Browsing Category

Breaking News

ଭାରତୀୟ UPI ସହିତ ଲିଙ୍କ୍ ହେଲା ସିଙ୍ଗାପୁର PayNow, ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁର ପିମେ ଲି.ସିୟନ ଲୁଙ୍ଗ ଭାରତର ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ କ୍ରସବର୍ଡର କନେକ୍ଟିଭିଟିକୁ ଲଂଚ କରିଛନ୍ତି । ଦୁଇ ଦେଶର…

ଖୁସି ଖବର : ୫ ସପ୍ତାହ ତଳକୁ ଚାଲିଗଲା ସୁନା ରୂପା ଦର, ଚେକ କରନ୍ତୁ ୧୦ ଗ୍ରାମର ମୂଲ୍ୟ

ନୂଆଦିଲ୍ଲୀ: ଯେଉଁମାନେ ସୁନା ଓ ରୂପା କିଣୁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ଆଜି ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ସୁନାର ମୂଲ୍ୟ ପାଞ୍ଚ ସପ୍ତାହର ସର୍ବନିମ୍ନ ସ୍ତରକୁ ଖସି ଯାଇଛି । ଏହା ବ୍ୟତୀତ…

ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ: ରାଜ୍ୟ ସରକାରଙ୍କ ସଫଳତା ଗଣିଲେ ରାଜ୍ୟପାଳ

ଭୁବନେଶ୍ୱର: ବଜେଟ୍‌ ଅଧିବେଶନରେ ରାଜ୍ୟପାଳ ପ୍ର. ଗଣେଶୀ ଲାଲ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ଗଣିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମେତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ,…

ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ: ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ପ୍ରତିବାଦ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଆରମ୍ଭରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ଏହାର ପ୍ରତିବାଦ କରିଛନ୍ତି।…

ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବର, ଏହିଦିନ ଆସିବ ସୁଧ ଟଙ୍କା, ଶ୍ରମମନ୍ତ୍ରୀ ଦେଲେ ସୂଚନା!

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ମଧ୍ୟ EPFO ​​ର ସୁଧକୁ ଅପେକ୍ଷା କରୁଛନ୍ତି, ତେବେ ଶୀଘ୍ର ଆପଣଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି ।…

ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର: RRR ଫିଲ୍ମ ଅଫ୍ ଦି ଇୟର ଏବଂ କାଶ୍ମୀର ଫାଇଲ ଶ୍ରେଷ୍ଠ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଏସ୍ ଏସ୍ ରାଜାମୋୖଲିଙ୍କ ଆରଆରଆର ଏବଂ ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସକୁ ଦାଦାସାହେବ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ RRR କୁ…

ପ୍ରତ୍ୟେକ ବିଲ୍ଡିଂରେ ବିଦ୍ୟୁତ୍ ଏବଂ ଜଳ ପରି ନେଟୱାର୍କ ସଂଯୋଗ ଆବଶ୍ୟକ, TRAI ଦେଲା ପରାମର୍ଶ

ନୂଆଦିଲ୍ଲୀ: ଡିଜିଟାଲ ସଂଯୋଗ ପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବିଲ୍ଡିଂର ଡିଜାଇନରେ ଡିଜିଟାଲ୍ ସଂଯୋଗୀକରଣ ରଖିବା ପାଇଁ TRAI ଏକ ପରାମର୍ଶ ଦେଇଛି।…

ଆଉଥରେ ବାହାହେବେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଏନେଇ ଚର୍ଚ୍ଚା ସବୁଠି ଜୋର ଧରିଛି

କଳାହାଣ୍ଡି: ସାଧାରଣତଃ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ କାରଣରୁ ସବୁବେଳେ ଚର୍ଚ୍ଚା ହୋଇଆସୁଛି। ବର୍ତ୍ତମାନ ସେଠାରେ ଅନ୍ୟ ଏକ ବିଷୟ ଚର୍ଚ୍ଚାର ଜୋର ଧରିବାରେ ଲାଗିଛି । ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ…

ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଲିଭ୍-ଇନ୍ ରେ ରହୁଥିଲେ; ‘ତାର୍‌ପୀନ୍‌ ତେଲ’ଢାଳି ନିଆଁ ଲଗାଇଲା ପ୍ରେମିକ, ମହିଳା ମୃତ:…

ନୂଆଦିଲ୍ଲୀ: ଦିଲ୍ଲୀରେ ଅଉ ଏକ ଲିଭ୍‌-ଇନ୍ ପାର୍ଟନରଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଉତ୍ତର-ପଶ୍ଚିମ ଦିଲ୍ଲୀର ଅମାନ ବିହାରରେ ଡ୍ରଗ୍ସକୁ ନେଇ ଯୁକ୍ତିତର୍କ ହେବା ପରେ ସୋମବାର ଦିନ ଜଣେ ୨୮ ବର୍ଷୀୟା ମହିଳାଙ୍କ…

Video: ସେଲଫି ପାଇଁ ଗାୟକ ସୋନୁ ନିଗମଙ୍କ ଉପରେ ଅକ୍ରମଣ: ମହିଳା ମ୍ୟାନେଜରଙ୍କ ସହ ଅସଦାଚରଣ, ଜାଣନ୍ତୁ କଣ କହିଲେ ସୋନୁ ନିଗମ

ମୁମ୍ବାଇ: ଗତକାଲି ରାତିରେ ମୁମ୍ବାଇରେ ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ ହୋଇଛି । ଏହି ପୁରା ଘଟଣାରେ ତାଙ୍କର ଘନିଷ୍ଠ ବନ୍ଧୁ ଋବାନି ଖାନ ଆହତ ହୋଇଥିଲେ । ଶିବସେନା ଉଦ୍ଧବଙ୍କୁ ଉଦ୍ଧବ ଦଳର ବିଧାୟକଙ୍କ ପୁଅ ଠେଲି…