Browsing Category
Breaking News
ଫେରିଲେ ରାଜ୍ୟପାଳ: ବଢ଼ିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା
ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ କି ଏପରି ଏକ ଚର୍ଚ୍ଚା ଗତ କିଛିଦିନ ହେବ ଲାଗି ରହିଥିବା ବେଳେ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ଫେରିବା ପରେ ଏହି ଚର୍ଚ୍ଚା ଅଧିକ ଜୋର ଧରିଛି ।…
ବିଜ୍ଞାପନ ନିୟମ ଉଲ୍ଲଂଘନ କରୁଥିବା ସେଲିବ୍ରିଟିଙ୍କ ମଧ୍ୟରେ ଶୀର୍ଷରେ ଏମଏସ ଧୋନି, ଭୁବନ ବାମ: ASCI
ନୂଆଦିଲ୍ଲୀ: ବିଜ୍ଞାପନ କରିବା ପାଇଁ ସରକାରଙ୍କ ନିୟମ ଭାଙ୍ଗିଛନ୍ତି ଦେଶର ବଡ଼ ବଡ଼ ସେଲିବ୍ରେଟି। ସରକାରଙ୍କ ସ୍ୱୟଂ ନିୟାମକ ସଂସ୍ଥା ASCI ବୁଧବାର ସୂଚନା ଦେଇଛି ଯେ ସେଲିବ୍ରିଟିଙ୍କ ବିରୋଧରେ ଅଭିଯୋଗରେ ଉଲ୍ଲେଖନୀୟ…
କଂଗ୍ରେସକୁ ଚେତାଇଦେଲେ ପ୍ରଶାନ୍ତ କିଶୋର: କହିଲେ-‘କର୍ଣ୍ଣାଟକ ନିର୍ବାଚନ ଜିତିବା ନୁହେଁ ଯେ, କଂଗ୍ରେସ ଲୋକସଭା ନିର୍ବାଚନ…
ନୂଆଦିଲ୍ଲୀ: ରାଜନୀତି ରଣନୀତିକାର ତଥା ରାଜନେତା ପ୍ରଶାନ୍ତ କିଶୋର ବୁଧବାର କଂଗ୍ରେସକୁ ଚେତାଇ ଦେଇଛନ୍ତି । କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନକୁ ହାଲକାରେ ନନେଉ । ପ୍ରଶାନ୍ତ…
ପରଲୋକରେ ହିନ୍ଦୁଜା ଗ୍ରୁପ୍ ଅଧ୍ୟକ୍ଷ ଏସ୍ପି ହିନ୍ଦୁଜା: ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ହିନ୍ଦୁଜା ଗ୍ରୁପ୍ର ଅଧ୍ୟକ୍ଷ ଏସ୍ପି ହିନ୍ଦୁଜାଙ୍କ ପରଲୋକ। ୮୭ ବର୍ଷ ବୟସରେ ଲଣ୍ଡନରେ ସେ ପ୍ରାଣତ୍ୟାଗ କରିଛନ୍ତି। ହିନ୍ଦୁଜା ପରିବାରର ମୁଖପାତ୍ର ବୁଧବାର ସନ୍ଧ୍ୟାରେ…
ବିଶ୍ୱସ୍ତରୀୟ ହେବ କଟକ-ପୁରୀ ରେଳଷ୍ଟେସନ: ଆସନ୍ତାକାଲି ୮ ହଜାର କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶାରେ ୮ ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ କେତେକ ପ୍ରକଳ୍ପକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି…
୨୦୨୪ ନିର୍ବାଚନ ପୁର୍ବରୁ ମୁସଲିମ ଭୋଟରଙ୍କ ଭରଷା ଜିତିବା ଲକ୍ଷ୍ୟରେ ବିଜେପି, ସଂଖ୍ୟାଲଘୁ ମୋର୍ଚାଙ୍କୁ ଦେଲା ଦାୟିତ୍ୱ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ମୁସଲିମ ଭୋଟରଙ୍କ ଭରଷା ଜିତିବାକୁ ପ୍ରସ୍ତୁତ ହେଉଛି । ଏହି ସଂଗଠନ ସହ ଜଡିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କାର୍ଯ୍ୟକର୍ତାଙ୍କ କର୍ମଶାଳାରେ…
ରାଜ୍ୟ ବିଜେପିରେ ହେବ ବଡ଼ ପରିବର୍ତନ: ଦିଲ୍ଲୀରୁ ଫେରି ନୂଆ ଟିମ୍ ଗଢିବେ ମନମୋହନ ସାମଲ
ଭୁବନେଶ୍ୱର: ଓଡ଼ିଶା ବିଜେପି ମଙ୍ଗ ଧରିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡଙ୍କୁ ଭେଟିଛନ୍ତି ମନମୋହନ ସାମଲ। ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।…
ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ସିନେପ୍ଲସ୍ OTT ସେବା ଘୋଷଣା କଲା BSNL: ଜାଣନ୍ତୁ ପ୍ଳାନ୍, ମିଳିବାକୁ ଥିବା ସେବା
ନୁଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ) ନିଜର ଗ୍ରାହକମାନଙ୍କ ପାଇଁ 'ସିନେମା ପ୍ଲସ୍' ନାମ ଏକ ନୂଆ ଓଭର-ଦ-ଟପ୍(ଓଟିଟି) ସେବା ଘୋଷଣା କରିଛି । ସରକାରୀ ଟେଲିକମ୍ ସଂସ୍ଥା ଏହି ଘୋଷଣା ସହିତ ଅନେକ…
ଶିବକୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଓ ୬ ମନ୍ତ୍ରୀମଣ୍ଡଳ ଅଫର ଦେଲେ ରାହୁଲ ଗାନ୍ଧୀ: ତଥାପି ମାନୁନି ମନ, ମୁଖ୍ୟମନ୍ତ୍ରୀ ପଦବୀରେ ଅଟକିଲେ
ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଲାଗି ରହିଥିବା ଦ୍ୱନ୍ଦ ମଧ୍ୟରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ଡିକେ ଶିବକୁମାର ଅଲଗା ଅଲଗା ରାହୁଲ ଗାନ୍ଧିଙ୍କୁ…
‘Love Marriageରେ ହେଉଛି ଅଧିକ ଛାଡପତ୍ର’: ମେଡିଟେସନ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ: ଏକ ସର୍ଭେରୁ ଜଣାଯାଇଛି ଯେ, ଦେଶରେ ଅଧିକାଂଶ ଛାଡପତ୍ର 'ପ୍ରେମ ବିବାହ'ରେ ହେଉଛି । ଏ ନେଇ ସୁପ୍ରିମକୋର୍ଟ ମଧ୍ୟ ସୂଚନା ଦେଇଛନ୍ତି । ବୁଧବାର ଏକ ମାମଲାର ଶୁଣାଣୀ ସମୟରେ ଜଷ୍ଟିସ ବି.ଆର ଗବଇ ଏବଂ ଜଷ୍ଟିସ…