Browsing Category
Breaking News
କଟକ ଲୋକସଭା ଆସନରୁ ଲଢ଼ିପାରନ୍ତି ରେଳମନ୍ତ୍ରୀ ଅଶ୍ୱିନୀ: ରାଜ୍ୟ ରାଜନୀତିରେ ବଡ଼ ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଦେଶରେ ଦେଶର ନିର୍ବାଚନୀ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ରାଜ୍ୟରେ ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ ହେବା…
ଆଜାମ ଖାନଙ୍କ ଘରେ ଫିଙ୍ଗା ଯାଇଛି ତନ୍ତ୍ର-ମନ୍ତ୍ର ସାମଗ୍ରୀ, ସିସିଟିଭିରେ କାଏଦ ହୋଇଛି ଘଟଣା
ଉତ୍ତର ପ୍ରଦେଶ : ବରିଷ୍ଠ ସମାଜବାଦୀ ପାର୍ଟି (ଏସପି) ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଆଜାମ ଖାନଙ୍କ ଘରେ ଜଣେ ଅଜ୍ଞାତ ବ୍ୟକ୍ତି କିଛି ସାମଗ୍ରୀ ଫିଙ୍ଗିଥିବା ଅଭିଯୋଗ ହୋଇଛି ଏବଂ ଏହି ବଣ୍ଡଲରେ ନାଲି କପଡା ଏବଂ…
ଫେସବୁକ ଏବଂ ଇନଷ୍ଟାଗ୍ରାମରେ କ୍ଷତି ପହଁଚାଉଥିବା ପୋଷ୍ଟରେ ଦେଖିବେ ନାହିଁ ଆଡ୍, ମେଟା ଉପସ୍ଥାପନା କଲା ନୁଆ ଟୁଲ୍ସ
ନୂଆଦିଲ୍ଲୀ: ଯେକୌଣସି କ୍ଷତିକାରକ ଏବଂ ଖରାପ ପୋଷ୍ଟକୁ ନେଇ ସରକାର ଏବଂ କମ୍ପାନୀ ମଧ୍ୟ ବହୁ ଜଗ୍ରତ ଥିଲେ । ଏହାକୁ ଚଲାଉଥିବା କମ୍ପାନୀ ନୂତନ ପରିବର୍ତ୍ତନ କରୁଛି । ଏହା ମଧ୍ୟରେ ମେଟା ଏହି ଧାରା ଜାରି କରି ଏକ ନୂତନ…
ଭାରତର ପ୍ରଥମ AI Anchor: ଜନସାଧାରଣ ପାଇବେ ଉଚ୍ଚମାନର ନ୍ୟୁଜ୍ ଅପଡେଟ୍
ନୂଆଦିଲ୍ଲୀ: ଦିନକୁ କୃତ୍ରିମ ବୁଦ୍ଧିମତା (ଏଆଇ) କ୍ଷେତ୍ରରେ ମଣିଷ ଆଗକୁ ବଢ଼ିବାରେ ଲାଗିଛି । ଭବିଷ୍ୟତରେ ଏଆଇ ବିଭିନ୍ନ କ୍ଷେତ୍ରକୁ ବିସ୍ତାର ଲାଭ କରିବାକୁ ଯାଉଥିବା ବେଳେ ଏହାକୁ ନେଇ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ଓ…
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ମହମ୍ମଦ ୟୁମ୍ମାନ ଟପ୍ପର
ବିହାର: ଆଜି ପ୍ରକାଶ ପାଇଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ବିହାର ବୋର୍ଡ ତରଫରୁ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯାଇଛି । ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହ ବିଏସଇବି ଚେୟାରମ୍ୟାନ ଆନନ୍ଦ କିଶୋର…
ଏହି ରାଜ୍ୟବାସୀଙ୍କୁ ଦେବାକୁ ପଡିନଥାଏ କୌଣସି ଟ୍ୟାକ୍ସ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଦେଶର ନାଗରିକଙ୍କୁ ନିଜର ରୋଜଗାରର କିଛି ଅଂଶ ଇନକମ ଟ୍ୟାକ୍ସ ଆକାରରେ ଦେବାକୁ ପଡିଥାଏ । ଟ୍ୟାକ୍ସ ସ୍ଲାବ ହିସାବରେ ଆପଣଙ୍କୁ ନିଜର ଦରମା ଉପରେ ଇନକମ ଟ୍ୟାକ୍ସ ଦେବାକୁ ନ ପଡେ ତେବେ ଆପଣ ୧୦-୩୦ ପ୍ରତିଶତ…
ବେକାର ଯୁବକଙ୍କୁ ବଡ଼ ଉପହାର: ଦ୍ୱାଦଶ ପାସ୍ କରିଥିଲେ ପ୍ରତି ମାସରେ ଦିଆଯିବ ବେକାରୀ ଭତ୍ତା
ନୂଆଦିଲ୍ଲୀ: ଦିନକୁ ଦିନ ବେକାର ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧ ତାରିଖରୁ ବେକାର ଯୁବକଙ୍କୁ ସରକାର ମାସକୁ ୨୫୦୦ ଟଙ୍କାର…
ଗୃହ ପାଳିତ କୁକୁରର ଜୀବନ ରକ୍ଷା କଲା chatGPT, ଡାକ୍ତର ଚିହ୍ନି ପାରିଲେ ନାହିଁ ରୋଗ
ନୂଆଦିଲ୍ଲୀ: chatGPT ନିଜ ପାରଙ୍ଗମତାରେ ୟୁଜର୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରିଚାଲିଛି । chatGPT ବ୍ୟବହାରକାରୀଙ୍କ ପାଇଁ ଆର୍ଟିକିଲ ଲେଖିବା ସହ ଛାତ୍ରଛାତ୍ରୀଙ୍କ ହୋମୱାର୍କ ମଧ୍ୟ କରିପାରିବ । ଏହାରି ମଧ୍ୟରେ ସେ ନିଜର…
Top-100 Power List: ଭାରତରେ କିଏ ସବୁଠାରୁ ବେଶୀ ପ୍ରଭାବଶାଳୀ, ଓଡ଼ିଶାରୁ କେତେଜଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଭାରତରେ କିଏ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଆପଣମାନେ କହିପାରିବେ କି? ଏନେଇ ରାଜନୀତି, କ୍ରୀଡ଼ା, ଫିଲ୍ମ, ବିଜିନେସ କ୍ଷେତ୍ର ସହ ଜଡ଼ିତ ଅନେକ ସଫଳ ବ୍ୟକ୍ତିଙ୍କ ନାମ…
ଶକ୍ତିଶାଳୀ ହେବ ଭାରତ, ଶତ୍ରୁକୁ ମିଳିବ ଉଚିତ ଜବାବ: କିଣାଯିବ ୧ ଲକ୍ଷ କୋଟିର ହତିଆର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ
ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରମାନେ ବର୍ଡର ଅଞ୍ଚଳରେ ଆତଙ୍କବାଦୀ ତଥା ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଏହାକୁ ଦୃଷ୍ଟିରେ ଭାରତ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିରକ୍ଷା ବାହିନୀକୁ ଅଧିକ ମଜବୁତ…