Browsing Category
Breaking News
ଜିକା ଭାଇରସକୁ ନେଇ ବଢିଲା ଚିନ୍ତା: କର୍ଣ୍ଣାଟକରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ
ବେଙ୍ଗାଲୁରୁ: କରୋନା ମହାମାରୀ ସାରା ଦେଶବାସୀଙ୍କୁ ଦୁଇ ବର୍ଷରୁ ଊଦ୍ଧ୍ୱର୍ ଧରି ନାକେଦମ କରିବା ପରେ ଏବେ ସଂକ୍ରମଣ କମିଥିବାରୁ ଦେଶବାସୀ ଆଶ୍ୱସ୍ତି ଲାଭ କରୁଛନ୍ତି । ଏସବୁ ଭିତରେ ପୁଣି ଥରେ ଦେଶବାସୀଙ୍କ ଚିନ୍ତା…
IPL 2023 Auction: ନିଲାମରେ ସାମିଲରେ ହେବେ ୪୦୫ ଜଣ ଖେଳାଳି, BCCI ଜାରି କଲା ଲିଷ୍ଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ ମିନି ଅକ୍ସନ ପାଇଁ ଖେଳାଳିଙ୍କ ଲିଷ୍ଟ ଜାରି କରାଯାଇଛି । ଏଥର ୯୯୧ ପଞ୍ଜିକୃତ ଖେଳାଳିଙ୍କ ମଧ୍ୟରୁ…
OAS ଅଧିକାରୀ ସ୍ତରରେ ଅଦଳବଦଳ: ମନୋଜ କୁମାର ପାଢ଼ୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ବରିଷ୍ଠ ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ଏ ବାବଦରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…
ସରକାରୀ ଚାକିରିଆ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉପହାର: ରାଜ୍ୟରେ ଖୋଲିବ ପେନସନ ଓ ପ୍ରମୋସନ ଅଦାଲତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରିଆଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ପେନସନ ଓ ପ୍ରମୋସନ ଅଦାଲତ । ଏହାଦ୍ୱାରା ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ, ଅବସର…
ବିମାନ ଧରିବା ନିୟମରେ ବଡ ପରିବର୍ତ୍ତନ, ବିମାନ ଉଡ଼ାଣର ଏତିକି ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ହେବାକୁ ପଡିବ ହାଜର
ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ ବୃଦ୍ଧି ହେତୁ ବିମାନ କମ୍ପାନୀଗୁଡିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଇଣ୍ଡିଗୋ ବିମାନ ସେବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆ ମଧ୍ୟ ଯାତ୍ରୀମାନଙ୍କୁ ଘରୋଇ…
୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପକ୍ଷରେ ନୀତିଶ କୁମାର ବଡ ଦାବିଦାର ! କଣ ସମର୍ଥନ ଦେବ ସବୁ ଦଳ
ନୂଆଦିଲ୍ଲୀ: ୨୦୨୫ ବିହାର ବିଧାନସଭା ନିର୍ବାଚନ ତେଜସ୍ଵୀ ଯାଦବଙ୍କ ନେତୃତ୍ଵରେ ଲଢାଯିବ। ମଙ୍ଗଳବାର ଏମିତି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ…
ଆଉ ନାହାନ୍ତି ୨୧ ବର୍ଷୀୟା ଟିକଟକ ଷ୍ଟାର ଅଲୀ ଡୁଲିନ
ନୂଆଦିଲ୍ଲୀ: ଜଣାଶୁଣା ଟିକଟକ ଷ୍ଟାର ଅଲୀ ଡୁଲିନ ଆଉ ନାହାନ୍ତି । ମାତ୍ର ୨୧ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ଅଲୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଫ୍ୟାନ୍ସଙ୍କ ମଧ୍ୟରେ ‘ସ୍ପାଇସ’…
ବାପାର ଶବକୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ: ଶ୍ରଦ୍ଧା ହତ୍ୟାକାଣ୍ଡର ପୁଣି ଘଟିଲା ପୁନରାବୃତ୍ତି
ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ଭଳି କର୍ଣ୍ଣାଟକରେ ବର୍ବରତାର ଆଉ ଏକ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ବାଗଲକୋଟରେ ଜଣେ ପୁଅ ତାଙ୍କ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପରେ ପୁଅ…
ଓକିଲ ସଂଘ ଆନ୍ଦୋଳନ ସ୍ଥଗିତ: କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟିର ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଜାରି ରହିଥିବା ଓକିଲ ସଂଘର ଆନ୍ଦୋଳନକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଓକିଲ ସଂଘ ଆନ୍ଦୋଳନ ସ୍ଥଗିତ ରଖିବାକୁ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି…
ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା କେତେ ବଢ଼ିବ! ୯୯ ହଜାରରୁ ୩ ଲକ୍ଷ ବୃଦ୍ଧି ପାଇଁ ଦାବି, ବାଚସ୍ପତିଙ୍କୁ ସୁପାରିଶ କଲା କମିଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ଦରମା ବୃଦ୍ଧି…