fbpx
Browsing Category

Breaking News

ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଲେ ଗବର: ଦଳରେ ଅଚାନକ ଏଣ୍ଟ୍ରି ମାରିଲେ ଏହି ଖେଳାଳି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ଟସ ଜିତିଲେ ଭାରତୀୟ ଅଧିନାୟକ ଶିଖର ଧୱନ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ତିନିଟିିକିଆ ଦିନିକିଆ ସିରିଜକୁ ୨-୦ରେ…

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ରାଜ୍ୟର ୩୫ ଜଣ BDOଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଜୁଜୁମରା ବିଡିଓ ସରୋଜ କୁମାର ବିଶ୍ୱାଳଙ୍କୁ ବିଜେପୁର ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ…

ଘର ନିର୍ମାଣ ସାମଗ୍ରୀ ଷ୍ଟକ୍ କରି ରଖନ୍ତୁ: ୩୦ ହଜାର ଟଙ୍କା ଶସ୍ତା ହେଲା ଲୁହାଛଡ଼ ଦାମ୍, ଜାଣନ୍ତୁ ବିଭିନ୍ନ ସହରର ରେଟ୍ ଚାର୍ଟ

ନୂଆଦିଲ୍ଲୀ: ଏବେ ବର୍ଷା ସିଜିନ ଚାଲିଥିବା ବେଳେ ଘର ତିଆରି କାମ ପ୍ରାୟତଃ ବନ୍ଦ ରହିଛି । ତେବେ ଏଭଳି ସ୍ଥିତିରେ କିଛି ଘର ନିର୍ମାଣ ସାମଗ୍ରୀର ଦାମ ବହୁତ କମିଯାଇଛି । ଆପଣମାନେ ଚାହିଁଲେ ଶସ୍ତାରେ ଏହି ସାମଗ୍ରୀକୁ…

ଦେଶକୁ ପୁଣି ଘାରିଲା ଭୟ: ଚିହ୍ନଟ ହେଲେ ତିନିଜଣ Monkeypox ସଂକ୍ରମିତ!

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ମଙ୍କିପକ୍ସର ତିନିଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ୨ଟି ଓ ନୋଏଡ଼ାରୁ ଗୋଟିଏ ମାମଲା ଆସିବା ପରେ ସନ୍ଦିଗ୍ଧ…

(Video) ପଶ୍ଚିମବଙ୍ଗ ରାଜନୀତି ହଲଚଲ: BJPରେ ମିଶିବେ TMCର ୩୮ ଜଣ ବିଧାୟକ! ଉଦ୍ଧବଙ୍କ ଅବସ୍ଥା ଭୋଗିବେ କି ଦିଦି

ନୂଆଦିଲ୍ଲୀ: ନିକଟରେ ମହାରାଷ୍ଟ୍ରରେ ବିଜେପି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ଶିନ୍ଦେଙ୍କ ସହ ମିଶି ସରକାର ଗଠନ କରିଛି । ତେବେ ବିଜେପି ପାଖରେ ସଂଖ୍ୟାଗରିଷ୍ଠତା ନଥାଇ ବି ଭାଜପାର ଚାଣକ୍ୟ ଅମିତ ଶାହଙ୍କ ସୁଚତୁର…

ଯୁକ୍ତଦୁଇ ରେଜଲ୍ଟ: କେଉଁଠୁ କେତେ ପାସ୍ କଲେ, ମୋଟ ପାସ୍ ହାର କେତେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ରେଜଲ୍ଟ ଘୋଷଣା…

ସ୍କୁଲରେ ଲାଗିଲା ବିଦ୍ୟୁତ ସକ୍: ୨ ଛାତ୍ରଙ୍କ ସମେତ ଜଣେ ଶିକ୍ଷକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲରେ ବିଦ୍ୟୁତ ସକ୍ ଲାଗି ୩ ଜଣ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ବିଦ୍ୟାଳୟର ୨ ଜଣ ଛାତ୍ରଙ୍କ ସମେତ ଜଣେ ଶିକ୍ଷକ ଗୁରୁତର ଆହତ ହୋଇ…

ପ୍ରକାଶ ପାଇଲା ଯୁକ୍ତଦୁଇ ରେଜଲ୍ଟ, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ପ୍ରକାଶ ପାଇଲା ଯୁକ୍ତଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଆଜି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ…

ବାବୁସାନଙ୍କ ପ୍ରତିକ୍ରିୟାକୁ ନେଇ ଉତ୍ତର ରଖିଲେ ମାଆ ଅପରାଜିତା: ୨ ଦିନ ମାଗିଲେ ସମୟ

ଭୁବନେଶ୍ୱର: ଥମୁନି ବାବୁସାନ-ପ୍ରକୃତି ପ୍ରସଙ୍ଗରେ ଷ୍ଟାର କଳି । ଦିନକୁ ଦିନ ବାବୁସାନଙ୍କ ସମ୍ପର୍କର ସୂତାଖିଅ ଆହୁରି ଛନ୍ଦି ହୋଇ ଯାଉଛି । ତେବେ ଉଭୟ ଚେନ୍ନାଇ ଯିବା ପରେ ରାଜ୍ୟରେ ସେମାନଙ୍କ ସମ୍ପର୍କକୁ ନେଇ ମାମଲା…

(Video)ସମୟରେ ସ୍କୁଲ ନଆସିବାରୁ ଛାତ୍ରୀଙ୍କୁ ଟଏଲେଟ ସଫା କରାଇଲେ ଶିକ୍ଷକ: ଭିଡିଓ ଭାଇରାଲ ପରେ ହଙ୍ଗାମା

ନୂଆଦିଲ୍ଲୀ: କର୍ଣ୍ଣାଟକର ଗଡଗ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ନାଗଭି ବିଦ୍ୟାଳୟରେ ଛାତ୍ରୀମାନେ ଶୌଚାଳୟ ସଫା କରୁଥିବା ଦେଖିବାକୁ ମିଳିଛି । ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।…