Browsing Category
Breaking News
ବିବାହ ପରେ ଶାଶୂଘର ଯାଉଥିଲା ଝିଅ, ହଠାତ କାର ଅଟକାଇ ପ୍ରେମିକ ସହ ପଳାଉଥିଲା, ତାପରେ..
ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦ ଠାରେ ଏକ ନୂଆ ବଧୂ ପ୍ରେମିକ ସହ ପଳାୟନ କରିଥିବା କଥା ସାମ୍ନାକୁ ଆସିଛି । ଘଟଣାଟି ଉତ୍ତର ପ୍ରଦେଶ କ୍ଷେତ୍ରରେ ଘଟିଛି ଯେଉଁଠାରେ ବିବାହର ସମସ୍ତ ରୀତିନୀତି ପରେ ନୂଆ ବୋହୂ ନିଜ…
ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ ହୋଇପାରନ୍ତି BCCI ମୁଖ୍ୟ ଚୟନକର୍ତ୍ତା!, ଷ୍ଟିଙ୍ଗ ବିବାଦ ପରେ ପଦ ଛାଡିଛନ୍ତି ଚେତନ ଶର୍ମା
ଷ୍ଟିଙ୍ଗ୍ ଅପରେସନ୍ ବିବାଦ ପରେ ପୂର୍ବତନ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ତଥା ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଶେଷରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଚୟନ କମିଟିରେ ଚାରିଜଣ ସଦସ୍ୟ ଥିବା ବେଳେ ଶିବ…
ଭାରତରେ ଦୁଇଟି ଅଫିସ ବନ୍ଦ କଲା Twitter, କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଲା: ରିପୋର୍ଟ
ନୂଆଦିଲ୍ଲୀ: ଟ୍ୱିଟର ଭାରତରେ ତିନିରୁ ଦୁଇଟି କାର୍ଯ୍ୟାଳୟ ବନ୍ଦ କରିଛି। କମ୍ପାନୀ କର୍ମଚାରୀ ମାନଙ୍କୁ ନିଜ ଘରୁ କାମ କରିବାକୁ କହିଛି। ଏଲନ ମସ୍କ ଟ୍ୱିଟର କିଣିବା ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ଦେଖିବାକୁ…
ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା
ନୂଆଦିଲ୍ଲୀ: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟକୁ ପଠାଇଥିଲେ ଏବଂ ସେ ଏହାକୁ ଗ୍ରହଣ କରିଛନ୍ତି। ନିକଟରେ ଏକ…
ବାଲେଶ୍ୱରରେ ଧରା ହେଲା ୨ କ୍ବିଣ୍ଟାଲ୍ର ଭେକଟି ମାଛ, ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେଲା
ବାଲେଶ୍ୱର: ପଶ୍ଚିମବଙ୍ଗର ଦୀଘା ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୨ କୁଇଣ୍ଟାଲ ଓଜନର ଏକ ବିରଳ ସାମୁଦ୍ରିକ କଉ ମାଛ ଦେଖିବାକୁ ମିଳିଛି। ଦୀଘା ସଂଲଗ୍ନ ସମୁଦ୍ରରୁ ଏକ ଟ୍ରଲରର ମତ୍ସ୍ୟଜୀବୀ ମାନେ ଏହି…
ଗୋଚାଲାଣ କରୁଥିବା ଦୁଇ ଯୁବକଙ୍କୁ ଅପହରଣ କରି ହତ୍ୟା! ବଜରଙ୍ଗ ଦଳ ଉପରେ ଲାଗିଲା ଅଭିଯୋଗ
ନୂଆଦିଲ୍ଲୀ: ହରିୟାଣାର ଭବାନୀରେ ଜଳୁଥିବା ବୋଲେରୋ ଜିପ୍ରେ ଦୁଇଟି କଙ୍କାଳ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକଙ୍କ ନାସିର (୨୫) ଏବଂ ଜୁନାଦ (୩୫) ବୋଲି ଜଣାପଡିଛି। ଉଭୟ ରାଜସ୍ଥାନର ଭରତପୁରର ବାସିନ୍ଦା।…
ଚୀନ୍ର ଗୁପ୍ତଚର ବେଲୁନ୍ ଖସିବାରେ ‘ମୋର କୌଣସି ଦୁଃଖ ନାହିଁ’- ଜୋ ବାଇଡେନ୍
ନୂଆଦିଲ୍ଲୀ: ଆମେରିକା ଏବଂ କାନାଡାର ଆକାଶରେ ଗୁଳି କରି ଅଜଣା ଉଡ଼ନ୍ତା ବସ୍ତୁ ଖସାଇବା ବିଷୟରେ ବିତର୍କ ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ଗୁଳି କରି ଖସାଇଥିବା ବସ୍ତୁ ସହିତ…
ତୁର୍କୀ ପରେ ଜାମ୍ମୁ-କାଶ୍ମୀରକୁ ଥରାଇଲା ଭୁକମ୍ପ, ଜାଣନ୍ତୁ କେତେ ପରିମାଣରେ ଦେଇଛି ଝଟକା
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ କତରାରେ ଆଜି ସକାଳୁ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ନେସନାଲ ସୀସ୍ମୋଲୋଜି ସୂଚନା ଦେଇଛି ଯେ, ଆଜି ସକାଳ ୫.୧ରେ ଜାମ୍ମୁ-କାଶ୍ମୀରରେ ମ୍କମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ୩.୬…
ଐତିହାସିକ ନିଷ୍ପତି: ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଛୁଟି ଦେବା ନିୟମକୁ ସବୁଜ ସଙ୍କେତ ଦେଲା ଏହି ଦେଶ
ନୂଆଦିଲ୍ଲୀ: ସ୍ପେନର ସଂସଦ ଗୁରୁବାର ମହିଳାଙ୍କ ଋତୁସ୍ରାବ ସମୟରେ ଛୁଟି ଦେବାକୁ ଆଇନକୁ ଅନୁମୋଦନ କରିଛି। ସ୍ପେନ ପ୍ରଥମ ୟୁରୋପୀୟ ଦେଶ ଭାବେ ଏହି ଆଇନ୍ ପ୍ରଣୟନ କରିଛି। ସରକାର କହିଛନ୍ତି ଯେ ଆଇନକୁ ସ୍ୱୀକୃତି ଦେବା…
ଓଡ଼ିଶାରେ ସୀତାରମଣ, ଜାଣନ୍ତୁ କଣ ରହିଛି ଅର୍ଥମନ୍ତ୍ରୀଙ୍କ କାର୍ଯ୍ୟକ୍ରମ
ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ବଜେଟ୍ ଉପରେ ଶୁକ୍ରବାର ଦିନ ୧୧.୩୦ରେ ପ୍ରେସ୍କୁ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସେ…