Browsing Category

Breaking News

ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ଉତ୍ତେଜନା, କର୍ପସ କମାଣ୍ଡରଙ୍କ ଘରେ ପଶିଲେ, ଭିଡ ଉପରେ ଗୁଳି ଚଳାଇଲା ସେନା

ନୂଆଦିଲ୍ଲୀ: ପାକିସ୍ତାନର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫ ପରେ ତାଙ୍କର ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପୁରା ଦେଶରେ ଇମ୍ରାନ ଖାନଙ୍କ ସମର୍ଥକମାନେ ଜଳାପୋଡ଼ା କରୁଛନ୍ତି। ବିକ୍ଷୋଭକାରୀମାନେ…

ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଗତ ୪ ବର୍ଷରେ ଓଡ଼ିଶାକୁ ମିଳିଛି ୩୦,୨୮୫.୯୨ କୋଟି ଟଙ୍କା ସବ୍‌ସିଡି

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍‌ସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଲାଞ୍ଚ ନେବା ବେଳେ ଧରିଲା ଟିମ୍

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ପୁରୁଷୋତ୍ତମପୁରର କନିଷ୍ଠ ଯନ୍ତ୍ରୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ସାହୁ ଗିରଫ ହୋଇଛନ୍ତି । ଜଗନ୍ନାଥପୁରର GRSଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ । ସୂଚନା ମୁତାବକ,…

ମଦ ନିଶାରେ ଡ୍ରାଇଭ କରୁଥିଲେ ମହିଳା, GPS ଫଲୋ କରି କରି ସମୁଦ୍ରରେ ପୂରାଇ ଦେଲେ କାର୍: ଦେଖନ୍ତୁ Video

ଟେକ୍ନୋଲୋଜି ଆମ ଜୀବନକୁ ଅତି ସହଜ କରିଛି । କିନ୍ତୁ ବେଳେ ବେଳେ ଟିକିଏ ଅବହେଳା ଆମ ପାଇଁ ବିପଜ୍ଜନକ ହୋଇପାରେ । ଏହି କଥାକୁ ପ୍ରମାଣିତ କରିଛି ଏକ ଭିଡିଓ, ଯେଉଁଥିରେ ୨ ଜଣ ମହିଳା କାରରେ ଯାଉଥିବା ବେଳେ ଗାଡ଼ିକୁ…

କୁନୋ ଜାତୀୟ ଉଦ୍ୟାନରେ ଜୀବନ ହରାଇଲା ତୃତୀୟ ଚିତା, ଗତ ତିନି ମାସରେ ତୃତୀୟ ଘଟଣା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ପାର୍କରେ ବିଦେଶରୁ ଆସି ଥିବା ଚିତାଙ୍କ ମଧ୍ୟରୁ ତୃତୀୟ ଚିତା ପ୍ରାଣ ହରାଇଛି । ଏହା ସହିତ ଗତ ତିନି ମାସରେ ତୃତୀୟ ଚିତାର ମୃତ୍ୟୁ ହୋଇଛି । ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲେ। ତେଣୁ…

ଛତିଶଗଡ଼ର ଉଚ୍ଚଶିକ୍ଷା ବିଭାଗକୁ ମିଳିଲା ଦେଶର ସ୍କଚ୍ ସିଲଭର ପୁରସ୍କାର: ମୁଖ୍ୟମନ୍ତ୍ରୀ ଭୂପେଶ ଦେଲେ ଶୁଭେଚ୍ଛା

ଋାୟପୁର: ଛତିଶଗଡ଼ର ଉଚ୍ଚ ଶିକ୍ଷା ବିଭାଗର ‘Project Assessment and Accreditation’କୁ ଦେଶର ପ୍ରତିଷ୍ଠିତ ସ୍କଚ୍ ସିଲଭର ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ଅନେକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସହିତ…

ପ୍ରଶିକ୍ଷଣ ଶିବିର ‘ଆକାର -୨୦୨୩’ ଆୟୋଜନ କରୁଛନ୍ତି ଛତିଶଗଡ଼ ସରକାର: ପାରମ୍ପାରିକ କଳା ଏବଂ ଆତ୍ମନିଯୁକ୍ତିକୁ ମିଳିବ…

ରାୟପୁର: ଛତିଶଗଡ଼ ସଂସ୍କୃତି ବିଭାଗ ଦ୍ୱାରା ରାଜଧାନୀ ରାୟପୁରରେ "ଆକାର -୨୦୨୩" ନାମକ ଏକ ତାଲିମ ଶିବିର ଆୟୋଜନ କରାଯାଉଛି। ଯାହା ଶିଶୁ, ଯୁବକ ଏବଂ ବୃଦ୍ଧଙ୍କ ସମେତ ସମସ୍ତ ବୟସ ବର୍ଗର ଲୋକଙ୍କୁ ଆକର୍ଷିତ କରୁଛି।…

ବାତ୍ୟାର ରୂପ ନେଉଛି ସୃଷ୍ଟ ଲଘୁଚାପ; ଓଡ଼ିଶା ପାଇଁ ନାହିଁ ବିପଦ, ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଓ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଧିରେ ଧିରେ ବାତ୍ୟାର ରୂପ ନେଉଛି। ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ସମଗ୍ର…

ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ: ହାଇକୋର୍ଟ ବାହାରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିଛି ପୋଲିସ । ଇସଲାମାବାଦ ହାଇକୋର୍ଟ ବାହାରୁ ପିଟିଆଇର ମୁଖ୍ୟ ଇମ୍ରାନ ଖାନ ଗିରଫ ହୋଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…

ଅତ୍ୟଧିକ ଗରମରେ ଫୋନର ଅଧିକ ବ୍ୟାଟେରୀ ସରୁଛି କି? ଜାଣନ୍ତୁ ସଂପର୍ଣ୍ଣ ତଥ୍ୟ

ଭାରତର ଅନେକ ସ୍ଥାନରେ ବର୍ତ୍ତମାନ ପ୍ରବଳ ଗରମ ହେଉଛି। ଏଭଳି ପରିସ୍ଥିତିରେ ସମସ୍ତେ ନିଜକୁ ରକ୍ଷା କରିବା ଉଚିତ୍। ଯଦିଓ ଆମେ ନିଜେ ଭଲ ଯତ୍ନ ନେଉ, କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ, ଅତ୍ୟଧିକ ଉତ୍ତାପ ଫୋନର…