Browsing Category
Breaking News
ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ: ବର୍ଷାରେ ଭିଜିବ ଶାରଦୀୟ ପୂଜା
ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ରାଜ୍ୟରେ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…
ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ସାୱନ୍ତଙ୍କ ତେରେଛା ବାଣ: ମୋଦିଙ୍କ ସହ ତୁଳନା କଲେ ନିଜ କ୍ୟାରିୟର…
ନୂଆଦିଲ୍ଲୀ: ବଲିଉଡ ଏଣ୍ଡ୍ରଷ୍ଟିରେ କେତେବେଳେ କଣ ଯେ ହେଉଛି ତାହା କେହି କହିପାରିବେ ନାହିଁ । ବର୍ତ୍ତମାନ ଅଭିନେତ୍ରୀ ହେମାମାଲିନି ଦେଇଥିବା ଏକ ବୟାନକୁ ନେଇ ଏକ ନୂଆ ବିବାଦ ଦେଖା ଦେଇଛି । ତେବେ ଅଭିନେତ୍ରୀ ହେମା…
ବ୍ରହ୍ମପୁର ଯିବାବେଳେ ଓଲଟାଇଲା ବସ: ଘଟଣାସ୍ଥଳରେ ୨୩ ଯାତ୍ରୀଙ୍କୁ…
ମୋହନା: ହିମାଚଳ ପ୍ରଦେଶ କୁଲୁ ବଞ୍ଜାର ଭ୍ୟାଲି ଘଆଗିରେ ଏକ ଟୁରିଷ୍ଟ ବସ୍ ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ୭ ଜଣ ଯାତ୍ରାଙ୍କ ମୃତ୍ୟୁ ହୋଇଛି ଏବଂ ୨୩ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ତେବେ କିଛି ଯାତ୍ରୀ ଆହତ…
(Video) ଡଙ୍ଗା ବୁଡ଼ିଲା ମଝି ନଇରେ: ଚାଲିଗଲା ୨୫ ଜୀବନ…
ନଦୀ ଗର୍ଭରେ ବୁଡିଲା ଡଙ୍ଗା । ୭୦ ଜଣ ଲୋକଙ୍କୁ ନେଇ ଯାଉଥିଲା ଡଙ୍ଗା । ନଈରେ ବୁଡି ଡଙ୍ଗାରେ ଥିବା ୭୦ ଜଣଙ୍କ ମଧ୍ୟରୁ ୨୫ ଜଣଙ୍କ ଜୀବନ ଚାଲିଗଲା । ରବିବାର ବାଂଲାଦେଶରେ ଏଭଳି ଦୁଃଖଦ ଘଟଣା । ସ୍ଥାନୀୟ ମିଡିଆ ରିପୋର୍ଟ…
Video: ମ୍ୟାଚ୍ ମଝିରେ ଦୀନେଶ କାର୍ତ୍ତିକଙ୍କୁ ‘କିସ୍’ କଲେ ରୋହିତ ଶର୍ମା, ପୂର୍ବରୁ ବେକକୁ ଧରିଥିଲେ
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି -୨୦ ମ୍ୟାଚ୍ ସମୟରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆ ନିର୍ଣ୍ଣାୟକ ମ୍ୟାଚରେ ଜିତିବାକୁ ସଂଘର୍ଷ କରୁଥିବାବେଳେ ଅନ୍ୟପଟେ…
(Video) ୯ ଦିନର ସଂଘର୍ଷ: କଲମ୍ବୋରୁ ଓଡ଼ିଶା ଫେରିଲା ଓଡ଼ିଆ ଶ୍ରମିକ କମଳାକାନ୍ତଙ୍କର ମର ଶରୀର…
ଧନ ତୁ ଆସି ଗଲୁ ଆଜି । କେତେ ଡେରି କରିଲୁ । ଧନରେ ତୁ ଉଠୁ । ମୋ ସହ ପଖାଳ ଗଣ୍ଡାଏ ଖାଇବୁ । ଚାରି ବର୍ଷ ହେଲାଣି ଯାଇଛୁ ଯେ ଯାଇଛୁ, ଆଜି ଫେରୁଛୁ ଘରକୁ । କହିଲୁ ଦେଖି ତୋ ମାଆ କଥା କଣ ମନେ ପଡିଲାନି । ଆଉ ଆଜି ଆସିଲୁ…
ମନ୍ଦିରରେ ୧ କୋଟି ଦାନ କଲେ ମୁସଲିମ୍ ଦମ୍ପତ୍ତି: ପ୍ରଶଂସା କରୁଛନ୍ତି ଲୋକେ…
ଚେନ୍ନାଇ: କୁହାଯାଏ ଭକ୍ତ ଭଗବାନଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କର ବର୍ଣ୍ଣନା କରିହୁଏନାହିଁ । ଭକ୍ତ ପାଇଁ ଭଗବାନହିଁ ବଡ଼ । ଭକ୍ତି ଭାବରେ ଭଗବାନଙ୍କ ନିଜ ହୃଦୟରେ ରଖିଥାଏ ଭକ୍ତ । ଏଥିପାଇଁ ତ’ ଭଗବାନଙ୍କ ସେବାରେ…
(Video) ଗୁହାଳ ଭିତରେ ଏଟିଏମ୍ ନା’ ଏଟିଏମ ଭିତରେ ଗୁହାଳ: କ’ଣ କିଛି ବୁଝାପଡ଼ୁନି…
ସୋସିଆଲ ମିଡିଆରେ କିଛିବି ଭାଇରାଲ ହେବାକୁ ବେଶି ସମୟ ଲାଗିନଥାଏ । କୌଣସି ପୋଷ୍ଟ କିମ୍ବା ଭିଡିଓ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସୋସିଆଲ ମିଡିଆ…
ସିରିଜକୁ କବଜା କଲା ରୋହିତ ସେନା: ଧୂଆଁଧାର ବ୍ୟାଟିଂରେ ଚକମାରେ ଖାଇଲା କଙ୍ଗାରୁ
ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ ହାତେଇ ନେଇଛି ଟିମ ଇଣ୍ଡିଆ । ଶେଷ ତଥା ଫାଇନାଲ ମ୍ୟାଚକୁ ୬ ୱିକେଟରେ ଜିତି ଏହି ସିରିଜକୁ ନିଜ ନାମରେ କରିଛି ରୋହିତ ସେନା । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର…
କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ ପଦକୁ ପ୍ରତ୍ୟାଖ୍ୟାନ କଲେ ମୁକୁଲ ରୋହତଗୀ
ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଭାରତର ଆଟର୍ଣ୍ଣି ଜେନେରାଲ ହେବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜୁନ ୨୦୧୭ ରେ ୬୭ ବର୍ଷୀୟ ମୁକୁଲ ରୋହତଗୀ ଆଟର୍ଣ୍ଣି ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ। କେ.କେ…