Browsing Category

Breaking News

(Video) ‘ବହୁତ ବେସୁରା ଗାଉଛ, ଗୀତ ବନ୍ଦ କର’, ସୋସିଆଲ ମିଡିଆ ଷ୍ଟାରଙ୍କୁ ବାନ୍ଧିନେଲା ପୋଲିସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଷ୍ଟାର ହିରୋ ଆଲୋମ ନିଜ ବେସୁରା ଗୀତ ଯୋଗୁଁ ସମସ୍ୟାରେ ପଡ଼ିଛନ୍ତି । ପୋଲିସ ତାଙ୍କୁ ଗିରଫ କରିଛି । ଥାନାରେ ବନ୍ଦ ରଖାଯିବା ସହ ୮ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । କେବଳ ଏତିକି…

IAS ଅଫିସରଙ୍କ କାଶ୍ମୀରି ଦୁଲ୍ହନିୟା

ବର୍ତ୍ତମାନ ସୋସିଆ ମିଡିଆ ସେନ୍ସେସନ ପାଲଟି ଯାଇଛନ୍ତି ଆଇଏଏସ ଅଫିସର ଅହତର ଅମିରଙ୍କ ଦ୍ୱିତୀୟ ସ୍ତ୍ରୀ ଡାକ୍ତର ମହରୀନ କାଜି । ଏବେ ସବୁ ଆଡେ ତାଙ୍କର ଫଟୋକୁ ନେଇ ଚର୍ଚ୍ଚା ହେଉଛି । ପ୍ରଥମେ ସେ ଅହତରଙ୍କ ସହ…

ଆତ୍ମହତ୍ୟାକଲେ ସାଧୁ ,ବିଜେପି ବିଧାୟକଙ୍କ ନାମରେ ସଙ୍ଗୀନ ଆରୋପ…….

ଜାଲୋର: ଜମିବିବାଦ ପାଇଁ ସାଧୁ ହାରିଲେ ଜୀବନ । ଆଉ ସୁଇସାଇଡ ନୋଟରେ ଲେଖିଲେ ବିଜେପି ବିଧାୟକଙ୍କ ନାମ । ରାଜସ୍ଥାନ ଜାଲୋରର ଶ୍ରୀ ବାଲାଜୀ ହନୁମାନ ମନ୍ଦିର ଆଶ୍ରମର ୬୦ ବର୍ଷର ସାଧୁ ରବିନ୍ଦ୍ରନାଥ ଜମି ବିବାଦ କଥା…

ଲୋନ୍ ନେଇଥିବା ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା: ସୁଧ ଉପରେ ରିହାତି ସହ ଅନ୍ୟ ଖର୍ଚ୍ଚ ହେବ ଛାଡ୍

ନୂଆଦିଲ୍ଲୀ: ଦେଶରେ ଚାଷୀମାନଙ୍କ ଆୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ଚାଷୀଙ୍କ ହିତକୁ ଦ୍ୟାନରେ ରଖି ଏହି ଯୋଜନା କରାଯାଉଛି । ଏହାରି ମଧ୍ୟରେ ଲୋନ୍ ନେଇଥିବା ଚାଷୀଙ୍କ…

ମହାକାଶରୁ ଖସିଲା ରହସ୍ୟମୟ ଜିନିଷ! ଲୋକେ ଛାନିଆ, ଯାଞ୍ଚରେ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେଠାରେ ଏକ ରହସ୍ୟମୟ ଜିନିଷ ମହାକାଶରୁ ଖସିଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏହି ଜିନିଷଟି ଅଚାନକ୍ କେଉଁଠାରୁ ଆସିଲା ବୋଲି କାହାକୁ କିଛି…

ଇତିହାସ ରଚିଲା ଏସସିବି ମେଡିକାଲ: ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି ସଫଳ

କଟକ: ଓଡିଶା ଇତିହାସରେ ପ୍ରଥମ ଥର ପାଇଁ କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳ ହୋଇଛି ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି । ବ୍ରହ୍ମପୁରୁର ଏମ୍.ମେନକା ମାରାତ୍ମକ ରୋଗ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିଲେ ।…

ମୁକୁଳିଲେ ବାପା,ବନ୍ଧା ହେଲେ ପୁଅ

ଭୁବନେଶ୍ୱର: ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କର ପୁଅ ଚର୍ଚ୍ଚିତ ମିଶ୍ର । ସକାଳ ୪ଟାରୁ ସିବିଆଇ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ । ଏହାପରେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲ । ଏହାପରେ ତାଙ୍କୁ ଗିରଫ…

ଏଥର ବଜାର ଘାଣ୍ଟୁଛି ତ୍ରିରଙ୍ଗା ରାକ୍ଷୀ

ଉତ୍ତରପ୍ରଦେଶ:ରାକ୍ଷୀ ଏକ ଏଭଳି ପର୍ବ ଯାହା ଭାଇ ଭଉଣୀ ମଧ୍ୟରେ ଥିବା ସମ୍ପର୍କର ପ୍ରତୀକ । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣମୀ । ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନେ୍ଧ ଆଉ ବଦଳରେ ତାକୁ ସବୁ ବାଧାବିଘ୍ନରୁ ରକ୍ଷା…

ମାଲାମାଲ୍ ହେବାକୁ ଯାଉଛନ୍ତି ଜାତୀୟ ପେନସନଭୋଗୀ: ଆସନ୍ତା ମାସ ଶେଷରେ ମିଳିବ ଏହି ଉପହାର

ନୂଆଦିଲ୍ଲୀ: ଯଦି ଆପଣ ନିଜର ସୁରକ୍ଷିତ ଭବିଷ୍ୟତ ପାଇଁ ନ୍ୟାସନାଲ ପେନସନ୍ ସିଷ୍ଟମ୍ (NPS) ର କୌଣସି ସ୍କିମ୍ ନେଇଛନ୍ତି କିମ୍ବା ନେବାକୁ ଯାଉଛନ୍ତି, ତେବେ ଏବେ ଆପଣ ଲାଭବାନ୍ ହେବାକୁ ଯାଉଛନ୍ତି । କାରଣ ପେନସନ୍…

କାବୁଲର ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ; ଚାଲିଗଲା ୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ବିସ୍ଫୋରଣ ହୋଇଛି । ଏଥିରୁ ଗୋଟିଏ ସେଠାରେ ଥିବା ହଜାରା ମସ୍ଜିଦ ଉପରେ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପାଇଁ…