
Browsing Category
Breaking News
ଖୁବଶୀଘ୍ର ଫେରୁଛନ୍ତି ଋଷଭ: ପନ୍ତଙ୍କୁ ଭେଟିଲେ ରାଇନା, ହରଭଜନ ଓ ଶ୍ରୀସନ୍ଥ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଏବେ ବି ଚିକିତ୍ସାରତ ଅଛନ୍ତି । ସର୍ଜରୀ ପରେ ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ଖୁବଶୀଘ୍ର ଦଳକୁ କମବ୍ୟାକ କରିବେ ବୋଲି…
ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍: ପ୍ରଥମ ଟ୍ରଫି ଜିତି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ଦୁଇ ଟିମ୍
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୩ ର ଶେଷ ପର୍ଯ୍ୟାୟରେ ଉପନୀତ ହୋଇଛି। ପ୍ରଥମ ଥର ପାଇଁ ଆୟୋଜିତ ଏହି ଟୁର୍ନାମେଣ୍ଟର ଫାଇନାଲ ରବିବାର ଖେଳାଯିବ। ଟାଇଟଲ୍ ଯୁଦ୍ଧ ମେଗ୍ ଲାନିଙ୍ଗଙ୍କ ନେତୃତ୍ୱାଧୀନ ଦିଲ୍ଲୀ…
ଆମେରିକାରେ ଭାରତୀୟ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଖାଲିସ୍ଥାନୀ ସମର୍ଥକ, ଭାରତ କଲା ନିନ୍ଦା
ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନ ସ୍ଥିତ ଦୂତାବାସ ବାହାରେ ଭାରତୀୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା କଥା ସାମ୍ନାକୁ ଆସିଛି । ସେଠାରେ ଖାଲିସ୍ଥାନୀ ସମର୍ଥକ ମାନେ ଲାଠି ଦ୍ୱାରା ଆକ୍ରମଣ କରି ଅନେକ ଗାଳି…
ସାଂସଦ ପଦ ଯିବା ପରେ ଟ୍ୱିଟ୍ରରେ ବାୟୋ ବଦଳାଇଲେ ରାହୁଲ ଗାନ୍ଧୀ: ଲେଖିଲେ-Dis’Qualified MP
ନୂଆଦିଲ୍ଲୀ: ସୁରତର ଏକ କୋର୍ଟ ଦ୍ୱାରା ଦୁଇ ବର୍ଷ ସଜା ଶୁଣାଇବା ପରେ କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକସଭାରେ ନିଜର ସଭ୍ୟ ପଦ ହରାଇଛନ୍ତି। କଂଗ୍ରେସ ଏହାକୁ ଗଣତନ୍ତ୍ରର ହତ୍ୟା କହିବା ସହ ଦେଶବ୍ୟାପି…
ଗ୍ୟାସ ଠାରୁ ନେଇ ସୁନା କିଣିବା ପର୍ଯ୍ୟନ୍ତ ୧ ଏପ୍ରିଲରେ ବଦଳି ଯିବ ସବୁ ମୂଲ୍ୟ, ଦେଖନ୍ତୁ ପୁରା ଲିଷ୍ଟ
ନୂଆଦିଲ୍ଲୀ: ୨୦୨୩ ମସିହାର ମାର୍ଚ୍ଚ ମାସ ଶେଷ ହେବାକୁ ଯାଉଛି । ଏପ୍ରିଲ ମାସରେ କିଛି ଜିନିଷ ମୂଲ୍ୟରେ ବଦଳିବାକୁ ଯାଉଛି । ଏହା ସାଧାରଣ କର୍ମଚାରୀଙ୍କ ଉପରେ ଭାରି ପ୍ରଭାବ ପକାଇବାକୁ ଯାଉଛି । ତେବେ ଆପଣଙ୍କୁ…
ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଭ୍ଲାଦିମିର ପୁଟିନଙ୍କ ବଡ ଘୋଷଣା: ବେଲାଋଷରେ ଆଣବିକ ଅସ୍ତ୍ର ନିୟୋଜିତ କରିବ ଋଷ
ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଘନାଉଛି ଋଷର ଆଣବିକ ଆକ୍ରମଣ ଭୟ। ପଡ଼ୋଶୀ ବେଲାଋଷ ସହିତ ଏକ ବଡ଼ ଚୁକ୍ତି କରିଛନ୍ତି ଭ୍ଲାଦିମିର ପୁଟିନ୍ । ଏହି ଚୁକ୍ତି ସାହାଯ୍ୟରେ ଋଷ ଏବେ ବେଲାଋଷ ସୀମାରେ ଟାକ୍ଟିକାଲ ଆଣବିକ ଅସ୍ତ୍ର…
ସହରରେ ବୁଲୁଛନ୍ତି ହାତୀପଲ, ଲୋକେ ଆତଙ୍କିତ
ଝାରସୁଗୁଡା: ବିଳମ୍ବିତ ରାତିରେ ଝାରସୁଗୁଡା ସହରରେ ଦଳ ଦଳ ହାତୀ ବୁଲୁଥିବାର କଥା ସାମ୍ନାକୁ ଆସିଛି । ଏନେଇ ସହରବାସୀ ଭୟଭୀତ ପରିସ୍ଥିତିରେ ଦିନ କଟୁଛନ୍ତି । କେହି ଘରୁ ପଦାକୁ ବାହାରିବା ପାଇଁ ମଧ୍ୟ ଡରୁଛନ୍ତି ।…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ ର ଆଜି ୯୯ତମ ଏପିସୋଡ, ସକାଳ ୧୧ଟାରେ ଦେଶ ସହ କରିବେ ଯୋଗାଯୋଗ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚଳିତ ବର୍ଷ ପାଇଁ ତୃତୀୟ ‘ମନ୍ କି ବାତ୍’ ପୋଗ୍ରାମ ଜରିଆରେ ଦେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ର ୯୯…
ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଇସ୍ରୋ: ବ୍ରିଟେନର ୩୬ ଟି ଉପଗ୍ରହ ସହିତ ଭାରୀ LVM3 ରକେଟ୍ ଉତକ୍ଷେପଣ
ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ବ୍ରିଟେନର ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ (ୱାନୱେବ) ର ୩୬ ଟି ଉପଗ୍ରହ ନେଇ ଲଞ୍ଚ ଭେଇକିଲ୍ ମାର୍କ…
ଘର କାମ ପାଇଁ ବୋହୂକୁ ଶାଶୁ ପର୍ଫେକ୍ଟ କରିବା ନିଷ୍ଠୁରତା ନୁହେଁ: ଆନ୍ଧ୍ରପ୍ରଦେଶ ହାଇକୋର୍ଟ
ନୂଆଦିଲ୍ଲୀ: ନିକଟରେ ଜଣେ ମହିଳାଙ୍କ ମାମଲାର ଶୁଣାଣି ବେଳେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ଜଣେ ଶାଶୁ ନିଜ ବୋହୂକୁ ଘରୋଇ କାମରେ ସିଦ୍ଧ କରିବାକୁ ଚାହାଁନ୍ତି,…