fbpx
BSKY
BJD MS SKY
BJD YOUTH SKY
Browsing Category

Breaking News

ଆଜି ରାଜ୍ୟ କ୍ୟାବିନେଟ ବୈଠକ: ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି ।ସନ୍ଧ୍ୟା ୫ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ବୈଠକରେ…

ସୋସିଆଲ ମିଡ଼ିଆରେ ପୋଷ୍ଟ ଉପରେ ପୋଷ୍ଟ କରୁଛନ୍ତି ଏହି ଯୋଡି ,ପରସ୍ପରକୁ ବଦନାମ କରୁଛନ୍ତି ନା ଆଉ କିଛି ରହିଛି …

ମୁମ୍ବାଇ :ଉର୍ବଶୀ ରୋଟେଲା ଏବଂ କ୍ରିକେଟର ରିଷଭ ପନ୍ତଙ୍କ ମଧ୍ୟ ରେ ବର୍ତ୍ତମାନ ଯେଉଁ ଶୀତଳ ଯୁଦ୍ଧ ଚାଲିଛି ତାହା ବର୍ତ୍ତମାନ ପଦାରେ ପଡ଼ିଲାଣି। କିଏ ଛୋଟ ଭାଇ କହିଲାନି ତ ପୁଣି କିଏ ପ୍ରତି ଉତ୍ତର ଦେଇ ଭଉଣୀ ବୋଲି…

(Video) ବାହାଘର ଦିନ ଗେଷ୍ଟ୍ ଦେଖିଲେ କନ୍ୟାର ଅଶ୍ଲୀଳ ଭିଡିଓ: ଭିଣୋଇ ସହ ବେଡରୁମରେ ରଖୁଥିଲେ ଶାରୀରିକ ସମ୍ପର୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡିଓରେ ବର-କନ୍ୟା ପରସ୍ପରର ହାତ ଧରିଥିଲେ ଏବଂ ପଛରେ ଅଶ୍ଲୀଳ ଭିଡିଓ ଚାଲିବା ଆରମ୍ଭ ହୋଇଥିଲା ।…

ମହିଳା ଅଗ୍ନିବୀର ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ ଓଡ଼ିଶାରେ କେବେ ଓ କେଉଁଠାରେ ହେବ ନିଯୁକ୍ତି ରାଲି?

ନୂଆଦିଲ୍ଲୀ: ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ଅଧିନରେ ଅଗ୍ନିବୀରଙ୍କୁ ନିଯୁକ୍ତି କରାଯାଉଛି । ଏହି ପର୍ଯ୍ୟାୟରେ ମହିଳା ଅଗ୍ନିବୀର ନିଯୁକ୍ତିକୁ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏପରି ପରିସ୍ଥିତିରେ…

ଧୀରେ ଧୀରେ କମୁଛି କରୋନା ସଂକ୍ରମଣ

ଭୁବନେଶ୍ୱର: ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ତଳକୁ ଖସିଛି କରୋନା ଗ୍ରାଫ । କ୍ରମଶଃ କରୋନା ଗ୍ରାଫ ରେ ପରିବର୍ତ୍ତନ ଦେଖା ଦେଇଛି । ରାଜ୍ୟ ରେ କରୋନା ସ୍ଥିତି ରେ ବର୍ତମାନ ଟିକେ ଆଶ୍ବସ୍ତି ମିଳିଛି । ଗତ…

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିତାମାତାଙ୍କ ବିବାହିତ ଝିଅମାନେ କ୍ଷତିପୂରଣ ପାଇବାକୁ ହକଦାର୍: ହାଇକୋର୍ଟ

ବେଙ୍ଗାଲୁରୁ: ଦୁର୍ଘଟଣାରେ ଯଦି ପିତା-ମାତାଙ୍କର ମୃତ୍ୟୁ ହୁଏ, ତେବେ ବୀମା କମ୍ପାନୀରୁ କ୍ଷତିପୂରଣ ପାଇବାକୁ ତାଙ୍କ ବିବାହିତ ଝିଅ ହକଦାର ବୋଲି କର୍ଣ୍ଣାଟକର ହାଇକୋର୍ଟ କହିଛନ୍ତି । ହାଇକୋର୍ଟଙ୍କ କହିବା ମୁତାବକ,…

Har Ghar Tiranga:ମାତ୍ର ୧୦ ଦିନରେ ବିକ୍ରି ହେଲାଣି ୧ କୋଟିରୁ ଅଧିକ ଜାତୀୟ ପତାକା

ନୂଆଦିଲ୍ଲୀ : ଦଶ ଦିନର ସ୍ୱଳ୍ପ ସମୟ ମଧ୍ୟରେ ଇଣ୍ଡିଆ ପୋଷ୍ଟ ଏହାର ୧.୫ ଲକ୍ଷ ଡାକଘର ତଥା ଅନଲାଇନ୍ ମାଧ୍ୟମରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି ବୋଲି ଗୁରୁବାର ଯୋଗାଯୋଗ ମନ୍ତ୍ରଣାଳୟକୁ ସୂଚନା…

ବଢୁଛି ଆତଙ୍କୀ ହମଲା : ଜାମ୍ମୁ କାଶ୍ମୀରରେ ପ୍ରବାସୀ ଶ୍ରମିକ ମୃତ

ଶ୍ରୀନଗର: ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କୁ ଜାମ୍ମୁ କାଶ୍ମୀରର ବାନ୍ଦିପୁରରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ପୋଲିସ ଆଜି ସୂଚନା ଦେଇଛି । ବାନ୍ଦିପୁରର ସୋଡନାରା ସୁମ୍ବଲରେ ମଧ୍ୟରାତ୍ରିରେ ଏହି ଆକ୍ରମଣ…

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍: ଜଳସ୍ତର ୬୧୫.୧୭ ଫୁଟ

ସମ୍ବଲପୁର(ଓଡ଼ିଶା ଭାସ୍କର): ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷାର ହେବାର ସମ୍ଭାବନା ଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ଜଳ ପ୍ରବେଶ ମାତ୍ରା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ…

ଅନୈତିକ ସମ୍ପର୍କ ଯୋଗୁଁ ବୋହୂର ମୁଣ୍ଡ କାଟିଲା ଶାଶୁ: କଟା ମୁଣ୍ଡକୁ ଥାନାଗେଟ ଆଗରେ ଫୋପାଡ଼ି କହିଲା- ‘ମୁଁ କାଟିଛି’

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଅନ୍ନାମାୟା ଜିଲ୍ଲା ରାୟାଚୋଟି ସହରର ରାମପୁରମ୍ ଅଞ୍ଚଳରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯେୁଁଠାରେ ସୁବାମା ନାମକ ଜଣେ ମହିଳା ନିଜ ବୋହୂ ବସୁନ୍ଧରା (୩୫) ଙ୍କ ମୁଣ୍ଡ…