Browsing Category

Breaking News

କିସମିସକୁ ପାଣିରେ ଭିଜାଇ ଖାଇଲେ ମିଳିଥାଏ ଅଦ୍ଭୁତ ଫାଇଦା, ଜାଣନ୍ତୁ କ’ଣ

ଡ୍ରାଏ ଫ୍ରୁଟ୍ସ ପୋଷଣରେ ପରିପୂର୍ଣ୍ଣ । ସେଗୁଡ଼ିକ ମଧ୍ୟରୁ ଗୋଟିଏ କିସମିସ୍ । ଏହା ସ୍ୱାଦରେ ଅଧିକ ମିଠା ହୋଇଥାଏ । କିସମିସ୍ ଫେନୋଲିକ୍ ଯୌଗିକର ଭଣ୍ଡାର ଏବଂ ଏଥିରେ ରେସଭେରାଟ୍ରୋଲ୍, ଫ୍ଲାଭୋନାଏଡ୍, କ୍ୱେରେସିଟିନ୍,…

ଆଜିଠାରୁ ଓଡ଼ିଶାରେ ୫-ଜି: ଭୁବନେଶ୍ୱର, କଟକ ସମେତ ପ୍ରମୁଖ ସହରରେ ମିଳିବ ସେବା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଦେଶର ପ୍ରମୁଖ ସହରଗୁଡ଼ିକରେ ୫-ଜି ସେବା ଆରମ୍ଭ ହୋଇଥିବାବେଳେ ଗୁରୁବାରଠାରୁ ଓଡ଼ିଶାର ପ୍ରମୁଖ ସହର ଓ ଅନ୍ୟ କେତେକ ସ୍ଥାନରେ ଏହିସେବା ଆରମ୍ଭ କରାଯିବ ବୋଲି ଟେଲିକମ୍‌ ବିଭାଗ ପକ୍ଷରୁ…

ଥଣ୍ଡା ଆସୁ ଆସୁ ଚା’-କଫି ପିଇବା ଆରମ୍ଭ କରୁଛ କି ? ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ, ତେଣୁ ସାବଧାନ୍

ଶୀତ ଋତୁ ଆସିବା ମାତ୍ରେ କିଛି ଲୋକ ଅଧିକ ଚା’-କଫି ପିଇବା ଆରମ୍ଭ କରନ୍ତି । ଅଧିକ ମାତ୍ରାରେ କିଛି ବି ଖାଇଲେ ତାହା କ୍ଷତି ତ କରିଥାଏ । କିଛି ଲୋକ ପ୍ରାୟତଃ ଶୋଇବା ସମୟରେ ଦାନ୍ତ ଘଷିବା ଆରମ୍ଭ କରନ୍ତି । ଏହା ଏକ…

ଠିକା ଡାକ୍ତରୀ ପ୍ରାଧ୍ୟାପକଙ୍କ ପାଉଣା ବୃଦ୍ଧି; ପ୍ରତିବର୍ଷ ପାଉଣା ବଢିବ ୫ ପ୍ରତିଶତ

ଭୁବନେଶ୍ୱର: ଠିକା ଡାକ୍ତରୀ ପ୍ରାଧ୍ୟାପକଙ୍କ ପାଉଣା ବୃଦ୍ଧି ହୋଇଛି । ପ୍ରଫେସରଙ୍କ ପାଉଣା ୨ଲକ୍ଷ ୩୦ ହଜାର ହୋଇଛି । ସହଯୋଗୀ ପ୍ରଫେସରଙ୍କ ପାଉଣା ୨ଲକ୍ଷ ଟଙ୍କା ହୋଇଛି । ସହକାରୀ ପ୍ରଫେସରଙ୍କ ପାଉଣା ୧ଲକ୍ଷ ୨୦ ହଜାର…

ବଡ ଘୋଷଣା: ରାଜଧାନୀରେ ଦିବ୍ୟାଙ୍ଗଙ୍କ ପାଇଁ ମିଳିବ ବ୍ରେଲି ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ : ପ୍ରତିବର୍ଷ ଜାନୁଆରୀ ୪କୁ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଏ। ପ୍ରତିବର୍ଷ ଜାନୁଆରୀ ୪ରେ ଲୁଇ ବ୍ରେଲିଙ୍କ ଜନ୍ମଦିନର ସ୍ମୃତି ଉଦ୍ଦେଶ୍ୟରେ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଏ। ଏକ ଦୁର୍ଘଟଣାରେ ଆଖି…

ରାଜ୍ୟରେ ଆସନ୍ତାକାଲିଠାରୁ ବଢ଼ିବ ଶୀତ! ତାପମାତ୍ରା ୩ ରୁ ୫ ଡିଗ୍ରୀ ଖସିବାର ସମ୍ଭାବନା, ଏହି ଜିଲ୍ଲାକୁ ସତର୍କ ସୂଚନା 

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ୍‍ ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି । ଏହାସହ ଶୀତ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ପାପୁଲିରେ ଏହି ରେଖା ଆପଣଙ୍କ ପାଇଁ ହେଇପାରେ ଅଶୁଭ, କିଛି ଦର୍ଶାଇଥାଏ ମୃତ୍ୟୁ; ଜାଣି ରଖନ୍ତୁ ଏହି ରେଖା ବିଷୟରେ

ପାପୁଲିରେ ଭାଗ୍ୟଶାଳୀ ଚିହ୍ନ କିମ୍ବା ଶୁଭ ଚିହ୍ନ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କୁହାଯାଏ ଯେ ଜଣେ ବ୍ୟକ୍ତିଙ୍କ ପାପୁଲିରେ ଥିବା ଏହି ଭାଗ୍ୟଶାଳୀ ଚିହ୍ନ ଗରିବ ଲୋକଙ୍କୁ ମଧ୍ୟ ଧନୀ କରିପାରେ। କିନ୍ତୁ ଆପଣ ଜାଣନ୍ତି…

ଚାକିରି ହରାଇବେ ଲକ୍ଷ ଲକ୍ଷ ଲୋକ! ନୂଆବର୍ଷର ଆରମ୍ଭରୁ ଆସିଲା ଖରାପ ଖବର

ନୂଆଦିଲ୍ଲୀ: ୨୦୨୨ର ପ୍ରଥମ କିଛି ମାସ କରୋନାଭାଇରସ୍ ଭୟରେ ବିତିଥିଲା । ଏଭଳି ପରିସ୍ଥିତିରେ ଅନେକ ଲୋକ ଚାକିରି ହରାଇଥିଲେ । ଗତ ବର୍ଷରେ ଆମାଜନ, ନେଟଫ୍ଲିକ୍ସ ଏବଂ ଫେସବୁକ୍ ପରି ବଡ କମ୍ପାନୀଗୁଡିକ ଚାକିରିରୁ ଛଟେଇ…

ପାଳିତ ହେଲା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ…

ଦ୍ୱିତୀୟ ଥର ପାଇଁ ଓଡିଶାର ଜାଗା ମିଶନ୍ କୁ ମିଳିଲା ୨୦୨୩ ୱାର୍ଲ୍ଡ ହାବିଟାଟ୍ ପୁରସ୍କାର

ଭୁବନେଶ୍ୱର:ଓଡ଼ିଶାର ଜାଗା ମିଶନ୍, ଏକ ପ୍ରକଳ୍ପ ମାଧ୍ୟମରେ ବସ୍ତିରେ ରହୁଥିବା ଏକ ଲକ୍ଷ ସହରୀ ଗରିବ ଲୋକଙ୍କୁ ଉପକୃତ କରି ଦ୍ୱିତୀୟ ଥର ପାଇଁ ‘ବିଶ୍ୱ ହାବିଟାଟ୍ ପୁରସ୍କାର’ ହାସଲ କରିଛି ଓଡ଼ିଶା। ୨୦୨୩ ପାଇଁ ଏହା…