CHARIDHAM
Browsing Category

Breaking News

ଟ୍ରେନ ଠାରୁ ମଧ୍ୟ ଶସ୍ତାରେ ମିଳିବ ଫ୍ଲାଇଟ ଟିକେଟ, କେବଳ ଫଲୋ କରନ୍ତୁ ଏହି ୫ଟି ସରଳ ଟିପ୍ସ

ନୂଆଦିଲ୍ଲୀ: ଗ୍ରୀଷ୍ମ ଛୁଟି ଆସିବାକୁ ଯାଉଛି ଏବଂ ଏପରି ପରିସ୍ଥିତିରେ ଯଦି ଆପଣ କିଛି ଭଲ ସ୍ଥାନ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ଜନଗହଳିପୂର୍ଣ୍ଣ ଏବଂ ଗରମ ପାଗରେ…

କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୧୨୪ ଜଣିଆ ତାଲିକା, ଖଡଗେଙ୍କ ଝିଅଙ୍କୁ ମିଳିଲା ଟିକେଟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରବ୍ଦ ହେବା ପରେ କଂଗ୍ରେସ ବିଜେପି ଉପରେ ପ୍ରତିଶୋଧ ନେବାକୁ ବସିଛି । କଂଗ୍ରେସର ନଜର ବର୍ତ୍ତମାନ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିବା ପାଇଁ ରହିଛି । ତେଣୁ ଆଜି…

ଦ୍ୱାଦଶ ପାସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ୨୮୦୦ରୁ ଅଧିକ ପଦବୀରେ ବାହାରିଲେ ନିଯୁକ୍ତି; ଦରମା ୯୨,୩୦୦ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର ଦ୍ୱାଦଶ ପାସ୍ କରିଛନ୍ତି କିମ୍ବା ଆପଣଙ୍କର ସ୍ନାତକ ସମାପ୍ତ କରିଛନ୍ତି ଏବଂ ଏକ ସରକାରୀ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସି ପହଁଚିଛି। EPFO ରେ…

ରାଜ୍ୟରେ ପୁଣି ହେବ ବର୍ଷା ସହ ଝଡ଼, ୧୭ ଜିଲ୍ଲାକୁ ୟେଲୋୱାଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ୩ ଦିନ ବ୍ୟବଧାନ ପରେ ଆଉଥରେ ପଶ୍ଚିମା ଝଡ଼ ହେବ ବୋଲି ସୂଚନା ମିଳିଛି । ୨୬ ଓ ୨୭ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଝଡ଼ବର୍ଷା ହେବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ, ସ୍ୱତନ୍ତ୍ର ରିଲିଫ…

ଜେନାଭାରେ ପିଏଚଡି କରୁଛନ୍ତି ସଫେଇକର୍ମଚାରୀଙ୍କ ଝିଅ, UNHRC ରେ କହିଲେ ଦଳିତଙ୍କୁ ହକ୍ ଦେଇଛନ୍ତି ଭାରତୀୟ ସମ୍ବିଧାନ

ଜେନେଭା: ଇନ୍ଦୋରର ଜଣେ ସୁଇପରଙ୍କ ଝିଅ ଜେନେଭା ସରକାରୀ ଛାତ୍ରବୃତ୍ତିରେ ସ୍ୱିଜରଲ୍ୟାଣ୍ଡରେ ପିଏଚଡି କରୁଛନ୍ତି। ଜେନେଭାରେ ମାନବ ଅଧିକାର ପରିଷଦ (UNHRC) ର ୫୨ତମ ଅଧିବେଶନରେ ସେ ଯୋଗ ଦେଇ ଦଳିତ ଲୋକଙ୍କୁ ଆଗକୁ…

ନିତିନ ଗଡକରୀଙ୍କ ବଡ଼ ବୟାନ! ଏଣିକି ନମ୍ବର ପ୍ଲେଟରୁ କଟିବ ଟୋଲ ଟ୍ୟାକ୍ସ, ବନ୍ଦ ହୋଇଯିବ ସମସ୍ତ ଟୋଲ ପ୍ଲାଜା

ନୂଆଦିଲ୍ଳୀ: ଦେଶର ହାଇୱେ ବା ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜା ହଟିବାକୁୁ ଯାଉଛି । ଏବେ ଆପଣଙ୍କ ଗାଡିର ନମ୍ବର ପ୍ଲେଟରୁ ଟୋଲ ଟ୍ୟାକ୍ସ ସଂଗ୍ରହ କରାଯିବ । ଏଥିପାଇଁ ସରକାର ୬ ମାସ ମଧ୍ୟରେ ଏକ ନୂତନ ଟେକ୍ନୋଲୋଜି…

Contraceptive Pill ଖାଉଛନ୍ତି କି ସାବଧାନ! ଷ୍ଟଡିରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଖାଉଥିଲେ ଆଜି ହିଁ ଛାଡ଼ନ୍ତୁ

ନୂଆଦିଲ୍ଲୀ:ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ଅନେକ ମହିଳା ଗର୍ଭନିରୋଧକ ବଟିକା, ଜରୁରୀକାଳୀନ ବଟିକା ସେବନ କରିଥାଆନ୍ତି। ଏହି ବଟିକା ଅବାଞ୍ଛିତ ଗର୍ଭଧାରଣକୁ ରୋକିବାରେ ବହୁତ ସହାୟକ ହୋଇଥାଏ । ଏହି ବଟିକା ଏକ…

ଆଜି ହେଉଛି ବିନାୟକ ଚତୁର୍ଥୀ ବ୍ରତ: ଏହି ଉପାୟ ମାନିଲେ ଶୀଘ୍ର ପ୍ରସନ୍ନ ହୋଇଯିବେ ଗଣପତି

ମାର୍ଚ୍ଚ ୨୫ ଚୈତ୍ର ମାସର ବିନାୟକ ଚତୁର୍ଥୀ ବ୍ରତ । ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଗଣପତିଙ୍କୁ ପୂଜା କରାଯାଇଥାଏ, କିନ୍ତୁ ମାସର ବୁଧବାର ବ୍ୟତୀତ କୃଷ୍ଣ ପକ୍ଷ ଏବଂ ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରେ ଗଣପତିଙ୍କ…

ମେସିନ୍ ଯୁଗରେ ଲିଭିଗଲାଣି ଆଗକାଳରେ ବ୍ୟବହାର୍ଯ୍ୟ, ନା ଅଛି ଢ଼ିଙ୍କି ନା ଶୁଭୁଛି ଆଉ ଢିକ୍ ଢିକ୍

କୋକସରା(ଭାସ୍କର ନ୍ୟୁଜ୍): ସମୟ ବଦଳିବା ସହିତ ଯୁଗର ମଧ୍ୟ ପରିବର୍ତ୍ତନ ହେଉଛି । ବୈଜ୍ଞାନିକ ଯୁଗରେ ମେସିନ୍ ର ବ୍ୟବହାର ବହୁଳ ଭାବରେ ହେଉଥିବାବେଳେ ଆଗକାଳରେ ବ୍ୟବହାର୍ଯ୍ୟ କରାଯାଉଥିବା ଅନେକ ଜିନିଷ ଏବେ ଲୋପ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୟେଲ୍ଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…