Browsing Category
Breaking News
ସରକାରଙ୍କ ପାଇଁ ଡେଡଲାଇନ ଜାରି : ଚେତାବନୀ ଦେଲେ ଡ୍ରାଇଭର ସଂଘ
ଭୁବନେଶ୍ୱର : ଓଡ଼ିଶା ଡ୍ରାଇଭର ମହାସଂଘର ଦାବି ପୂରଣ ପାଇଁ ସରକାରଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ବାରମ୍ବାର ବୋର୍ଡ ଗଠନ ପାଇଂ ଦାବି କରିଥିଲେ ବି ସରକାର ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି । ତେଣୁ ସଠିକ…
ବାରଣାସୀ କୋର୍ଟଙ୍କ ରାୟ ପରେ ଆରମ୍ଭ ହେଲା ସର୍ବେକ୍ଷଣ, ବାରଣାସୀର ଜ୍ଞାନବ୍ୟାପୀ ମସଜିଦ୍ରେ ଏଏସଆଇର ସର୍ଭେ
ବାରଣାସୀ: କଡା ସୁରକ୍ଷା ମଧ୍ୟରେ ଚାଲିଛି ବାରଣାସୀର ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସର ବୈଜ୍ଞାନିକ ସର୍ଭେ । ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ୨୪ ଜଣିଆ ଟିମ୍ ସକାଳ ୭ଟାରେ ଆବଶ୍ୟକୀୟ ଉପକରଣ…
ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ବ୍ୟକ୍ତିଙ୍କୁ ଫାଶି ମିଳିବା ଦରକାର : ସର୍ଭେରେ ଜନସାଧାରଣ କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା
ମଣିପୁର : ମଣିପୁରରେ ଦୁଇ ମହିଳାଙ୍କ ସହ ହୋଇଥିବା ଲଜ୍ଜାଜନକ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଘଟଣାକୁ ସାରା ଦେଶରେ ସମାଲୋଚନା କରାଯାଉଛି ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ମଧ୍ୟ କରାଯାଉଛି। ଏହି…
ଆସନ୍ତା ମାସରେ ପର୍ବ ହେତୁ ଅଧା ଦିନ ବନ୍ଦ ହେବାକୁ ଯାଉଛି ବ୍ୟାଙ୍କ, ଜରୁରୀ କାମ ଥିଲେ ଚେକ୍ କରନ୍ତୁ ଛୁଟି ଲିଷ୍ଟ୍
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଜୀବନର ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆକାଉଣ୍ଟରୁ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଟଙ୍କା ଜମା କରିବା, ପୁରୁଣା ନୋଟ୍ ବଦଳାଇବା ଇତ୍ୟାଦି ପାଇଁ ବ୍ୟାଙ୍କ ଯିବାକୁ ପଡ଼ିଥାଏ । ଯଦି…
AI ମାଧ୍ୟମରେ ‘ଅଶ୍ଲୀଳ ବ୍ୟବସାୟ’, ଝିଅମାନଙ୍କ ଫଟୋ ଚୋରି କରି ଏପରି କରାଯାଉଛି ବ୍ଲାକମେଲ୍
ନୂଆଦିଲ୍ଲୀ: ବର୍ତ୍ତମାନ ଦୁନିଆରେ ଏଆଇର ଆଲୋଚନା ଜୋରସୋରରେ ଚାଲିଛି । କେହି କେହି ଏହାର ଲାଭ ବିଷୟରେ କହୁଛନ୍ତି ତ’ କେହି କେହି ଏହାକୁ ଲୋକଙ୍କ ପାଇଁ ସବୁଠାରୁ ବଡ ବିପଦ ବୋଲି କହୁଛନ୍ତି । ତେବେ ଏହା ଟେକ୍ନୋଲୋଜି…
ସୁଡାନରେ ବିମାନ ଦୁର୍ଘଟଣାଗ୍ରସ୍ତ, ୪ ଯବାନଙ୍କ ସମେତ ୯ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ : ପୋର୍ଟ ସୁଡାନ ବିମାନବନ୍ଦରରେ ଏକ ନାଗରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଚାରିଜଣ ସାମରିକ କର୍ମଚାରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସୁଡାନ ସେନା ଏକ…
ପୁରୀ ବାସିଙ୍କ ପାଇଁ ଖୁସି ଖବର : ଆଜିଠୁ ଖୋଲିଲା ଶ୍ରୀ ମନ୍ଦିରର ପଶ୍ଚିମ ଦ୍ୱାର
ପୁରୀ : ଅନେକ ଦିନ ପରେ ଶ୍ରୀ ମନ୍ଦିରର ପଶ୍ଚିମ ଦ୍ୱାର ଖୋଲାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏହି ଦ୍ୱାରଟି ପ୍ରାୟ ଦେଢ ବର୍ଷ ପରେ ଖୋଲା ହୋଇଛି । କିନ୍ତୁ ଏହି ଦ୍ୱାର ଦେଇ କେବଳ ପୁରୀ ବାସୀ ହିଁ ଦର୍ଶନ ପାଇଁ ଯାଇପାରିବା…
ଖୋର୍ଦ୍ଧାର ଏହି ସ୍ଥାନରେ ଆଜିଠୁ ଆରମ୍ଭ ହେବ ଗାଡ଼ି ସ୍କ୍ରାପିଂ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ପିତାପଲୀଠାରେ ଗାଡ଼ି ସ୍କ୍ରାପିଂ ୟୁନିଟ୍ ଆଜିଠାରୁ କାର୍ଯ୍ୟକ୍ଷମ ହେବ । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ପ୍ରଥମ ପର୍ଯ୍ୟାୟରେ…
ବିପଦ ସଙ୍କେତଠାରୁ ୧ମିଟର ଉପରେ ପ୍ରବାହିତ ହେଉଛି ଯମୁନା, ପୁଣି ରଚିପାରେ ବନ୍ୟା ତାଣ୍ଡବ
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବିପଦ ସଂକେତ ଅତିକ୍ରମ କଲା ଯମୁନା ନଦୀର ଜଳସ୍ତର । ରବିବାର ସକାଳ ସୁଦ୍ଧା ନଦୀର ଜଳସ୍ତର ୨୦୫.୯୦ ମିଟର ଥିବା ବେଳେ ଆଜି ସକାଳୁ ଏହା ୨୦୬.୪୦ ମିଟରକୁ ବୃଦ୍ଧି ପାଇଛି । ତେବେ ଯମୁନା…
ବିଇଡି ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ସିଟ୍ ଆବଣ୍ଟନ ତାଲିକା,କାଲିଠୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ
ଭୁବନେଶ୍ୱର: ବିଇଡି ଏବଂ ଏମଇଡି ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ଆସନ୍ତାକାଲିଠାରୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବାକୁ…