Browsing Category
Breaking News
ଓଲଟିଲା ଗ୍ୟାସ ଟ୍ୟାଙ୍କର, ଧୂଆରେ ଆଚ୍ଛାଦିତ ଚର୍ତୁପାଶ୍ୱ
କଳାହାଣ୍ଡି: ଓଲଟିଲା ଗ୍ୟାସ ଟ୍ୟାଙ୍କର । କଳାହାଣ୍ଡିର କର୍ଲାପଡାଏନଏଚ-୧୬ ଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଟ୍ୟାଙ୍କରରୁ ବହୁ ପରିମାଣର ଗ୍ୟାସ ନିର୍ଗତ ହେଉଥିବାର ଦେଖିବାକୁ ମିଳିଛି ।ବର୍ତ୍ତମାନ ଘଟଣାସ୍ଥଳରେ…
ଆଜି ଦିଲ୍ଲୀ ନଗର ନିଗମ ନିର୍ବାଚନ, ଆଶାବାଦୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଲକ୍ଷାଧିକ ଜନତା
ନୂଆଦିଲ୍ଲୀ: ଦିଲ୍ଲୀର ନଗର ନିଗମ ନିର୍ବାଚନର ଆଜି ମତଦାନ ଦିବସ । ମୋଟ ୨୫୦ଟି ୱାର୍ଡ ପାଇଁ ଭୋଟ ଦେବେ ଅଗଣିତ ଜନତା । ଏହି ଏମସିଡି ନିର୍ବାଚନରେ ୧.୪୫ କୋଟିରୁ ଅଧିକ ଲୋକ ନିଜ ମତଅଧିକାରକୁ ସାବ୍ୟସ୍ତ କରିବେ । ଏମସିଡି…
ବରକୁ ବରଣମାଳା ପିନ୍ଧାଇବା ମାତ୍ରେ ଷ୍ଟେଜରେ ଖସିପଡ଼ିଲେ କନିଆ: ହାର୍ଟ ଆଟାକରୁ ହେଲା ମୃତ୍ୟୁ
ଲକ୍ଷ୍ନୌ: ହସଖୁସିରେ ଚାଲିଥିବା ବାହାଘର ଗୋଟିଏ ଝଟକାରେ ଦୁଃଖରେ ପରିଣତ ହୋଇଗଲା । ବରକୁ ବରଣମାଳା ପିନ୍ଧାଇବା ପରେ କନ୍ୟାର ହୋଇଗଲା ମୃତ୍ୟୁ । ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ସାମ୍ନାକୁ…
ଟିକଟକ୍ ଷ୍ଟାର୍ ମେଘା ଠାକୁରଙ୍କ ମୃତ୍ୟୁ: ମାତ୍ର ୨୧ ବର୍ଷ ବୟସରେ ଦୁନିଆକୁ କହିଲେ ‘ଅଲବିଦା’
ନୂଆଦିଲ୍ଲୀ: ଭାରତୀୟ ମୂଳ କାନାଡ଼ାର ଟିକଟକ୍ ଷ୍ଟାର ମେଘା ଠାକୁରଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ହୋଇଛି ବୋଲି ତାଙ୍କ ପିତାମାତା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମେଘା ଠାକୁରଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା ଏବଂ…
ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ୍ ପୋଲିସର ଏସିପି ଓ ଆଇଆଇସି ସ୍ତରରେ ରବିବାର ଅଦଳବଦଳ କରାଯାଇଛି । ଏ ନେଇ ପୋଲିସ ଏଷ୍ଟାବ୍ଲିସ୍ମେଣ୍ଟ ବୋର୍ଡ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନରେଟ୍…
ଫିଫା ବିଶ୍ୱକପ୍: ଆମେରିକାର ସ୍ୱପ୍ନ ଚୁରମାର୍, ପ୍ରଥମ ଟିମ୍ ଭାବେ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ନେଦରଲ୍ୟାଣ୍ଡସ
ନୂଆଦିଲ୍ଲୀ: କତାରରେ ଚାଲିଥିବା ଫିଫା ବିଶ୍ୱକପ-୨୦୨୨ ଏବେ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ ନେଦରଲ୍ୟାଣ୍ଡସ ଆମେରିକାକୁ ୩-୧ ଗୋଲରେ ପରାସ୍ତ କରିଛି ।…
OSSCରେ ବାହାରିଲା ୭ ହଜାରରୁ ଅଧିକ ଶିକ୍ଷକ ପଦବୀ, ଅନଲାଇନରେ ହେବ ଆବେଦନ
ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ…
କ୍ୟାନସର, ଏଡସ୍, ଡାଇବେଟିସ, ବ୍ରେନ ଟ୍ୟୁମର, ହାର୍ଟଆଟାକ ଠାରୁ ବି ଭୟଙ୍କର ‘ଅନଲାଇନ୍ ଠକେଇ’! ଶିକ୍ଷିତ ଗୋଷ୍ଠୀ ବେଶି ଶିକାର
ବର୍ତ୍ତମାନ ସମୟରେ ହାର୍ଟ ସମସ୍ୟା, ଗଳା ସମସ୍ୟା, ପେଟ ଯନ୍ତ୍ରଣା, ଏଡସ୍, ବ୍ରେନ ଟ୍ୟୁମର, ଗ୍ୟାଷ୍ଟ୍ରିକ, ଡାଇବେଟିସ୍, କ୍ୟାନସର ପରି ଅନେକ ଭୟଙ୍କର ରୋଗ ମଣିଷକୁ ଆକ୍ରାନ୍ତ କରୁଛି । ତେବେ ଏହି ରୋଗଠାରୁ ବି ଭୟଙ୍କର…
ଯାତ୍ରୀଙ୍କ ବେକରେ ଲୁହାଛଡ଼ ପଶି ମୃତ୍ୟୁ ଘଟଣା: ମାଗିଥିଲେ ୧ କୋଟି ଓ ଚାକିରି, ମିଳିଲା ମାତ୍ର ୧୫ ହଜାର ଟଙ୍କା ସହାୟତା!
ନୂଆଦିଲ୍ଲୀ: ଦିଲ୍ଲୀରୁ କାନପୁର ଯାଉଥିବା ସମୟରେ ନୀଳାଞ୍ଚଳ ଏକ୍ସପ୍ରେସ ଟ୍ରେନରେ ଜଣେ ଯାତ୍ରୀଙ୍କ ବେକରେ ଲୁହା ଛଡ଼ ପଶି ମୃତ୍ୟୁ ଘଟିଥିଲା । ଗତ ୨ ତାରିଖ ସକାଳ ୮ଟା ୪୫ ମିନିଟ ସମୟରେ ପ୍ରୟାଗରାଜ ନିକଟରେ ଗୋଟିଏ…
କମିଶନରେଟ୍ ପୋଲିସରେ ଅଦଳବଦଳ: ୨୦ ଜଣ ଅଫିସରଙ୍କୁ ନୂଆ ସ୍ଥାନରେ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ: କମିଶନରେଟ ପୋଲିସ ଭୁବନେଶ୍ୱର-କଟକ ପକ୍ଷରୁ ଏକ ବଡ଼ଧରଣର ଅଦବଦଳ କରାଯାଇଛି । ସହିଦ ନଗର, ଲକ୍ଷ୍ମୀସାଗର, ବାଲିପାଟଣା ଓ ମହିଳା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ୨୦ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ…