Browsing Category

Breaking News

ମଦ ପିଉନଥିବା ଲୋକଙ୍କୁ ମଧ୍ୟ ହୋଇପାରେ ଫ୍ୟାଟି ଲିଭର! ଏହି ଲକ୍ଷଣ ଦେଖାଗଲେ ହୋଇଯାଅ ସାବଧାନ୍

ନିଜକୁ ସୁସ୍ଥ ରଖିବା ପାଇଁ ସବୁବେଳେ ପେଟର ଯତ୍ନ ନେବା ଆବଶ୍ୟକ । ଆମ ଶରୀରର ଅଧିକାଂଶ ସମସ୍ୟା ପେଟରୁ ଆରମ୍ଭ ହୋଇଥାଏ । ଯଦି ଖାଦ୍ୟ ସଠିକ୍ ଭାବରେ ହଜମ ହେଉନାହିଁ, ପେଟ ଫୁଲିବା ବା କୌଣସି ପ୍ରକାରର ହଜମ ସମସ୍ୟା…

ବିଶ୍ୱରେ ବିରଳ ଘଟଣା: ୬୧ ବର୍ଷ ହେଲା ଆଦୌ ଶୋଇ ନାହାନ୍ତି ଜଣେ ବ୍ୟକ୍ତି, ହାଲିଆ ଲାଗୁନି, ନିଦ ଜମାରୁ ଆସୁନି

ନୂଆଦିଲ୍ଲୀ: ଅନେକ ସମୟରେ ଆମ ପୃଥିବୀରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ କି ସହଜରେ ବିଶ୍ୱାସ କରିହୁଏ ନାହିଁ । ସାଧାରଣ ଭାବେ ମଣିଷ ଦିନକୁ ୬-୮ ଘଣ୍ଟା ଶୋଇବା ଉଚିତ ବୋଲି କୁହାଯାଇଥାଏ । ଏହାଠାରୁ କମ୍ ଶୋଇଲେ ଆମ…

‘କାନ୍ତାରା’ ର ନିର୍ମାତାଙ୍କୁ ଆଶ୍ୱସ୍ତି; ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଫିଲ୍ମ'କାନ୍ତାରା'ର ନିର୍ମାତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ଚଳଚ୍ଚିତ୍ରର 'ବହରା ରୂପମ୍' ଗୀତକୁ ବିନା ଅନୁମତିରେ କପି ରାଇଟ୍ସର କରାଯାଇଥିବା ନେଇ ନିର୍ମାତାମାନଙ୍କ ନାମରେ ଅଭିଯୋଗ ହୋଇଥିଲା ।…

ଭାରତରେ ବିବିସି ଉପରେ ପ୍ରତିବନ୍ଧକ ଲଗାଇବା ଅବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି

ନୂଆଦିଲ୍ଲୀ: ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେସନ୍ (ବିବିସି) ଉପରେ ବିବାଦୀୟ ଡକ୍ୟୁମେଣ୍ଟାରୀ ‘India the modi question’ ପ୍ରସାରଣ ପାଇଁ ସମ୍ପୂର୍ଣ୍ଣ ନିଷେଧାଦେଶ ଶୁଣିବାକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି।…

ୟୁପିରେ ୭୫୦୦୦ କୋଟି ନିବେଶ କରିବେ ମୁକେଶ ଅମ୍ବାନୀ: ସୃଷ୍ଟି ହେବ ୧ ଲକ୍ଷ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଉତ୍ତରପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛନ୍ତି । ଏହି ନିବେଶ ସହିତ ପ୍ରାୟ ୧ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବାର…

IIT Kanpur ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଭାରତରେ ଆସିପାରେ ତୁର୍କୀ-ସିରିଆ ଭରି ଭୟଙ୍କର ଭୂକମ୍ପ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାମଧ୍ୟରେ ମୃତ୍ୟୁସଂଖ୍ୟା ୨୧ ହଜାର ଟପିଥିବା ବେଳେ ହଜାର ହଜାର ହଜାର ଘରଦ୍ୱାରା…

ଆର୍ଥିକ ବିକାଶ ସହ ଆଧ୍ୟାତ୍ମକ ବିକାଶ ଜରୁରୀ ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଉକ୍ରଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ଯେ, ଆଧ୍ୟାତ୍ମିକ ବିକାଶ ଜରୁରୀ । ଉଭୟ ଶରୀର ଓ ଆତ୍ମା…

ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲା: ଓକିଲଙ୍କୁ ସର୍ତ୍ତମୂଳକ ଜାମିନ

କଟକ: କିଛିଦିନ ତଳେ ସମ୍ବଲପୁର ହାଇକୋର୍ଟରେ ସ୍ଥାୟୀ ବେଂଚ ଦାବି ଆନ୍ଦୋଳନରେ କୋର୍ଟ ପରିସରରେ ଆଇନଜୀବୀମାନେ ଭଙ୍ଗାରୁଜା କରିଥିଲେ । ଆଜି ସେହି ଆଇନଜୀବୀ ମାନଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଥିବା କଥା ସାମ୍ନାକୁ…

ଏଫଡିରେ ନିବେଶ କରିବା ପୂର୍ବରୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର, ଏହି ବ୍ୟାଙ୍କ ବଢାଇଲା ସୁଧ ହାର

ନୂଆଦିଲ୍ଲୀ: ଘରୋଇ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଙ୍ଗଳବାର ଦିନ ଫିକ୍ସଡ୍ ଡିପୋଜିଟରେ ସୁଧ ହାର ୦.୨୫ ପ୍ରତିଶତ ବୃଦ୍ଧି କରିବା ନେଇ ଘୋଷଣା କରିଥିଲା । ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ବୁଧବାର ଦିନ…

ଢେଙ୍କାନାଳରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର? ଆସୁଛନ୍ତି ଶାହ, ଦେବେ ଗୁରୁମନ୍ତ୍ର, ଓଡ଼ିଶାକୁ ନେଇ କ’ଣ ରହିଛି BJPର ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରମୁଖ ଦଳମାନେ ନିଜ ନିଜର କ୍ଷେତ୍ର ପ୍ରସ୍ତୁତି ନେଇ ଅଣ୍ଟା ଭିଡ଼ିଲେଣି । କ୍ରମାଗତ ତୃତୀୟ ଥର…