fbpx
Browsing Category

Breaking News

ବଢ଼ୁଛି ମହିଳାଙ୍କ ମଦ୍ୟପାନ ହାର, ରାଜ୍ୟ ସରକାର ପ୍ରତିଷ୍ଠା କରିବେ ମହିଳା ନିଶା ନିବାରଣ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ନିଶା ନିବାରଣ କେନ୍ଦ୍ରରେ ପୁରୁଷ ଅନ୍ତେବାସୀଙ୍କୁ ଦେଖିବାକୁ ମିଳିଥାଏ । ତେବେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ମହିଳାଙ୍କ ପାଇଁ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରିବେ ।…

ଗରିବ ମାଆକୁ ସାହା ହେଲେ ଲକ୍ଷ୍ମୀ ମାଆ: ଜଙ୍ଗଲରୁ କାଠ ଗୋଟାଉ ଗୋଟାଉ ପାଇଲା ହୀରା, ରାତାରାତି ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ: ରାତାରାତି ଲକ୍ଷପତି କି କୋଟିପତି ହେବାର କୌଣସି ସର୍ଟକଟ୍ ଫର୍ମୂଲା ନାହିଁ । ତେବେ କଠିନ ପରିଶ୍ରମ ବଳରେ ଜଣେ ଜୀବନରେ ବହୁତ କିଛି ହାସଲ କରିପାରିବ । ମାତ୍ର ଏଥିପାଇଁ ଧୈର୍ଯ୍ୟ, ସମୟର ଆବଶ୍ୟକତା ରହିଥାଏ ।…

ଏଣିକି ସରକାରୀ ବିଲରେ Digital Signature ବାଧ୍ୟତାମୂଳକ: ଆସନ୍ତା ମାସରୁ ଲାଗୁ ହେବ, ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଅର୍ଥ ବିଭାଗ ଶାସନ ସଚିବଙ୍କ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟ ସରକାରଙ୍କ ସରକାରୀ ବିଲରେ ଡିଜିଟାଲ ଦସ୍ତଖତ ରହିବ । ଆସନ୍ତା ମାସ ୨୨ ତାରିଖରୁ ଏହି ନୂଆ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ । ଡିଜିଟାଲ ଦସ୍ତଖତ ନଥିଲେ ବିଲ, ସବ-ଭାଉଚର…

(Video) ଅକାତକାତ ସମୁଦ୍ରରେ ଫସିଗଲା ବାଳକ, ପହଁରିବାକୁ ନଥିଲା ଶକ୍ତି, ଡ୍ରୋନ ପାଇଁ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ନିଜର ଭୁଲ କାରଣରୁ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରୁଥିବାର ଦେଖାଯାଇଥାଏ । ତେବେ ସମୁଦ୍ର ପରି ସୀମାହୀନ ଜଳରାଶିରେ ଜଣେ ଫସିଲେ ଉଦ୍ଧାର କରିବା ନିହାତିପକ୍ଷେ କଷ୍ଟକର ହୋଇଥାଏ ।…

ଶେୟାର ବଜାରରେ ଦ୍ରୁତ ବୃଦ୍ଧି: ସେନସେକ୍ସ ୫୪୮ ଓ ନିଫ୍ଟି ୧୫୮ ପଏଣ୍ଟ ସ୍ତରରେ ପହଞ୍ଚିଲା

ନୂଆଦିଲ୍ଲୀ: ଗତ ଦୁଇଦିନ ଧରି ହ୍ରାସ ଘଟିବା ପରେ ଆଜି ଶେୟାର ବଜାରରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ସେନସେକ୍ସ ପାଖାପାଖି ୫୪୭.୮୩ ଅଙ୍କ ବୃଦ୍ଧି ହେବା ସହିତ ୫୫୮୧୬.୩୨ରେ ବନ୍ଦ ହୋଇଥିଲା । ସେହିପରି…

ହାଇକୋର୍ଟ ଗଲେ ବାବୁସାନ: ଆଗୁଆ ଜାମିନ ପାଇଁ କଲେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭଷ୍ଟୋରିକୁ ନେଇ ଗତ ଚାରିଦିନ ଧରି ସାରା ଓଡ଼ିଶାରେ ଚର୍ଚ୍ଚା ଜାରି ରହିଛି । ଦୁହେଁ ଏକ କାରରେ ଏୟାରପୋର୍ଟ ଯାଉଥିବା…

ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଲେ ଗବର: ଦଳରେ ଅଚାନକ ଏଣ୍ଟ୍ରି ମାରିଲେ ଏହି ଖେଳାଳି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ଟସ ଜିତିଲେ ଭାରତୀୟ ଅଧିନାୟକ ଶିଖର ଧୱନ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ତିନିଟିିକିଆ ଦିନିକିଆ ସିରିଜକୁ ୨-୦ରେ…

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ରାଜ୍ୟର ୩୫ ଜଣ BDOଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଜୁଜୁମରା ବିଡିଓ ସରୋଜ କୁମାର ବିଶ୍ୱାଳଙ୍କୁ ବିଜେପୁର ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ…

ଘର ନିର୍ମାଣ ସାମଗ୍ରୀ ଷ୍ଟକ୍ କରି ରଖନ୍ତୁ: ୩୦ ହଜାର ଟଙ୍କା ଶସ୍ତା ହେଲା ଲୁହାଛଡ଼ ଦାମ୍, ଜାଣନ୍ତୁ ବିଭିନ୍ନ ସହରର ରେଟ୍ ଚାର୍ଟ

ନୂଆଦିଲ୍ଲୀ: ଏବେ ବର୍ଷା ସିଜିନ ଚାଲିଥିବା ବେଳେ ଘର ତିଆରି କାମ ପ୍ରାୟତଃ ବନ୍ଦ ରହିଛି । ତେବେ ଏଭଳି ସ୍ଥିତିରେ କିଛି ଘର ନିର୍ମାଣ ସାମଗ୍ରୀର ଦାମ ବହୁତ କମିଯାଇଛି । ଆପଣମାନେ ଚାହିଁଲେ ଶସ୍ତାରେ ଏହି ସାମଗ୍ରୀକୁ…

ଦେଶକୁ ପୁଣି ଘାରିଲା ଭୟ: ଚିହ୍ନଟ ହେଲେ ତିନିଜଣ Monkeypox ସଂକ୍ରମିତ!

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ମଙ୍କିପକ୍ସର ତିନିଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ୨ଟି ଓ ନୋଏଡ଼ାରୁ ଗୋଟିଏ ମାମଲା ଆସିବା ପରେ ସନ୍ଦିଗ୍ଧ…