Browsing Category
Breaking News
ବୃଷ ରାଶିରେ ମଙ୍ଗଳର ପ୍ରବେଶ: ଆଗାମୀ ୩ ମାସ ପର୍ଯ୍ୟନ୍ତ ସମସ୍ୟା ଭୋଗିପାରନ୍ତି ୪ ରାଶିର ଲୋକେ
ନୂଆଦିଲ୍ଲୀ: ୧ ଅଗଷ୍ଟ ୨୦୨୨ରେ ବୃଷ ରାଶିରେ ପ୍ରବେଶ କରିଛନ୍ତି ମଙ୍ଗଳ ରାଶି । ମଙ୍ଗଳ ୧୬ ଅକ୍ଟୋବର ପର୍ଯ୍ୟନ୍ତ ବୃଷ ରାଶିରେ ରହିବେ । ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଗ୍ରହମାନଙ୍କର ସେନାପତି କୁହାଯାଏ । ମଙ୍ଗଳ…
ଲିଜେଣ୍ଡ କ୍ରିକେଟ୍ ଲିଗ୍: ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ, ଇଣ୍ଡିଆନ ମହାରାଜ ଦଳର ନେତୃତ୍ୱ ନେବେ ଗାଙ୍ଗୁଲି
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଅନୁଷ୍ଠିତ ହେବ ଲିଜେଣ୍ଡ କ୍ରିକେଟ ପ୍ରତିଯୋଗିତା । ଏଥିରେ ବିଶ୍ୱର ସଂଖ୍ୟାଧିକ ଅବସର ପ୍ରାପ୍ତ ଭେଟେରାନ ଖେଳାଳି ଅଂଶ ଗ୍ରହଣ କରିବେ । ସମସ୍ତ ଖେଳାଳି ଏଡି…
ରାଜ୍ୟ କ୍ୟାବିନେଟ୍ରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମ୍ପ୍ରସାରିତ ହେବ ‘ମିଲେଟ୍ ମିଶନ’, ୪ ଜିଲ୍ଲାରେ ନିର୍ମାଣ ହେବ ବାତ୍ୟା ନିରୋଧୀ ଲୁଣାବନ୍ଧ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଶୁକ୍ରବାର ଅପରାହ୍ଣରେ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଟ୍ ୧୭ଟି…
ରାଜ୍ୟରେ ବର୍ଷା ଆଣିଲା ବନ୍ୟା, ଫୁଲୁଛି ମହାନଦୀ: ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ମହାନଦୀ…
ଗିରଫ ହେବେ ବଲିଉଡ୍ ଅଭିନେତା ରଣବୀର ସିଂହ! ନଗ୍ନ ଫଟୋ ପାଇଁ ଆସିଲା ପୋଲିସର ନୋଟିସ୍
ନୂଆଦିଲ୍ଲୀ: ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ । ଏକ ଲୋକପ୍ରିୟ ପତ୍ରିକା ପାଇଁ ରଣବୀର ନଗ୍ନ ଫଟୋ ଶୁଟ୍ କରିଥିବାରୁ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ଏହି ଫଟୋ ସୋସିଆଲ ମିଡ଼ିଆରେ…
(Video) ଯଦି ତୁମକୁ ଏତେ ଦୟା ଲାଗୁଛି, ତୁମେ ମୋ ପିଲାର ବାପା ହୋଇଯାଅ, ମୁଁ ତୁମ ଦାଣ୍ଡରେ ଯାଇ ଧାରଣା ଦେବି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବେ ନ୍ୟାୟ ପାଇବେ ଧାରଣାରେ ବସିଥିବା କେ.ଦୀପିକା । ଗତ ୧୧ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି ଦୀପିକା । ବିବାହର ପ୍ରତିଶ୍ରୁତି ଦେଇ ଦିନେଶ…
ଦୃଷ୍ଟିଦୋଷ, ମୁଣ୍ଡବ୍ୟଥା, ସନ୍ତୁଳନ ହରାଇବା, ସ୍ୱଭାବରେ ପରିବର୍ତ୍ତନ ବ୍ରେନ ଟ୍ୟୁମରର ସାଇଲେଣ୍ଟ ଲକ୍ଷଣ, ରିସର୍ଚ୍ଚ ତଥ୍ୟ
ନୂଆଦିଲ୍ଲୀ: ଆଜିର ସମୟରେ ବ୍ରେନ ଟ୍ୟୁମର ଏକ ଭୟଙ୍କର ବିମାରୀ । ଏହା କୌଣସି ବ୍ୟକ୍ତିର ଶରୀରକୁ ବଂଶାନୁକ୍ରମ ଭାବେ ଆସିପାରେ । ମୁଣ୍ଡବ୍ୟଥା ହେଉଛି ବ୍ରେନ ଟ୍ୟୁମରର ଏକ ସାଧାରଣ ଲକ୍ଷଣ । ଅନେକ ସମୟରେ ଫୁଟବଲ ଖେଳିବା…
ଆପଣଙ୍କ ପ୍ରତିଟି କାର୍ଯ୍ୟ ଉପରେ ନଜର ରଖୁଛି ଇନଷ୍ଟାଗ୍ରାମ୍, ଚୋରୀ ଧରା ପଡିବା ପରେ କମ୍ପାନୀ ଦେଲା ଏହି ବୟାନ୍
ନୂଆଦିଲ୍ଲୀ: ମେଟା ପ୍ଲାଟଫର୍ମର ମାଲିକାନାରେ ଥିବା ଫଟୋ-ସେୟାରିଂ ଆପ୍ ଇନଷ୍ଟାଗ୍ରାମ ଏହାର ଉପଭୋକ୍ତାଙ୍କ କାର୍ଯ୍ୟକଳାପ, ପାଠ୍ୟ ପସନ୍ଦ ଏବଂ ଏପରିକି ପାଠ୍ୟ ଇନପୁଟ୍ ଯେପରିକି ପାସୱାର୍ଡ ଏବଂ ଗୋପନୀୟ କ୍ରେଡିଟ୍ କାର୍ଡ…
Maxima Max Pro Knight ଲଞ୍ଚ କଲା କମ୍ପାନୀ, ଗ୍ରାହକଙ୍କୁ ମିଳିଲା ଆଉ ଏକ ସ୍ମାର୍ଟୱାଚ୍ ଅପ୍ସନ
ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ୍ ପରି ସ୍ମାର୍ଟୱାଚର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ସ୍ମାର୍ଟୱାଚରେ ମଧ୍ୟ ଅନେକ କାମ କରିହେଉଛି । ନିଜର ହେଲଥ ଷ୍ଟାଟସ ରେକର୍ଡ କରିବାଠାରୁ ଫୋନ ରିସିଭ୍ କରିବା ପର୍ଯ୍ୟନ୍ତ…
ଆସିବ ନାହିଁ ୮ମ ବେତନ କମିସନ, ଆପେ ଆପେ ବଢ଼ିବ ଦରମା! କେନ୍ଦ୍ର ସରକାର ଲାଗୁ କରିବେ ‘Automatic Pay Revision System’
ନୂଆଦିଲ୍ଲୀ: ବିଗତ କିଛିଦିନ ଧରି ଅଷ୍ଟମ ବେତନ କମିସନ ଲାଗୁ ହେବା ନେଇ ଚର୍ଚ୍ଚା ଲାଗି ରହିଛି । କେନ୍ଦ୍ର ସରକାର ଅନ୍ୟ ଏକ ଫର୍ମୂଲା ଆପଣାଇ କର୍ମଚାରୀଙ୍କ ସାଲାରୀ ବଢ଼ାଇବା ନେଇ ବିଚାର କରୁଛନ୍ତି । ବର୍ତ୍ତମାନ ସାରା…