fbpx
Browsing Category

Breaking News

ପିଲାମାନେ ଅପରାଧ କଲେ ମା’-ବାପାଙ୍କୁ ମିଳିବ ସଜ୍ଜା, ଆରାମ କରିବା ଓ ଖେଳିବା ପାଇଁ ଦିଆଯିବ ସମୟ; ଜାରି ହେବାକୁ ଯାଉଛି ନୁତନ ନିୟମ

ନୂଆଦିଲ୍ଲୀ: ଚୀନ ବର୍ତ୍ତମାନ ଏପରି ଏକ ଆଇନ ତିଆରି କରିବା ପାଇଁ ଯୋଜନା କରୁଛି । ତାହା ହେଉଛି ଯେଉଁ ପିଲାମାନେ ଖରାପ ବ୍ୟବହାର ସହିତ ଅପରାଧରେ ସଂଶ୍ଲିଷ୍ଟ ରହିବେ ସେମାନଙ୍କ ମା'-ବାପାଙ୍କୁ ମଧ୍ୟ ସଜ୍ଜା ଦିଆଯିବା ନେଇ…

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର୍ ଜବତ, ୩ ଗିରଫ

ଜଳେଶ୍ୱର(ଓଡ଼ିଶା ଭାସ୍କର): ଜଳେଶ୍ୱରରୁ ଅଢ଼େଇ କୋଟି ଟଙ୍କାର ଧଳା ଜହର ଜବତ ହୋଇଛି । ଏହି କାରବାର କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ଝାଡେଶ୍ୱରପୁରରେ ଅବକାରୀ ବିଭାଗ ଓ ପୋଲିସ୍ ମିଳିତ ଭାବରେ…

ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ୱାଦଶ ଟର୍ମ-୧ ପରୀକ୍ଷା । ନଭେମ୍ବର ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଦଶମ ଟର୍ମ-୧ ପରୀକ୍ଷା ।…

ବଦଳିଲେ ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର । ସଂଗ୍ରାମ ମହାପାତ୍ର ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ପରୁଲ ପଟୱାରୀ ହେଲେ ଜଗତସିଂହପୁର ଜିଲ୍ଲାପାଳ । ସାଧାରଣ ଅଭିଯୋଗ ଓ ଜି.ଏ ବିଭାଗ ଅତିରିକ୍ତ…

କେବଳ ବେଡରେ ଶୋଇବାର ଚାକିରି, ଯେଉଁଥିପାଇଁ କମ୍ପାନୀ ଦେବ ୨୫ ଲକ୍ଷର ଦରମା!

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କାମ କରି କରି ଥକି ପଡୁଛନ୍ତି, କିନ୍ତୁ ବ୍ରିଟେନର ଏକ କମ୍ପାନୀ କେବଳ ବେଡରେ ଶୋଇବାକୁ ମାସକୁ ମୋଟା ଅଙ୍କର ଦରମା ଦେଉଛି । ଆପଣଙ୍କୁ ଏହା ଶୁଣି ବିଶ୍ୱାସ ନହେଲେ ବି କଥାଟି ସତ ।…

ରାଜକୁମାର ହେଲେ ସ୍ୱାସ୍ଥ୍ୟ ବିଭାଗର ACS

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ବିଭାଗର ଏସିଏସ ଭାବେ କାର୍ଯ୍ୟ କରିବେ ଆଇଏଏସ୍ ରାଜକୁମାର । ପ୍ରଦୀପ୍ତ ମହାପାତ୍ରଙ୍କ ସ୍ଥାନରେ ରାଜକୁମାର ଶର୍ମା କାର୍ଯ୍ୟ କରିବେ । ରାଜକୁମାରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ…

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ମାମଲାରେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ, ପ୍ରତିକ୍ରିୟାରେ ଏପରି କହିଲେ ଦିବ୍ୟଶଙ୍କର

ବଲାଙ୍ଗିର(ଓଡ଼ିଶା ଭାସ୍କର): ପୋଲିସ ହେପାଜତରୁ ସ୍କୁଲ ସଭାପତି ଚମ୍ପଟ ମାରିବା ଘଟଣା ଏବେ ରାଜନୀତି ଆଡକୁ ମୁହାଁଇବାରେ ଲାଗିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରିବା ପରେ ବି ନ ଥମି…

ପ୍ରଥମେ ସୃଷ୍ଟି ହେଲା ବିଜୁଳି ସଙ୍କଟ, ଏବେ କେନ୍ଦ୍ର ସରକାର ବିକ୍ରି କରିଦେବେ କୋଇଲା ସେକ୍ଟର! ଏହା କ’ଣ ସତ

ନୂଆଦିଲ୍ଲୀ: ଗତ ସପ୍ତାହରେ ଦେଶରେ ବିଜୁଳି ସଙ୍କଟ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ସମସ୍ତ ଷ୍ଟକ ମାତ୍ର ୪ ଦିନରେ ଶେଷ ହୋଇଯିବ ବୋଲି କୁହାଯାଉଥିଲା । ତେବେ ଏହି ଚର୍ଚ୍ଚା ଜୋର ହେବା ପରେ ଏନେଇ ନିଜର…

କଇଁଫୁଲ ହେଲା କାଳ, ଯୋରରେ ବୁଡ଼ି ଚାଲିଗଲା ୨ ନାବାଳକଙ୍କ ଜୀବନ

ଯାଜପୁର(ଓଡ଼ିଶା ଭାସ୍କର): ବୈତରଣୀ ନଦୀ ଯୋରରେ ବୁଡ଼ିଯିବାରୁ ୨ ନାବାଳକଙ୍କ ମୃତ୍ୟୁ ଘଟିଛି । କଇଁଫୁଲ ତୋଳିବାକୁ ଯାଇଥିବା ବେଳେ ବୁଡ଼ିଯାଇ ୨ ନାବାଳକ ପ୍ରାଣ ହରାଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର । ଯାଜପୁର ଜିଲ୍ଲା…

ଛୋଟ ବେଳେ ଡାକ୍ତରଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି ନୀନା ଗୁପ୍ତା, କହିଲେ- ଡର ଲାଗୁଥିଲା…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ନିଜର ଭିନ୍ନ ଅନ୍ଦାଜ୍ ଓ ଜବରଦସ୍ତ ଅଭିନୟ ପାଇଁ ଇଣ୍ଡଷ୍ଟ୍ରୀରେ ଖୁବ୍ ଜଣାଶୁଣା । ସେ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥା ହୋଇଥାନ୍ତି । ଏପରିକି ସେ ଏକଦମ୍…