Browsing Category

Breaking News

ରିଙ୍କୁ ସିଂଙ୍କ ସଂଘର୍ଷର କାହାଣୀ: ଦିନେ ଝାଡୁ ଧରି ସଫେଇ କରୁଥିଲେ; ଏବେ ଏକାକୀ ଗୁଜୁରାଟର ମୁହଁରୁ ବିଜୟ ଛଡ଼ାଇ ଆଣିଲେ

ନୂଆଦିଲ୍ଲୀ: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ରୋମାଂଚକର ମୁକାବିଲା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଶେଷ ୫ ଟି ବଲରେ ୫ ଟି ଛକା ମାରି ଇତିହାସ ରହିଛନ୍ତି ରିଙ୍କୁ ସିଂ। ନବମ ଯାଏ ପାଠ…

୪୪ ଜଣ ମହିଳା ଓ ପୁରୁଷ କଏଦୀ HIV ପଜିଟିଭ୍: ଏପରି ସଂକ୍ରମଣ କେମିତି ହେଲା, ଜେଲ ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ବେଳେବେଳେ କିଛି ସରକାରୀ ସଂସ୍ଥାରୁ ମଧ୍ୟ ଏପରି କିଛି ଖବର ସାମ୍ନାକୁ ଆସିଥାଏ । ତେବେ ନିକଟରେ…

ବିଶ୍ୱପ୍ରସିଦ୍ଧ ଆଇନଜୀବୀ ବେଞ୍ଜାମିନ ଫେରେଞ୍ଜଙ୍କ ୧୦୩ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ଆଇନ ବିଶାରଦ ତଥା ଆମେରିକାର ଜଣାଶୁଣା ଓକିଲ ବେଞ୍ଚାମିନ ବେରେଲ ଫେରେଞ୍ଜ ଆଉ ନାହାନ୍ତି ।  ସେ ୧୦୩ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ସେ ନାଜି ନରସଂହାର ସମୟରେ ଯୁଦ୍ଧ ଅପରାଧୀଙ୍କ…

ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ନେଲେ ରିଙ୍କୁ ସିଂ: ଶେଷ ଓଭରରେ ମାରିଲେ ୫ ଛକ୍କା, ବେକାର ଗଲା ରଶିଦଙ୍କ ହାଟ୍ରିକ୍

ଅହମ୍ମଦାବାଦ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଟାଇଟନ୍ସ ମୁହଁରୁ ବିଜୟ ଛଡ଼ାଇ ନେଲା କୋଲକାତା ନାଇଟ୍ ରାଇଡର୍ସ। ଏହି ରୋମାଞ୍ଚକର ମୁକାବିଲାରେ ଶେଷ ଓଭରରେ କୋଲକାତାକୁ ବିଜୟ ପାଇଁ ୨୯ ରନ୍ ଆବଶ୍ୟକ ଥିବା ବେଳେ ଶେଷ…

ମେ ୧୦ରେ ଭୋଟ: କଂଗ୍ରେସର ବଡ଼ ନିଷ୍ପତ୍ତି, ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କିଛି ରାଜ୍ୟରେ ନିର୍ବାଚନ ଓ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଆସନ୍ତା ମାସରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ସେହିପରି…

ଭାରତରୁ ଠାବ ହେଲା ଏକ ଅଜବ ପ୍ରକାରର ବିମାରୀ ‘Silver Leaf’: ଗଛ ନେଇଗଲା କୃଷକଙ୍କ ଜୀବନ, WHO’କୁ ପଠାଗଲା ସାମ୍ପୂଲ

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଭାରତରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଅଜବ ପ୍ରକାରର ବୀମାରୀ ସାମ୍ନାକୁ…

‘IIT ଡିଗ୍ରୀ ହାସଲ କରିବା ପରେ ମଧ୍ୟ କିଛି ଲୋକ ଅଶିକ୍ଷିତ ରହିଛନ୍ତି’, କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଶ୍ନ ଉଠାଉଛନ୍ତି। ଏହାରି ମଧ୍ୟରେ ଦିଲ୍ଲୀ ଉପରାଜ୍ୟପାଳ ବି.କେ.…

ମାଟ୍ରିକ, ITI, ଡିପ୍ଲୋମା ପାସ କରିଥିଲେ ମାସକୁ ୩୦ ହଜାର: କେନ୍ଦ୍ର ସରକାର ଆଣିଲେ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା ତରଫରୁ ଏକ ବଢ଼଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀମାନେ ମାଟ୍ରିକ କିମ୍ବା ଆଇଟିଆଇ ସହ ପ୍ରାସଙ୍ଗିକ ବିଭାଗରେ ଡିପ୍ଲୋମା…

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ଚାଲିଲା ଗୁଳିବର୍ଷା, ୯୪ ଜଣଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଏକ ବଡ଼ ଅଘଟଣ ଘଟିଯାଇଛି । କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟର ପୂର୍ବ ଭାଗରେ ଏକ ଗାଁରେ ହୋଇଛି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ପାଖାପାଖି ୨୦ ଜଣଙ୍କର…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ହେବ ପୁଷ୍ପା-୨ ସୁଟିଂ: ଅନୁମତି ମାଗିଲେ ପ୍ରଡକ୍ସନ ଟିମ୍

ମାଲକାନଗିରି: ୨୦୨୧ ରେ ରିଲିଜ ହୋଇଥିବା ସାଉଥ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ଅଭିନିତ ପୁଷ୍ପା ଫିଲ୍ମ ବ୍ଲକବାଷ୍ଟର ହିଟ୍ ହୋଇଥିଲା। ଏହି ଫିଲ୍ମର ଦ୍ୱିତୀୟ ଭାଗ Pushpa 2: The Rule ଆସନ୍ତା ବର୍ଷ ଆସିବାକୁ ଯାଉଛି। ଏବେ…