Browsing Category

Breaking News

ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରେ ଖୋଲିବ ‘ଆମ ହସ୍ପିଟାଲ’: ୫ ହଜାର ଡାକ୍ତର ଓ ୯ ହଜାର ପାରାମେଡିକାଲ ଷ୍ଟାଫଙ୍କୁ ଦିଆଯିବ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ତେବେ ସେଥିପାଇଁ ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରେ ‘ଆମ ହସ୍ପିଟାଲ’…

VSSUT ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ: ସାମ୍ନାକୁ ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ, କେମିତି ହୋଇଥିଲା ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୨ ଦିନି ବିତିଯାଇଥିବା…

Yes Bankର ଗ୍ରାହକଙ୍କ ପାଇଁ ବଡ଼ ଖବର: ମାର୍ଚ୍ଚ ୬ ତାରିଖରେ ସମାପ୍ତ ହୋଇଯିବ Lock-in Period

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ୟେସ୍ ବ୍ୟାଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ସପ୍ତାହ ବ୍ୟାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ଆସନ୍ତା ୬ ତାରିଖରେ ୟେସ୍ ବ୍ୟାଙ୍କର ନିବେଶକଙ୍କ ପାଇଁ ଲକ-ଇନ୍…

କୋରାପୁଟରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୩.୮

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ତୁର୍କୀ-ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷାଧିକ ବାସଗୃହ ଧ୍ୱଂସ ହୋଇଥିଲା । ଉକ୍ତ ଭୂକମ୍ପର ସାମାନ୍ୟ ପ୍ରଭାବ ଭାରତର କିଛି…

Video: ଆଇପିଏଲ୍ ୨୦୨୩ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିଲେ ଏମଏସ ଧୋନି, ବିମାନବନ୍ଦରରେ ହିରୋ ପରି ହେଲା ସ୍ୱାଗତ

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଲେଣି। ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଟୁର୍ଣ୍ଣାମେଣ୍ଟର ଆଗାମୀ ସଂସ୍କରଣ ପାଇଁ…

ଭାରତର ବିଭିନ୍ନ ସହରରେ ସଂକ୍ରମଣ ହୋଇ ଭୟଙ୍କର ଭାବେ ବ୍ୟାପୁଛି ଥଣ୍ଡା; ଜାଣନ୍ତୁ ଲକ୍ଷଣ ଏବଂ ପ୍ରତିକାର

ନୂଆଦିଲ୍ଲୀ: ଭାରତରେ ଏବେ ଶୀତ ଋତୁ ବିଦାୟ ନେଉଥିବା ବେଳେ ଗ୍ରୀଷ୍ମ ଋତୁ ପ୍ରବେଶ କରୁଛି। ଏହି ସମୟରେ ଦେଶରେ ଅନେକ ସ୍ଥାନରେ ଲୋକମାନେ ଭୟଙ୍କର ଥଣ୍ଡା,ଜ୍ୱରରେ ପିଡ଼ିତ ହେଉଥିବା ବେଳେ ଏଥିରୁ ଅନ୍ୟମାନେ ସଂକ୍ରମିତ…

ବିଜୟର ରହସ୍ୟ ତ୍ରିବେଣୀରେ ରହିଛି, ଉତ୍ତର-ପୂର୍ବ ଦିଲ୍ଲୀ ନା ଦିଲ୍ ର ଦୂରତାରେ ରହିଛି – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଜୟ ପଥରେ ବିଜେପି । ବିଜେପିର କ୍ରମାଗତ ବିଜୟର 'ରହସ୍ୟ' ଖୋଲିଛନ୍ତି ମୋଦୀ । ବିଜେପିର ବିଜୟ ଅଭିଯାନର ରହସ୍ୟ ତ୍ରିବେଣୀରେ ଲୁଚି ରହିଛି ବୋଲି ଦେଶବାସୀଙ୍କୁ ଉଦବୋଧନ ଦେଇ ନୂଆଦିଲ୍ଲୀ ସ୍ଥିତି ବିଜେପି…

ଆସନ୍ତାକାଲି ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଟ୍ରାଫିକ ଆଡ଼ଭାଇଜାରୀ ଜାରି କଲା ବାଙ୍ଗାଲୁରୁ ପୋଲିସ, ଜାଣନ୍ତୁ ପ୍ରଭାବିତ ହେବାକୁ ଥିବା ମାର୍ଗ

ନୂଆଦିଲ୍ଲୀ: ରାଜ୍ୟରେ ଆଗକୁ ବିଧାନସଭା ନିବାଚନ ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଫୋକସ୍ ବାଙ୍ଗାଲୁର ସହ ଉପରେ ରହିଛି। ବାଙ୍ଗାଲୁରରେ ସମସ୍ତ ୨୮ ଆସନରେ ବିଜୟୀ ହେବା ପାଇଁ ବିଜେପି ଲକ୍ଷ୍ୟ ରଖିଛି।…

ନାଗାଲାଣ୍ଡ, ତ୍ରିପୁରାରେ ବିଜେପିର ଘର ବାହୁଡ଼ା, ମେଘାଳୟରେ ଏନ୍‌ପିପି ସହିତ ମେଣ୍ଟ ସରକାର

ନୂଆଦିଲ୍ଲୀ: ଉତ୍ତର-ପୁର୍ବ ତିନି ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ଫେବୃଆରୀରେ ହୋଇଥିବା ନିବାଚନର ଫଳାଫଳ ଆଜି ଆସିଛି। ଏଥିରେ ତିନି ରାଜ୍ୟରେ ବିଜେପି ସରକାରରେ ରହିବା ଏକ ପ୍ରକାର ନିଶ୍ଚିତ ହଇିଛି।…

ଅଳ୍ପ ବିଦ୍ୟା ଭୟଙ୍କରୀ…ୟୁଟ୍ୟୁବରେ ନିବେଶକଙ୍କୁ ବିଭ୍ରାନ୍ତକରି ଫସିଲେ ଅର୍ଶଦ ୱାର୍ସି, ବର୍ଷେ ଯାଏଁ ଚ୍ୟାନେଲ ବ୍ୟାନ୍, ପତ୍ନୀ ଓ ସଳା…

ନୂଆଦିଲ୍ଲୀ : ଯଦି ଆପଣ ସେୟାର ମାର୍କେଟ ଏବଂ ୟୁଟ୍ୟୁବରେ ଷ୍ଟକ୍ ସହିତ ଜଡିତ ଜ୍ଞାନ ଦେଉଛନ୍ତି, ତେବେ ସାବଧାନ୍ । ଏବେ ଠୁଁ ସତର୍କ ହୋଇଯାଆନ୍ତୁ ନହେଲେ ଆପଣ ଫସି ଯାଇପାରନ୍ତି । ଏଭଳି ଏକ ମାମଲାରେ ବଲିଉଡ ଅଭିନେତା…