CHARIDHAM
Browsing Category

Breaking News

ଗୌତମ ବୁଦ୍ଧଙ୍କ ମହତ୍‍ ବାଣୀ ଯୁଗ ଯୁଗ ଧରି ଅସଂଖ୍ୟ ଲୋକଙ୍କୁ ଅନୁପ୍ରାଣିତ କରିଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗୌତମ ବୁଦ୍ଧଙ୍କ ମହତ୍‍ ବାଣୀ ଯୁଗ ଯୁଗ ଧରି ଅସଂଖ୍ୟ ଲୋକଙ୍କୁ ଅନୁପ୍ରାଣିତ କରିଛି । ବୁଦ୍ଧ ନିରାକାର ଏବଂ ସେ ହେଉଛନ୍ତି ବ୍ୟକ୍ତିବିଶେଷଙ୍କ ବୁଝାମଣା…

ଆଗାମୀ ୩୬ ଘଣ୍ଟା ଦିନ ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ: ଆଗାମୀ ୨୪ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ମଧ୍ୟାହ୍ନ ଦୁଇଟା ସୁଦ୍ଧା କଟକଠାରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୫/୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡ଼ା ଠାରେ ତାପମାତ୍ରା ୪୧…

ବ୍ଲୁ ଠିକ୍ ପାଇଁ ଟଙ୍କା ଦେବାକୁ ପଡିବ , ଆଜି ଠାରୁ ଲାଗୁ ହେଲା ନୂଆ ନିୟମ !

ନୂଆଦିଲ୍ଲୀ : ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ପୁଣି ଏକ ପରିବର୍ତ୍ତନ ଆସିଛି । ୟୁଜର୍ସଙ୍କୁ ବ୍ଲୁ ଠିକ୍ ଆଉ ମାଗଣାରେ ମିଳିବ ନାହିଁ । ଏଥିପାଇଁ ଦେୟ ଦେବାକୁ ପଡିବ । ଏପ୍ରିଲ୍ ୨୦ ହେଉଛି ଶେଷ ସମୟ ।…

ପରୀକ୍ଷାର ମାତ୍ର ୩ ଦିନ ପୂର୍ବରୁ ଚାଟ ଜିପିଟିରେ ପାଠ ପଢି ପାଇଲେ ସଫଳତା, ପ୍ରତ୍ୟେକ ଶିଶୁ ଜାଣନ୍ତୁ ଏଆଇରେ ପଢିବାର ସ୍ମାର୍ଟ ଉପାୟ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଚାଟ୍ GPT ସମ୍ବନ୍ଧରେ ଅନେକ ପ୍ରକାରର ଖବର ଶୁଣିଥିବେ। କିଛି ଭଲ ଏବଂ କିଛି ଖରାପ। ଆଜି ଆମେ ଆପଣଙ୍କୁ ଚାଟ୍ ଜିପିଟି ସହିତ ଜଡିତ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର କହିବାକୁ ଯାଉଛୁ।…

ଡାଲଚିନିର ଫାଇଦା ଜାଣିଥିଲେ ଏବେ ଏହାର କ୍ଷତିକରିତା ଜାଣନ୍ତୁ, କ୍ୟାନ୍ସର ଠାରୁ ପେଟରେ ଘା’ ଭଳି ବଡ଼ ବଡ଼ ସମସ୍ୟା ସୃଷ୍ଟି କରୁଛି

ନୂଆଦିଲ୍ଲୀ: ଭାରତୀୟ ରୋଷେଇ ଘରେ ଡାଲଚିନି ସ୍ଥାନ ଆଉ କେହି ନେଇପାରିବେ ନାହିଁ। ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ। ଏହା ସହିତ, ଏଥିରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିବାର କ୍ଷମତା ଅଛି। ଯଦି ଡାଲଚିନି…

ବଡ଼ ଅପଡେଟ: ଏଣିକି ଉଭୟ ଅଗ୍ନିବୀର ଓ ଅଣ ଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ଦେବାକୁ ପଡିବ ଅନଲାଇନ ପରୀକ୍ଷା

ଭୁବନେଶ୍ୱର: ପରୀକ୍ଷାକୁ ନେଇ ପ୍ରତିଦିନ କିଛି ନୂଆ ନୂଆ ଅପଡେଟ ଆସୁଛି । ତେବେ ଏହି କ୍ଷେତ୍ରରେ ଆଉ ଏକ ବଡଧରଣର ବଦଳି ହୋଇଛି । ଏଣିକି ଅନଲାଇନ ମାଧ୍ୟମରେ ଆର୍ମି ନିଯୁକ୍ତି ପରୀକ୍ଷା ହେବା ନେଇ ସୂଚନା ମିଳିଛି ।…

Video: ଗେହେଲଟ ଷ୍ଟାଡିୟମରେ ପହଁଚିବା ମାତ୍ରେ ଶୁଭିଲା ମୋଦୀ ମୋଦୀ ଧ୍ୱନୀ, ଏପରି ହସିହସି ଉତ୍ତର ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଖେଳ ଦେଖିବା ପାଇଁ ଷ୍ଟାଡିୟମକୁ ପ୍ରବେଶ କରିବା ମାତ୍ରେ ଗେଟ ସାଇଡରେ ବସିଥିବା ୧୦ ହଜାର କ୍ରିକେଟ ପ୍ରଶଂସକ ତାଙ୍କୁ ଏକ ଜବରଦସ୍ତ ସ୍ୱାଗତ କରିଥିଲେ । ଦର୍ଶକ ମାନଙ୍କ…

ମିଲେଟ ସୁଗନ୍ଧରେ ମହକିବ ଚତୁଃପାର୍ଶ୍ୱ, ଲୋକସେବା ଭବନରେ ଖୋଲିବ ମିଲେଟ କ୍ୟାଫେ

ଭୁବନେଶ୍ୱର:ଆସନ୍ତା ୨୩ତାରିଖରେ ଲୋକସେବାଭବନ ପରିସରରେ ‘ମିଲେଟ୍‌ ଶକ୍ତି କାଫେ’ ଖୋଲିବ । ଏହି ମିଲେଟ କାଫେକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ…

ଓଡିଶା ଲିଙ୍କ୍ ରେ ଗୁଡ୍ଡୁ ମୁସଲିମ୍ ! ପୁରୀରୁ ମିଳିଛି ଶେଷ ଲୋକେସନ୍ , ଭୂଆଁ ଭୁଲାଉଥିବା ସନ୍ଦେହ

ପୁରୀ : କୁଖ୍ୟାତ ଅବରାଧୀ ଗୁଡ୍ଡୁ ମୁସଲିମ୍ ପୁରୀରେ ଲୁଚିଥିଲା । ଉମେଶ ପାଲ ହତ୍ୟାକାଣ୍ଡରେ ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଶେଷ ଲୋକେସନ୍ ପୁରୀରୁ ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଖବର…

ନିଖୋଜ ଥିବା ପର୍ବତାରୋହୀ ଅନୁରାଗ ମାଲୁ ସୁରକ୍ଷିତ ଭାବେ ଉଦ୍ଧାର, ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ଥିଲେ

ନୂଆଦିଲ୍ଲୀ: ବିଶ୍ୱର ଦଶମ ଉଚ୍ଚତମ ପର୍ବତ ଶିଖର ଅନ୍ନପୂର୍ଣ୍ଣା ଠାରୁ ଏକ ଭୟଙ୍କର ଝଡରେ ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କ ପତ୍ତା ମିଳିଛି । ତାଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ଅବସ୍ଥାରେ ଉଦ୍ଧାର…