Browsing Category
Breaking News
‘ଲିଭ-ଇନ୍’ରେ ରହୁଥିବା ମହିଳାଙ୍କ ଉପରେ ଜରିମାନା ଲଗାଇଲେ ହାଇକୋର୍ଟ: କହିଲେ- ‘ସମାଜ ଏହାକୁ ଗ୍ରହଣ କରେନି’
ନୂଆଦିଲ୍ଲୀ: ‘ଲିଭ୍-ଇନ୍’ ରିଲେସନସିପକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଳଟିଛି । ଜଣେ ବିବାହିତ ମହିଳା ଅନ୍ୟ ସହ ‘ଲିଭ-ଇନ’ରେ ରହୁଥିବାକୁ ନେଇ କୋର୍ଟ ରାୟ ଶୁଣାଇଛନ୍ତି ।…
ଏହା କ’ଣ ନାଗୁଣୀର ପ୍ରତିଶୋଧ: ରାତିରେ କଳା ନାଗକୁ ପିଟିପିଟି ମାରିଦେଲା ଯୁବକ, ସକାଳୁ ପିତା ଦେଖିଲେ ପୁଅ ମରି ଶୋଇଛି
ନୂଆଦିଲ୍ଲୀ: ନାଗ ସାପ ନାଁ ଶୁଣିଲେ ସମସ୍ତଙ୍କର ଦେହରେ ଏକ ଭୟର ଶିହରଣ ଖେଳିଯାଏ । ତେବେ ନାଗକୁ ମାରିଲେ ନାଗୁଣୀ ପ୍ରତିଶୋଧ ନେଇଥାଏ ବୋଲି କୁହାଯାଏ । ଏହାର ଏକ ଜ୍ୱଳନ୍ତ ନମୂନା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ ।…
ଏହାକୁ କୁହନ୍ତି ଭାଗ୍ୟ: ଟ୍ରାଫିକ ଡ୍ୟୁଟି କରୁଥିବା ସମୟରେ କନେଷ୍ଟବଳ ପାଇଲେ ୪୫ ଲକ୍ଷ ନୋଟ୍ ଭର୍ତ୍ତି ବ୍ୟାଗ୍
ନୂଆଦିଲ୍ଲୀ: ଆଜିକାଲି ଟଙ୍କା ହିଁ ସବୁକିଛି । ଟଙ୍କା ପାଇଁ ଆଜି ମଣିଷ ଅନ୍ୟର ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ । ତେବେ ଏହି ଉକ୍ତିକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି ଜଣେ ସାଧାରଣ ପୋଲିସ କନଷ୍ଟେବଳ । ରାସ୍ତାରୁ…
(Video) ବାଲେଶ୍ୱରରେ ବୀଭତ୍ସ କାଣ୍ଡ: ଏକତରଫା ପ୍ରେମ ଯୋଗୁଁ ନାବାଳିକାଙ୍କୁ ପୋଡ଼ିଦେଲା ଯୁବକ
ବାଲେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବୀଭତ୍ସ କାଣ୍ଡ । ଏକତରଫା ପ୍ରେମର କରୁଣ ପରିଣତି ।ଅତି ନୃଶଂସ ଭାବେ ନାବାଳିକାଙ୍କୁ ଜାଳି ମାରିଲା ରାକ୍ଷସ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ସୋରରୁ ସାମ୍ନାକୁ ଆସିଛି ।…
ସବୁ ସବସିଡିର ଖେଳ: ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୨୧୮ ଟଙ୍କା ମହଙ୍ଗା, ସରକାରଙ୍କ ଲାଭ ୧୧ ହଜାର କୋଟିରୁ ଅଧିକ
ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ସିଲିଣ୍ଡରରୁ ସାଧାରଣ ଜନତାଙ୍କୁ ମିଳୁଥିବା ସବସିଡିକୁ କେନ୍ଦ୍ର ସରକାର ଧୀରେ ଧୀରେ ସମାପ୍ତ କରିବାରେ ଲାଗିଛନ୍ତି । ସବସିଡି ବନ୍ଦ ହେବା ଫଳରେ ଜନସାଧାରଣ କଷ୍ଟ ଭୋଗୁଛନ୍ତି, ମାତ୍ର ଏଥିରେ…
‘ଦେଢ଼ବର୍ଷରେ ବଦଳିଗଲା ମୋ ପୁଅ…’: ବାବୁସାନ୍ ଓ ଲେଡ଼ି ଅଭିନେତ୍ରୀଙ୍କୁ ସତ ବଖାଣିଲେ ଅପରାଜିତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ୍, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମାରପିଟ୍ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ କହୁଛି ବାଡେଇବା ଠିକ୍ ହୋଇଛି ତ ଆଉ କିଏ…
ଦିଲ୍ଲୀରୁ ମିଳିଲା Monkeypoxର ପ୍ରଥମ ମାମଲା, ବଢ଼ିଲା ଦେଶର ମୋଟ ସଂକ୍ରମିତ ସଂଖ୍ୟା
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ମଙ୍କିପକ୍ସର ପ୍ରଥମ ମାମଲା ମିଳିଛି । ଏହି ରୋଗୀଙ୍କ ବିଦେଶୀ ଟ୍ରାଭେଲ ହିଷ୍ଟ୍ରି ନଥିବା ଜଣାପଡ଼ିଛି । ଏହାପୂର୍ବରୁ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରୁ ମଙ୍କିପକ୍ସର ୩ଟି ମାମଲା…
(Video) ଆପଣମାନେ ମୋ ଘର ଭିତରକୁ କାହିଁକି ପଶି ଆସୁଛନ୍ତି, ତୃପ୍ତିଙ୍କ ଘର ମାଲିକ ଗଣମାଧ୍ୟମ କର୍ମଚାରୀଙ୍କୁ ତଡ଼ିଦେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଓଡ଼ିଶାବାସୀଙ୍କ ନଜର ଏବେ ରହିଛି ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭ୍ ଷ୍ଟୋରୀ ଉପରେ । ଗତକାଲି ବାବୁ-ପ୍ରକୃତି ଏକ କାରରେ ଯାଉଥିବା ସମୟରେ…
(Video) ଫସିଲେ ପ୍ରକୃତି ଓ ବାବୁସାନ୍! ଉଭୟଙ୍କୁ କମିଶନରେଟ୍ ପୋଲିସର ନୋଟିସ୍, ସତ୍ୟନଗର ଗେଷ୍ଟ ହାଉସରେ ଚାଲିଛି ଛାନଭିନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜରାସ୍ତାରେ ଷ୍ଟାର ଦମ୍ପତ୍ତିଙ୍କ ହାଇଡ୍ରାମାକୁ ନେଇ ସବୁଆଡେ ଚର୍ଚ୍ଚା । ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ରାସ୍ତାରେ ଟଣାଓଟରା ସହ ମାଡ଼ ମାରିଛନ୍ତି ପତ୍ନୀ ତୃପ୍ତି ମହାନ୍ତି ।…
୭୦ ପ୍ରତିଶତ ଶସ୍ତାରେ ମିଳିବ କ୍ୟାନସର, ଡାଇବେଟିସ୍ ଓ ହୃଦରୋଗ ମେଡିସିନ୍! ଖୁବଶୀଘ୍ର କେନ୍ଦ୍ର ସରକାର କରିବେ ଘୋଷଣା
ନୂଆଦିଲ୍ଲୀ: କ୍ୟାନସର ଓ ଡାଇବେଟିସ ମଣିଷ ପାଇଁ ଦୁଇଟି ଭୟଙ୍କର ରୋଗ । ଏହାର ମେଡସିନ ପାଇଁ ସାଧାରଣ ଜନତା ଅନେକ ଅର୍ଥ ବ୍ୟୟ କରିଥାନ୍ତି । ତେବେ ଖୁବଶୀଘ୍ର କେନ୍ଦ୍ର ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି…