Browsing Category
Breaking News
ଓଲଟିଲା ପିକଅପ ଭ୍ୟାନ: ଦୁର୍ଘଟଣାରେ ୨ ମୃତ ୯ ଜଣ ଗୁରୁତର
ଧର୍ମଗଡ: ଧର୍ମଗଡରେ ଘଟିଯାଇଛି ଏକ ବଡ ଧରଣର ଅଘଟଣ । ପିକଅପ ଭ୍ୟାନ ଓଲଟି ୨ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ରାସନ ଚାଉଳ ନେଇ ଫେରିବା ସମୟରେ ସିଙ୍ଗାରୀ ଘାଟିରେ ଘଟିଛି ଏହି ଦୁର୍ଘଟଣା ।…
ବୋର୍ଡ ପକ୍ଷରୁ ଆସିଲା ଚିନ୍ତାଜନକ ତଥ୍ୟ: ଏଥର ନବମ ପରୀକ୍ଷା ଦେଲେନି ୧୫ ହଜାର ଛାତ୍ରଛାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ପରୀକ୍ଷା ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା । ଏବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ…
ବାହାଘର ପାର୍ଟିରେ ନାଚୁଥିଲେ ବର-କନିଆ: ଅଚାନକ୍ ଝଡ଼ ଆସିବାରୁ ଧରାଶାୟୀ ହେଲା ଟେଣ୍ଟ (ଦେଖନ୍ତୁ Video)
ରୁଦ୍ରପୁର: ଚାଲିଥିଲା ୨ ଭାଇଙ୍କ ବାହାଘରର ପାର୍ଟି, ଜମିଥିଲା ନାଚଗୀତର ଆସର । କିନ୍ତୁ ସବୁକିଛି ମାଟିରେ ମିଶାଇ ଦେଲା ଭୟଙ୍କର ଝଡ଼ । ଅଚାନକ୍ ଆସିଥିବା ଝଡ଼ ଯୋଗୁଁ ବାହାଘର ପାର୍ଟିରେ ହଇଚଇ ସୃଷ୍ଟି ହୋଇଥିଲା । ଝଡ଼…
ଭୁଲ୍ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ପ୍ରାଣ
ଭୁଲ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ । କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କ ଭୁଲ୍ ପ୍ଲାଷ୍ଟିକ ସର୍ଜରୀ ଯୋଗୁଁ ମୃତ୍ୟୁ ହୋଇଛି । ମଙ୍ଗଳବାର ବେଙ୍ଗାଲୁରୁର ଏକ ବେସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି…
ବ୍ରହ୍ମପୁରରେ ଆଇପିଏଲ ବେଟିଂ: ୫ ଗିରଫ
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଅନଲାଇନ୍ ମାଧ୍ୟମରେ ଚାଲିଥିଲା ଆଇପିଏଲ ବେଟିଂ । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଟଙ୍କା ଓ ସୁନା ଜବତ କରିଛି ପୋଲିସ । ସୂଚନା ଅନୁସାରେ, ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ…
ମାଡ୍ରାସ ହାଇକୋର୍ଟ ଇତିହାସରେ ପ୍ରଥମ, ହ୍ୱାଟ୍ସଆପରେ ରାୟ ଶୁଣାଇଲେ ଜଜ୍…
ମାଡ୍ରାସ୍ ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଜଜ୍ ମାମଲାର ଶୁଣାଣି ହ୍ୱାଟ୍ସଆପ୍ ଜରିଆରେ କରିଛନ୍ତି । ଏହି ଶୁଣାଣି ରବିବାର ଛୁଟି ଦିନରେ କରାଯାଇଛି । ବିଚାରପତି ବିବାହ ସମାରୋହରେ ଯୋଗଦେବା ପାଇଁ ସହରରୁ…
ପାରାସିଟାମଲକୁ ନେଇ ଏପରି ଭୁଲ୍ କରୁଥିଲେ ହୋଇପାରେ କ୍ଷତି: ତୁରନ୍ତ ଛାଡ଼ନ୍ତୁ ଅଭ୍ୟାସ
ନୂଆଦିଲ୍ଲୀ: କୁହାଯାଏ ଅତି ଲେମ୍ବୁ ଚିପୁଡିଲେ ପିତା । କୌଣସି ଜିନିଷ ଆବଶ୍ୟକତାଠାରୁ ଅଧିକ ହୋଇଥିଲେ, ତାହା କ୍ଷତି ଘଟାଇବା ଆରମ୍ଭ କରିଥାଏ । ଏହି କଥା ମେଡିସିନ୍ କ୍ଷେତ୍ରରେ ବି ଲାଗିଥାଏ, ଯାହା ଆମକୁ ରୋଗଠାରୁ ଦୂରେଇ…
ଜଙ୍ଗଲରୁ ଉଦ୍ଧାର ହେଲା ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ, ଛୁଟି ନମିଳିବାରୁ ନେଲେ ଚରମ ପଦକ୍ଷେପ
ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ । ମୃତ କର୍ମଚାରୀଙ୍କ ପରିଚୟ ମିଳିଛି ଦୟାନିଧି ମହନ୍ତ ଏବଂ ତାଙ୍କ ଘର କେନ୍ଦୁଝର ବୋଲି ଜଣାପଡ଼ିଛି । ତେବେ ତାଙ୍କୁ କାର୍ଯ୍ୟରୁ…
ପରସ୍ପରକୁ ଭଲପାଇ ବସିଲେ ୨ ଭଉଣୀ: ଘରୁ ଫେରାର ହୋଇ ମନ୍ଦିରରେ କଲେ ବିବାହ , ଆଉ ତା’ ପରେ…
ନୋଏଡା: ସମଲିଙ୍ଗୀ ବିବାହ ବିଷୟରେ ତ ଆପଣମାନେ ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାରେ ୨ ସମଲିଙ୍ଗୀ ଭଉଣୀ ପରସ୍ପରକୁ ବିବାହ କରିଥିବା ମାମଲା ସାମ୍ନାକୁ ଆସିଛି । ଜଣେ ଯୁବତୀ ନିଜ…
ସେଲ୍ଫି ନେବାବେଳେ ଅଘଟଣ, ବିଦ୍ୟୁତ୍ ଆଘାତ ଲାଗି ଯୁବକ ଗୁରୁତର
ବର୍ତ୍ତମାନ ଯୁବପିଢ଼ିମାନଙ୍କୁ ଘାରିଛି ସେଲ୍ଫି କ୍ରେଜ୍ । ବିପଦପୂର୍ଣ୍ଣ ଜାଗାରେ ବି ଯୁବପିଢ଼ିମାନେ ସେଲ୍ଫି ନେବାକୁ ପଛାଉନାହାଁନ୍ତି । ଏବେ ପୁଣି ସେଲ୍ଫି ନେବା ସମୟରେ ଅଘଟଣ ହୋଇଥିବା ସାମ୍ନାକୁ ଆସିଛି । ଘଟଣା…