CHARIDHAM
Browsing Category

Breaking News

ମରକ୍କୋ ଭୂମିକମ୍ପ: ୨୦୦୦ ଟପିଲା ମୃତ୍ୟୁସଂଖ୍ୟା, ୨୦୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୬.୮ ରିକ୍ଟର ସ୍କେଲରେ ମପାଯାଇଛି । ମରକ୍କୋର ଗୃହମନ୍ତ୍ରୀ କହିଛନ୍ତି ଯେ, ଭୂମିକମ୍ପରେ…

ଜି-୨୦ ଶିଖର ସମ୍ମିଳନୀରେ ଭାରତର କୂଟନୈତିକ ବିଜୟ: ଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରି

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି । ଶନିବାର ଠାରୁ ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ତେବେ ଏହି ସମ୍ମିଳନୀର ପ୍ରଥମ ଦିନରେ ଭାରତକୁ ଏକ ବଡଧରଣର ସଫଳତା ମିଳିଛି । ନୂଆଦିଲ୍ଲୀରେ…

ଅକ୍ଷୟ କୁମାରଙ୍କ ଜନ୍ମ ଦିନରେ ଫ୍ୟାନମାନେ ଖିଲାଡ଼ି ଷ୍ଟାରଙ୍କୁ ଦେଲେ Return Gift

ମୁମ୍ବାଇ : ଦୁନିଆର ସବୁଠାରୁ ବଡ ଏବଂ ସକସେସଫୁଲ ରେସ୍କ୍ୟୁ ଥ୍ରୀଲର ‘ମିଶନ ରାନୀଗଞ୍ଜ’ର ଗୋଟିଏ ଝଲକ ପୁରା ଦେଶକୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନ ପୂର୍ବରୁ ଏହାର ଫଟୋ ମୋସନ ପୋଷ୍ଟର ରିଲିଜ କରିଥିଲେ ଏହା ପରେ ଫିଲ୍ମର…

ସଂସ୍କୃତି ସହ ‘କୋଣାର୍କ ଚକ୍ର’ ଭିତରେ ରହିଛି ବିଜ୍ଞାନର ଭଣ୍ଡାର: ସାରା ବିଶ୍ୱ ଦେଖୁଛି ଭାରତର ଐତିହ୍ୟ

ନୂଆଦିଲ୍ଲୀ: ପଥରର କଳାକୃତିକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ସୂର୍ଯ୍ୟଙ୍କ ବିଶାଳକାୟ ରଥ ପରି ଏହି ମନ୍ଦିରକୁ ପ୍ରସ୍ତୁତ କରାଯାଇଛି । ଏହାକୁ ୭ଟି ଘୋଡ଼ା ଟାଣୁଥିବାର ଆକୃତି…

ବିଳମ୍ବରେ କରୁଛନ୍ତି କି ରାତ୍ରି ଭୋଜନ? ଜାଣନ୍ତୁ ଏହାର ପରିଣାମ କ’ଣ ହେବ…

ଓଡିଶା ଭାସ୍କର; ଖାଦ୍ୟ ଖାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହିଥାଏ । ମାତ୍ର କାର୍ଯ୍ୟ ବ୍ୟସ୍ତତା ଓ ନିଜର ଖାମ ଖିଆଲୀ ମନଭାବ ପାଇଁ ଆମର ଖାଦ୍ୟପେୟ ସମୟ ଠିକ ରହିନଥାଏ । ବିଳମ୍ୱିତ ରାତି ଯାଏଁ ମୋବାଇଲ ବ୍ୟବହାର…

ଜି-୨୦ ସମ୍ମିଳନୀ ରାତ୍ର ଭୋଜନରେ ସାମିଲ ହେଲା ଏହି ଖାଦ୍ୟ…

ନୂଆଦିଲ୍ଲୀ : ଆଜି ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ରାଷ୍ଟ୍ରପତି ଭବନରେ ରାତ୍ର ଭୋଜନ କରିବେ । ତେବେ ରାଷ୍ଟ୍ରପତି ଭବନ ଦ୍ୱାରା ଯାରି କରାଯାଇଥିବା ଖାଦ୍ୟ ମଧ୍ୟରେ ଦହି ଗୋଲା, କେରଳ ଲାଲ ଚାଉଳ ସହିତ ଠାରୁ ଆରମ୍ଭ କରି…

ପାକିସ୍ତାନ ବିପକ୍ଷରେ ଜିତିଲେ ବି ସହଜ ହୋଇ ନପାରେ ଭାରତର ଫାଇନାଲ୍ ଏଣ୍ଟ୍ରି: ବୁଝନ୍ତୁ ପଏଣ୍ଟ ଟେବୁଲ ହିସାବ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପର ସୁପର-୪ରେ ମୁକାବିଲା ହେବ । ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପାକିସ୍ତାନ ବାଂଲାଦେଶ ବିପକ୍ଷରେ ୭ ୱିକେଟରେ ବିଜୟ…

ପଡ଼ୋଶୀ ଦେଶରେ ପହଞ୍ଚିଲା ଜି-୨୦ ସଫଳତାର ବାସ୍ନା: ପାକିସ୍ତାନ ସରକାର ବିରୋଧରେ ଗର୍ଜିଲେ ନିଜ ଦେଶର ନାଗରିକ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତକୁ ବିଶ୍ୱର ଟପନେତାଙ୍କର ସୁଅ ଛୁଟିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଅଭିବୃଦ୍ଧିର ଛବିକୁ ବିଶ୍ୱ ଦରବାରେ ପହଞ୍ଚାଇବା ସହିତ ବିକାଶର ନୂଆ ଧାରା…

ବଡ଼ ଖବର: ଯେଉଁଆଡେ ଚାହିଁବେ ଖାଲି ଶବ ହିଁ ଶବ…୧୦୦୦କୁ ଟପିଲା ମୃତ୍ୟୁସଂଖ୍ୟା, ୧,୨୦୪ରେ ପହଞ୍ଚିଲା ଆହତଙ୍କ ସଂଖ୍ୟା

ଓଡିଶା ଭାସ୍କର; ଭୂକମ୍ପ ସାଜିଛି ଶବ'ର ପାହାଡ଼ । ଯେଉଁଆଡେ ଚାହିଁବେ ଖାଲି ଶବ ହିଁ ଶବ । ଦୀର୍ଘ ୬୦ବର୍ଷ ଭିତରେ ସବୁଠୁ ବଡ ଭୂମିକମ୍ପ ଝଟକାରେ ଥରି ଉଠିଛି ଆଫ୍ରିକାର ଦେଶର ମରକ୍କୋ ସହର। ଶୁକ୍ରବାର ବିଳମ୍ବିତ ରାତିରେ…

ଭାରତ ପାଇଁ ପାକିସ୍ତାନର ସୁପର ପ୍ଲାନ୍: ଦମଦାର ବୋଲିଂ ଆଟାକ ସହ ଘୋଷଣା କଲା Playing-11

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ଏବେ ଦମଦାର ସ୍ଥିତିରେ ପହଞ୍ଚିଛି । ସୁପର-୪ ଷ୍ଟେଜରେ ଆସନ୍ତାକାଲି ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ତେବେ ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚକୁ ବର୍ଷା ଧୋଇ…