଣେ ବାଇକ୍ ଚାଳକଙ୍କୁ ବଞ୍ଚାଇବା ଲାଗି ଅଚାନକ ତାଙ୍କ…

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ଜଳିଗଲେ ୮ ଜଣ

ନୂଆଦିଲ୍ଲୀ: ପଞ୍ଜାବର ମୋହାଲୀରେ ଚନାଲୋନ ସ୍ଥିତ ଇଣ୍ଡଷ୍ଟ୍ରିଆଲ ଫୋକାଲ ପଏଣ୍ଟର ଏକ କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ନିଆଁ ଲାଗିଯାଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ, ପୂରା ଫ୍ୟାକ୍ଟ୍ରୀରୁ କଳା ଧୂଅାଁ ଆକାଶରେ…