CHARIDHAM
Browsing Category

Breaking News

କଳାକାରଙ୍କୁ ନିମନ୍ତ୍ରଣକଲେ ହେଲେ ରାଷ୍ଟ୍ରପତିଙ୍କୁ ଭୁଲିଗଲେ, ବିଜେପିକୁ ଟାର୍ଗେଟ କରି ଏପରି କହିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସଂସଦର ନୂଆ ବିଲଡିଂର ଉଦଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରି ନଥିଲା ବିଜେପି।…

(Video) ପ୍ରଧାନମନ୍ତ୍ରୀଙ୍କୁ ‘NAMO’ ଲେଖାଥିବା ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମହାଦେବ ସହରର ଏହି ନୂଆ ଷ୍ଟାଡିମୟକୁ ଭଗବାନ…

ଆରମ୍ଭ ହେଲା ଏସିଆନ ଗେମ୍ ଉଦଘାଟନ ସମାରୋହ, ହରମନପ୍ରୀତ ଓ ଲଭଲିନା ହାତରେ ତ୍ରିରଙ୍ଗା ଧରି ନେଲେ ଭାରତର ନେତୃତ୍ୱ

ନୂଆଦିଲ୍ଲୀ: ୨୩ ସେପ୍ଟେମ୍ବର ଅର୍ଥାତ୍ ଶନିବାର ଚୀନ୍‌ର ହାଙ୍ଗଝୋଉରେ ଏସିଆନ ଗେମ୍ସର ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବିଗ୍ ଲୋଟସ୍ ନାମକ ଏହି ଷ୍ଟାଡିୟମକୁ ୨୦୧୮ରେ ଏକ ଫୁଟବଲ୍…

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ

ଭୁବନେଶ୍ଵର: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ। ପ୍ରାଥମିକ ଶିକ୍ଷକ ସଙ୍ଘର ଆଲୋଚନା ପରେ ନିଷ୍ପତି। ଆନ୍ଦୋଳନ ସ୍ଥଗିତ ନେଇ ସଙ୍ଘ ମହାସଚିବଙ୍କ ସୂଚନା। ତିନି ଦଫା ଦାବିରେ ଚଳାଇଥିଲେ ଆନ୍ଦୋଳନ।…

BJDରୁ ବହିଷ୍କୃତ ହେଲେ ଦୁଇଜଣ ନେତା: ସୁପ୍ରିମୋଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ…

ଭୋଜନ ପ୍ରସ୍ତୁତି ଓ ଭୋଜନ କରିବା ସମୟରେ କରନ୍ତୁନି ଏହି ଭୁଲ୍‌, ଘରେ ଘୋଟି ଆସିବ ଆର୍ଥିକ ସଂକଟ

ଜ୍ୟୋତିଷଶାସ୍ତ୍ରରେ ଏପରି ବହୁ ଜିନିଷ ବିଷୟରେ ଉଲ୍ଲେଖ ରହିଛି ଯାହାକୁ ଅଣଦେଖା କରିବା ଆପଣଙ୍କ ଲାଗି ଭାରି ପଡିପାରେ । ଏଣୁ ବାସ୍ତୁ ସହ ଜଡିତ ବିଭିନ୍ନ ନିୟମକୁ ମାନି ଚଳିବା ଉଚିତ । ଆଜି ଆମେ ଏହି କ୍ରମରେ ଖାଇବା ସହ…

DUSU ଛାତ୍ର ସଙ୍ଘ ନିର୍ବାଚନର ଆସିଲା ରେଜଲ୍ଟ: ୩ଟି ସିଟରେ ABVP ଓ ଗୋଟିଏ ସିଟରେ ଜିତିଲା NSUI

ନୂଆଦିଲ୍ଲୀ: ଦିଲ୍ଲୀ ଛାତ୍ର ସଂଗଠନ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଚାରି ବର୍ଷ ପରେ ଦିଲ୍ଲୀ ଛାତ୍ର ସଂଘକୁ ଏକ ନୂଆ ପ୍ରେସିଡେଣ୍ଟ ମିଳିଛି । ଏବିଭିପି ପ୍ରାର୍ଥୀମାନେ ୩ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟ ଲାଭ…

ସିସୋର ଚିଟଫଣ୍ଡ ମାମଲା: ୯ ବର୍ଷ ପରେ ଚାର୍ଜ ଫ୍ରେମ୍ କଲେ ସିବିଆଇ କୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ସିସୋର ଚିଟଫଣ୍ଡକୁ ନେଇ ଆସିଛି ଏକ ବଡ଼ ଖବର । ୯ ବର୍ଷ ପରେ ଏହି ମାମଲାରେ ସିବିଆଇ କୋର୍ଟ ଚାର୍ଜ ଫ୍ରେମ କରିଛନ୍ତି ।…

ଏହି ଯୋଜନାରେ ଝିଅ ଜନ୍ମଠାରୁ ପାଠପଢା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରନ୍ତି ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସରକାରୀ ଯୋଜନା ବିଷୟରେ କହିବୁ । ଯାହା ଆପଣଙ୍କ ପରିବାର ପାଇଁ ଆବଶ୍ୟକ ହୋଇ ପାରେ…

୪ ଜଣ ମହିଳା ସିପାହୀ ଲିଙ୍ଗ ପରିବର୍ତ୍ତନ କରି ହେବାକୁ ଚାହୁଁଛନ୍ତି ପୁରୁଷ, ଡିଜି ଅଫିସରେ ମାଗିଛନ୍ତି ଅନୁମତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ୪ ଜଣ ମହିଳା ସିପାହୀ ଏବେ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏହି ୪ ଜଣ ମହିଳା ସିପାହୀ ପୁରୁଷ ହେବା ପାଇଁ ଡିଜି ଅଫିସ୍‌ରେ ଦରଖାସ୍ତ ଦେଇ ଲିଙ୍ଗ ପରିବର୍ତ୍ତନ ଲାଗି ଅନୁମତି…