fbpx
Browsing Category

Breaking News

“ସ୍ପୁଟନିକ୍‌-ଭି’ରେ ଏଚ୍‌ଆଇଭି ବିପଦ ଥିବା ସନ୍ଦେହ: ଟିକା ନେବାକୁ ମନା କଲେ ୨ ଦେଶ

ମସ୍କୋ,: ମହାମାରୀ କରୋନାକୁ ପ୍ରତିହତ କରିବାକୁ ଋଷ୍‌ର ଗାମେଲିଆ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଟିକା "ସ୍ପୁଟନିକ୍‌-ଭି'କୁ ନେଇ ଏକ ଚାଞ୍ଚଳ୍ୟକର ତଥ୍ୟ ସାମ୍ନାକୁ ଆସିଛି ।…

ଆଜି କଳାହାଣ୍ଡି ବନ୍ଦ

ଭବାନୀପାଟଣା(ଓଡ଼ିଶା ଭାସ୍କର): ପଛୁଆ ବର୍ଗ ସମୂହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଛୁଆ ବର୍ଗ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୋଧରେ…

ଆଶ୍ରମ ସ୍କୁଲରେ ମହିଳା ରୋଷେୟାଙ୍କୁ ଯୌନ ନର୍ଯାତନା ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

କରଞ୍ଜିଆ (ଭାସ୍କର ନ୍ୟୁଜ): କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରିଂ ଗ୍ରାମରେ ଥିବା ବୋରିଂ ଆଶ୍ରମ ସ୍କୁଲରେ ଜଣେ ମହିଳା ରୋଷେୟାଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ…

ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

ବାରିପଦା(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ମୟୁରଭଞ୍ଜ ବନ୍ଦ ରହିବ । ତେବେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭାରେ…

ନନ୍ଦନକାନନ ପୁଣି ଏକ ମଣିୁର ହରିଣ ଶାବକ ଜନ୍ମ, ୧୯କୁ ବଢ଼ିଲା ସଂଖ୍ୟା

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୬ନମ୍ବର ‘ଖ’ ଖୁଆଡରେ ପୁଣି ଏକ ମଣିୁର ହରିଣ ଶାବକ ଜନ୍ମ ନେଇଛି । ରବିବାର ସକାଳେ ଖୁଆଢ ଦାୟୁତ୍ୱରେ ଥିବା ଜନ୍ତୁରକ୍ଷକ ମଣିୁର ହରିଣ ଏକ ଶାବକ ଜନ୍ମ କରିଥିବା…

ନୂଆ ଚାଲ୍‌ ଖେଳିଲା ଡ୍ରାଗନ୍‌: ଚୀନ୍‌ରେ ପାରିତ ହେଲା ନୂଆ ‘ଲ୍ୟାଣ୍ଡ ବର୍ଡର ଲ’, ସୀମା ବିବାଦ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଭିତରେ ଚୀନ୍‌ ନୂଆ ଚାଲ୍‌ ଖେଳି ନୂଆ ଆଇନ୍‌ ପାରିତ କରିଛି । ପାରିତ କରିଛି ନୂଆ ‘ଭୂମି ସୀମା ଆଇନ୍‌ ତଥା ଲ୍ୟାଣ୍ଡ ବର୍ଡର ଲ’ । ଏହାର ପ୍ରଭାବ ଭାରତ ସହ ବେଜିଂର ସୀମା ବିବାଦ ଉପରେ…

୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ପଛରୁ ପିଟିଲା କଣ୍ଟେନର୍, କେବିନରେ ଚାପି ହୋଇ ରହିଗଲେ ଡ୍ରାଇଭର

ମୟୂରଭଞ୍ଜ (ଭାସ୍କର ନ୍ୟୁଜ୍): ଟ୍ରକକୁ ପଛ ପଟୁ ଧକ୍କା ଦେଲା କଣ୍ଟେନର୍। ଟ୍ରକ୍ କେବିନରେ ଚାପି ହୋଇ ରହିଗଲେ ଡ୍ରାଇଭର। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାତି ପ୍ରାୟ ୧୧ଟା ସମୟରେ ଝାରପୋଖରିଆ ୪୯ ନମ୍ବର ଜାତୀୟ…

ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର: ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି, ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ବାରଣ

କଟକ (ଭାସ୍କର ନ୍ୟୁଜ୍‌) : ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର । ଏହି ଧର୍ମମାସରେ ହବିଷ୍ୟାଳିମାନେ ବ୍ରତ ପାଳନ କରିବା ସହ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରି ନିଜର ଅଭିଳାଷ ପୂରଣ କରିବା ସହ ପୂଣ୍ୟ ଅର୍ଜନ…

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!

କେନ୍ଦୁଝରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଲେ । ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ । ପଣ୍ଡାପଡ଼ା ଥାନା…

ବେଆଇନ ବାର୍ ଚଳାଇବା ଅଭିଯୋଗ: କନଷ୍ଟେବଲ ପ୍ରସନ୍ନ ବେହେରା ବହିଷ୍କୃତ

ଭୁବନେଶ୍ୱର: କନଷ୍ଟେବଲ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ । ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କାର କଲେ ଭୁବନେଶ୍ୱର ଡିସିପି । ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିଲା । ପ୍ରସନ୍ନଙ୍କ ନାଁରେ ୫ଟି…