Browsing Category
Breaking News
ବଢ଼ିବ PF ସୁଧ ହାର! କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସଂସଦରେ ଦେଲେ ସୂଚନା
ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ପ୍ରୋଭିଡେଣ୍ଡ ଫଣ୍ଡ (ପିଏଫ୍) ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର । ବଢ଼ିବ ପିଏଫ୍ ସୁଧ ହାର । ଏନେଇ ସଂସଦରେ କେନ୍ଦ୍ର ଶ୍ରମ ଓ ରୋଜଗାରମନ୍ତ୍ରୀ ରାମେଶ୍ୱର ତେଲି ସୂଚନା ଦେଇଛନ୍ତି ।…
ଏହି ଟିଭି କଳାକାର ଇଣ୍ଡଷ୍ଟ୍ରୀକୁ କହିଲେ ଅଲବିଦା, ୨୭ ବର୍ଷ କାମ କରିବା ପରେ ନେଲେ ସନ୍ୟାସ
ଟିଭି ଇଣ୍ଡଷ୍ଟ୍ରୀ ଭାରତରେ ବେଶ୍ ପୁରୁଣା ଏବଂ ସିରିଏଲରେ କାମ କରୁଥିବା ଅନେକ କଳାକାର ମଧ୍ୟ ବେଶ୍ ଫ୍ୟାନ୍ ରହିଛନ୍ତି । ଅନେକ ନୂଆ ନୂଆ କଳାକାର ଇଣ୍ଡଷ୍ଟ୍ରୀକୁ ଆସୁଛନ୍ତି, ଅନେକ ଇଣ୍ଡଷ୍ଟ୍ରୀରେ ପୂର୍ବରୁ ଏଠାରେ କାମ…
ମଣିଷ ବ୍ରେନର ଅଧା ଅଂଶ ଚେହେରା ଓ ଶବ୍ଦକୁ ଚିହ୍ନଟ କରିପାରିବ: ରିସର୍ଚ୍ଚ ତଥ୍ୟ
ନୂଆଦିଲ୍ଲୀ: ଅନେକ ସମୟରେ କୌଣସି ଆଘାତଜନିତ କାରଣରୁ ମଣିଷର ବ୍ରେନର କିଛି ଅଂଶକୁ ବାହାର କରି ଦିଆଯାଇଥାଏ । ତେବେ ଏପରି ସ୍ଥିତିରେ ମଣିଷର ବ୍ରେନ ଲୋକଙ୍କର ଚେହେରା ଓ ଶବ୍ଦକୁ ଚିହ୍ନିପାରେ । ନିକଟରେ କରାଯାଇଥିବା ଏକ…
ନୂଆ ଟେକ୍ନୋଲୋଜୀ: ଯଦି ଚଲାଉଛନ୍ତି ଅଧିକ ସ୍ପିଡରେ କାର୍, ମନକୁ ମନ କମ୍ ହୋଇଯିବ slow
ନୂଆଦିଲ୍ଲୀ: ରାସ୍ତାରେ ଦ୍ରୃତ ଗତିରେ ଯାଉଥିବା ଗାଡ଼ିକୁ କାବୁ କରିବା ପାଇଁ ନୂଆ ଟେକ୍ନୋଲୋଜୀ ଆସୁଛି । ଏହି ଟେକ୍ନୋଲୋଜୀ ଦ୍ୱାରା କୌଣସି ଗାଡ଼ି ନିର୍ଦ୍ଧାରିତ ସ୍ପିଡ ଲିମିଟରୁ ଅଧିକରେ ଯାଇପାରିବ ନାହିଁ । କାରଣ ଏହି…
(Video) ମୁଁ କ’ଣ ସତରେ ଅପବିତ୍ର, ସାଇ ପଡ଼ିଶା କହୁଛନ୍ତି ମୁଁ ଛୋଟ ଜାତି: ମୁଖ୍ୟମନ୍ତ୍ରୀଙ୍କୁ ଶୁଭଦ୍ରାଙ୍କ କୋହଭରା ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋର ଜନ୍ମକଲା ବାପା-ମାଆ କିଏ ମୁଁ ଜାଣିନି । ମୁଁ ହତଭାଗିନୀଟିଏ । ମୁଁ ଦ୍ୱିତୀୟ ଶ୍ରେଣୀରେ ପାଢ଼ ପଢ଼ୁଥିବା ସମୟରେ ମୋତେ ଲାଳନ ପାଳନ କରୁଥିବା ବାପା ମୋତେ ଛାଡ଼ି ଆରପାରିକୁ ଚାଲିଗଲେ ।…
ମୁଣ୍ଡୁଳିରେ କମୁଛି ଜଳସ୍ତର: ପ୍ରେସମିଟରେ ସୂଚନା ଦେଲେ SRC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ବନ୍ୟା ସ୍ଥିତି ରହିଛି । ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଶହ ଶହ ଲୋକ । ବୁଡ଼ିଯାଇଛି ଗାଁ ଗଣ୍ଡା । ନଷ୍ଟ ହୋଇଛି ଚାଷବେଉସା । ଯାହାକୁ ନେଇ ଚିନ୍ତାରେ ବନ୍ୟା ପ୍ରଭାବିତ ।…
Video: ଚଳନ୍ତା ଟ୍ରେନରୁ ଓହ୍ଲାଇବାବେଳେ ଖସିଗଲା ଗୋଡ଼, ବଞ୍ଚାଇଦେଲେ ଆରପିଏଫ୍ ଯବାନ, ନହେଲେ…
ମୁମ୍ବାଇ: ତରତର ହୋଇ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବା ଅନେକ ସମୟରେ ଅସୁବିଧାର କାରଣ ହୋଇଛି । ଏବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଜଣେ ମହିଳା ସନ୍ତୁଳନ…
ବନ୍ୟାରେ ଭାସିଯାଇଥିଲା ୮୭ କାର୍, ନୂଆ କରିକି ବିକିଦେଲେ !
ଆପଣ ଅନେକ ସମୟରେ ଦେଖିଥିବେ ଯେ ଚୋରମାନେ ଗାଡ଼ି ଚୋରି କରି ଏହାକୁ ବିଭିନ୍ନ ଉପାୟରେ ବିକ୍ରି କରିଦେଇଥାନ୍ତି । କିନ୍ତୁ ଏବେ ପଞ୍ଜାବରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିଲେ ଆପଣ ମୁଣ୍ଡରେ ହାତଦେଇଦେବେ ।…
ଅର୍ଥନୀତି ତଳକୁ ଖସୁଛି, ୫୦ ପ୍ରତିଶତ କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବେ: ରିପୋର୍ଟ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ଭୟଙ୍କର ଆର୍ଥିକ ପରିସ୍ଥିତି ଦେଖାଯାଇଛି । ଅନେକ ରାଷ୍ଟ୍ର ଏକପ୍ରକାରର ଦେବାଳିଆ ପରିସ୍ଥିତିକୁ ଚାଲି ଆସିଲେଣି । ତେବେ ବିଶ୍ୱର ଅତିକମରେ ଅଧା କମ୍ପାନୀ ସେମାନଙ୍କର କର୍ମଚାରୀ ସଂଖ୍ୟା…
ଅବକାରୀ ନୀତି ଘୋଟାଲାରେ ମନୀଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ: CBI
ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏହି ମାମଲାରେ ଆଜି ସିବିଆଇ ତାଙ୍କ ବାସଭବନରେ ରେଡ କରିଛି । ଜଣେ ସରକାରୀ ଅଧିକାରୀଙ୍କ ଘରେ ମଧ୍ୟ ରେଡ୍…