Browsing Category

Breaking News

ଘର ତିଆରି ପାଇଁ ସୁବର୍ଣ୍ଣ ସୁଯୋଗ: ସରକାରଙ୍କ ହସ୍ତକ୍ଷେପ ପରେ ୬୦୦୦ ଟଙ୍କା ଶସ୍ତା ହେଲା ଲୁହା ରଡ, ଜାଣନ୍ତୁ ଓଡ଼ିଶାରେ କେତେ ଅଛି ରେଟ୍?

ନୂଆଦିଲ୍ଲୀ: ଦେଶର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଏପରିକି ଚେନ୍ନାଇ ଓ ବେଙ୍ଗାଲୁରୁ ଭଳି ସ୍ଥାନରେ ବର୍ଷା ପାଣି ଜମିବାରୁ ଅବସ୍ଥା ବିଗିଡ଼ିଯାଇଛି । ଏହାର ସିଧା ପ୍ରଭାବ ନିର୍ମାଣ ଗତିବିଧି…

ବଢ଼ିଲା UPI ନେଣଦେଣ: ଅଗଷ୍ଟରେ ଟପିଲା ୧୦.୭୨ ଲକ୍ଷ କୋଟି

ନୂଆଦିଲ୍ଳୀ: ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବଢ଼ିବାରେ ଲାଗିଛି । ଡିଜିଟାଲ ପେମେଣ୍ଟ ପାଇଁ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଭଳି ସୁବିଧା ଦ୍ୱାରା ଘରେ ବସି ସହଜରେ ଟଙ୍କା ପଠାଇ ହେଉଛି । ସେହିଭଳି ୟୁପିଆଇ…

ଭାରତର ପ୍ରଥମ ପାସେଞ୍ଜର ଡ୍ରୋନ୍: ମଣିଷକୁ ନେଇ ଉଡ଼ିପାରିବ ‘ବରୁଣ’

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ମିଳିଲା ପାସେଞ୍ଜର ଡ୍ରୋନ୍ । ଭାରତର ପ୍ରଥମ ପାସେଞ୍ଜର ଡ୍ରୋନ୍ ‘ବରୁଣ’ ଇଣ୍ଡିଆନ ନାଭି ପାଇଁ ତିଆରି କରାଯାଇଛି । ଯାହା ପ୍ରାୟ ୧୩୦ କେଜି ଉଠାଇପାରିବ । ବରୁଣ ଡ୍ରୋନ୍ ଦେଶର ପ୍ରଥମ…

ବାହାଘରର ଏକ ବର୍ଷ ପର୍ଯ୍ୟନ୍ତ କାହିଁକି ସମସ୍ୟାରେ ରୁହନ୍ତି ନବଦମ୍ପତି ? ଜାଣନ୍ତୁ ପ୍ରକୃତ କାରଣ

ବିବାହ କରିବାର ନିଷ୍ପତ୍ତି କୌଣସି ବ୍ୟକ୍ତିଙ୍କ ପାଇଁ ସହଜ ନୁହେଁ । ଯେତେବେଳେ ପୁଅ ଏବଂ ଝିଅ ଏକ ନୂଆ ଜୀବନ ଆରମ୍ଭ କରନ୍ତି, ସେତେବେଳେ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥାଏ ଏବଂ ଏହି ଚ୍ୟାଲେଞ୍ଜଗୁଡ଼ିକ ଟେନସନର କାରଣ…

‘ରାଜ୍ୟ ଦେଖିଲା ଏବେ ଦେଶ ଦେଖିବ’, ୨୦୨୪ରେ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୀତୀଶ

ନୂଆଦିଲ୍ଲୀ: ୨୦୧୪ ନିର୍ବାଚନରେ ବିପୁଳ ବିଜୟ ସହିତ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦି ସରକାରଙ୍କୁ କୌଣସି ନେତା ଟକ୍କର ଦେବାକୁ ସକ୍ଷମ ହୋଇନାହାନ୍ତି। କଂଗ୍ରେସର ଅବସ୍ଥା ଶୋଚନୀୟ ଥିବା ବେଳେ ଏବେ ନୀତୀଶ ୨୦୨୪ରେ…

ଚାଷୀଙ୍କୁ ମିଳିଲା ‘କାଳିଆ ଟଙ୍କା’: ଆକାଉଣ୍ଟକୁ ୮୬୯ କୋଟି ପଠାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆଖାଇ ଅବସରେରେ ଚାଷୀଙ୍କୁ ମିଳିଛି ବଡ଼ ଉପହାର । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ପାଇଛନ୍ତି ଟଙ୍କା । ପ୍ରତ୍ୟେକଙ୍କୁ ୨…

(Video) ସହରରେ ବୁଲୁଛି ଜଙ୍ଗଲୀ ଭାଲୁ: ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ସହରରେ ବୁଲୁଛି ଜଙ୍ଗଲି ଭାଲୁ... ଭୟରେ ଅଞ୍ଚଳବାସୀ... ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ଏହି ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ନକ୍ଟିଗୁଡ଼ା ଅଞ୍ଚଳରେ । ଗତ କିଛିଦିନ ତଳେ ଭବାନିପାଟଣା ନିକଟସ୍ଥ ଜଙ୍ଗଲରୁ ଏକ…

କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ମାମଲାରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି, SIT ତଦନ୍ତ ଦାବି

ନୁଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ଲଗାତାର ହେଉଥିବା କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ଶୁକ୍ରବାର ଶୁଣାଣି ହେବ। ଏହି ପିଟିସନରେ ୧୯୯୦ରୁ ୨୦୦୩ ମଧ୍ୟରେ ହୋଇଥିବା କାଶ୍ମୀରୀ…

ଜରାୟୁ କର୍କଟ କ’ଣ ? ଜାଣନ୍ତୁ ଏହାର ପ୍ରାରମ୍ଭିକ ସଙ୍କେତ ଓ ଏଥିରୁ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ: ସର୍ଭିକାଲ କ୍ୟାନ୍ସର ବିରୋଧରେ ଭାରତର ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ପ୍ରଥମ ଥର ପାଇଁ ଜରାୟୁ କର୍କଟ ବିରୁଦ୍ଧରେ ଏକ ସ୍ୱଦେଶୀ…

ଚୀନକୁ ସେମିକଣ୍ଡକ୍ଟର ରପ୍ତାନୀ ବନ୍ଦ କଲା ଆମେରିକା: ପଡ଼ିପାରେ ପଭାବ… କଡ଼ା ଆଭିମୁଖ୍ୟ ରଖିଲା ଡ୍ରାଗନ…

ନୂଆଦିଲ୍ଲୀ: ଚୀନକୁ ସେମିକଣ୍ଡକ୍ଟର ପଠାଇବା ବନ୍ଦ କରିଛି ଆମେରିକା । ଆମେରିକା ଚୀନକୁ କିଛି ଆଡଭାନ୍ସ ଚିପ୍ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଏହାଯୋଗୁଁ ଚୀନର ଅନେକ ଦିଗ୍ଗଜ କମ୍ପାନୀଙ୍କୁ ଝଟକା ଲାଗିଛି । ଏହି…