Browsing Category

Breaking News

Video: ମଞ୍ଚ ଦୁଲୁକାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ, ସୁନ୍ଦର ନୃତ୍ୟରେ ଜିଣିଲେ ସମସ୍ତଙ୍କ ମନ

ସୁବର୍ଣ୍ଣପୁର: ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆଉ ମଞ୍ଚ ଦୁଲୁକାଇଦେଲେ। ସୁବର୍ଣ୍ଣଉତ୍ସବ-୨୦୨୩ର ଦ୍ୱତିୟ ସନ୍ଧ୍ୟାରେ ବାଲ୍ୟ ବିବାହକୁ ନେଇ ଏକ ଗୀତରେ ନାଚିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ।…

ବିଚାରପତିଙ୍କ ନିଯୁକ୍ତି କଲେଜିୟମରେ ସରକାରଙ୍କ ପ୍ରତିନିଧୀ ସାମିଲ କରନ୍ତୁ; ମୁଖ୍ୟବିଚାରପତିଙ୍କୁ ଚିଠି ଲେଖିଲେ ଆଇନ ମନ୍ତ୍ରୀ କିରନ ରିଜିଜୁ

ନୂଆଦିଲ୍ଲୀ: ବିଚାରପତି ମାନଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ଏବଂ ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଜାରି ରହିଛି। ସୁତ୍ରରୁ ମିଳିଥିବା ଖବର ଅନୁସାରେ ଆଇନ୍ ମନ୍ତ୍ରୀ କିରନ ରିଜିଜୁ ଏ ସଂକ୍ରାନ୍ତରେ ମୁଖ୍ୟବିଚାରପତି…

ଦିଲ୍ଲୀରେ ପ୍ରବଳ ଥଣ୍ଡା, ୧.୪ କୁ ଖସିଲା ପାରଦ

ନୁଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି ଅସମ୍ଭାଳ ଜାଡ଼। ଆଜି ଦିଲ୍ଲୀରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୧.୪ ରେକର୍ଡ କରାଯାଇଛି। ପଞ୍ଜାବ, ହରିୟାଣ. ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର…

ବାଂଲାଦେଶ ସୀମାରେ ୨ ବୋଟ୍ ନିଖୋଜ, ମିଳୁନି ୧୩ ମତ୍ସ୍ୟଜୀବିଙ୍କ ମିଳୁନି ପତ୍ତା

ପାରାଦୀପ: ପାରାଦୀପରୁ ମାଛ ଧରିବାକୁ ଯାଇଥିବା ଦୁଇଟି ବୋଟ୍ ନିଖୋଜ । ଏଥିରେ ଥିବା ୧୬ ଜଣ ମତ୍ସ୍ୟଜୀବିଙ୍କ ସହିତ କୌଣସି ସମ୍ପର୍କ ହୋଇପାରୁ ନାହିଁ । ଏବେ ଯାଏଁ ସେମାନଙ୍କ ବିଷୟରେ କୌଣସି ସୂଚନା ମିଳି ନଥିବା ବେଳେ…

ଶେଷ ହେଲା ଜେ.ଇ.ଇ. ମେନ୍‍ ପାଇଁ ଆବେଦନ, ଜାଣନ୍ତୁ କେବେ ଉପଲବ୍ଧ ହେବ ଆଡ୍‍ମିଟ୍‍ କାର୍ଡ଼

ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ଜେ.ଇ.ଇ. ମେନ୍‍ ପାଇଁ ଆବେଦନ ଓ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‍ମିଟ୍‍ କାର୍ଡ଼ ଖୁବ୍‍ ଶୀଘ୍ର ଆରମ୍ଭ ହେବ ବୋଲି…

ଅଫିସ୍ ଖାଲି କରୁଛନ୍ତି ମେଟା, ମାଇକ୍ରୋସଫ୍ଟ: ହଜାର ହଜାର କର୍ମଚାରୀଙ୍କ ଉପରେ ଝୁଲିଲା ଖଣ୍ଡା

ନୂଆଦିଲ୍ଲୀ: ବିଶ୍ୱ ବଜାରକୁ ଆର୍ଥିକ ମାନ୍ଦାବସ୍ଥା ଗ୍ରାସ କରିଥିବା ବେଳେ ଏହାର ଜୋରଦାର ପ୍ରଭାବ ଆଇଟି କ୍ଷେତ୍ର ଉପରେ ପଡିଛି। ଅନେକ ବଡ଼ କମ୍ପାନୀ ହଜାର ହଜାର ସଂଖ୍ୟାରେ ଛଟେଇ କରୁଛନ୍ତି। ଏହାରି ମଧ୍ୟରେ ଖବର ଆସୁଛି…

କମୁଛି ଶୀତ ବଢୁଛି କୁହୁଡ଼ି: କଟକ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ, ଗାଡି ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: କିଛିଦିନ ହେଲା ରାଜ୍ୟରେ ଶୀତ ଲହର କମିଥିବା ବେଳେ ସକାଳୁ ସକାଳୁ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳୁଛି । ଆଜି ସକାଳ ସକାଳୁ ଭୁବନେଶ୍ୱର ଏବଂ କଟକ ସହରରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି । ଏନେଇ ଗାଡି…

ଓଡ଼ିଶାରେ ମୋବାଇଲ୍ ଗେମର ସଂଖ୍ୟା ସର୍ବାଧିକ ବୃଦ୍ଧି, ବିଶ୍ୱରେ ସର୍ବାଧିକ ଗ୍ରାହକ ଭାରତରେ

ଭୁବନେଶ୍ୱର: ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫% ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧୬୫୨% ବଢିଥିବା ଇଣ୍ଡିଆ ମୋବାଇଲ୍ ଗେମିଂ ରିପୋର୍ଟ(ଆଇଏମ୍‌ଜିଆର) ୨୦୨୨ରେ କୁହାଯାଇଛି।…

ଡଟ୍‌ଫେଷ୍ଟରେ ଦୁଲୁକିଲା ପ୍ରଦର୍ଶନୀ ପଡ଼ିଆ, ଯୁବପିଢିଙ୍କୁ ମତୁଆଲା କଲେ ଦିଶା ପଟାନୀ, ଗୁରୁ ରନ୍ଧୱା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ବହୁ ପ୍ରତିକ୍ଷୀତ ଡଟ୍‌ଫେଷ୍ଟର ଦ୍ୱିତୀୟ ସଂସ୍କରଣ ରବିବାର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ଏହି ଫେଷ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ…

ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ? ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ହୋଇପାରେ ନିଷ୍ପତି

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ଗୃହ…