CHARIDHAM
Browsing Category

Breaking News

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ବାରବାଟୀରେ ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ(ଓଡ଼ିଶା ଭାସ୍କର): ବାରବାଟୀରେ ଟି-ଟ୍ୱେଣ୍ଟି ମ୍ୟାଚ୍ ବନ୍ଦ ନେଇ ହାଇକୋର୍ଟରେ ମାମଲା । ମ୍ୟାଚ୍ ବନ୍ଦ ପାଇଁ ଦାୟକ ହୋଇଛି ଜନସ୍ୱାର୍ଥ ମାମଲା । ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର…

ପାକିସ୍ତାନରେ ଲଜ୍ଜା: ଚଳନ୍ତା ଟ୍ରେନରେ ଏସି କମ୍ପାର୍ଟମେଣ୍ଟରେ ସିଟ୍‌ ଅଫର କରି ମହିଳାଙ୍କୁ ଧର୍ଷଣ

ଇସଲାମାବାଦ: ସମାଜରେ ନାରୀମାନେ ଆଜି ବି ଅସୁରକ୍ଷିତ । ଭାରତ ହେଉ ବା ପାକିସ୍ତାନ, ମହିଳାମାନେ କେଉଁଠି ବି ସୁରକ୍ଷିତ ନାହାଁନ୍ତି । ରକ୍ଷକ ଯଦି ଭକ୍ଷକ ସାଜିବ କାହା ଉପରେ ଭରଷା କରିବେ ଲୋକେ । ଏହାରି ମଧ୍ୟରେ…

ପୁରୀ ସମୁଦ୍ର କୂଳରେ ଲାଗିଲା ଶିବଲିଙ୍ଗର ଶିଳା, ଦେଖନ୍ତୁ Video

ପୁରୀ,(ଓଡ଼ିଶା ଭାସ୍କର): ପୁରୀ ବେଳାଭୂମିରେ ଶିବଲିଙ୍ଗର ଶକ୍ତି ଶିଳା। ସ୍ଥାନୀୟ ପ୍ରାଚୀ ହୋଟେଲ ନିକଟସ୍ଥ ସମୁଦ୍ର କୂଳରେ ଏକ ଶିବଲିଙ୍ଗର ଶକ୍ତି ବା ତଳ ଅଂଶ ଉଦ୍ଧାର ହୋଇଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼…

ସୋନିଆ ଓ ରାହୁଲ ଗାନ୍ଧୀଙ୍କ ପାଇଁ ବଢ଼ିଲା ସମସ୍ୟା: ଉଭୟଙ୍କୁ ନୋଟିସ୍ ଜାରି କଲା ED, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ବଢ଼ିଛି ସମସ୍ୟା । ଉଭୟଙ୍କୁ ନୋଟିସ ଜାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ନ୍ୟାସନାଲ ହେରାଲ୍ଡ ମାମଲାରେ…

ଭଦ୍ରକ ମେଡିକାଲରେ ମାଡ଼ିଗଲା ଆମ୍ବୁଲାନ୍ସ: ଜଣେ ମୃତ, ୮ ଗୁରୁତର

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଜି ଘଟିଯାଇଛି ଏକ ବଡ଼ ଅଘଟଣ । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲୋକଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ । ହସ୍ପିଟାଲ ଡ୍ୟୁଟିରେ ଥିବା ବୋଲେରୋ…

ଜୁଲାଇ ୪ରୁ OJEE ପରୀକ୍ଷା: ପ୍ରକାଶ ପାଇଲା ପରୀକ୍ଷା ସୂଚୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): OJEE-୨୦୨୨ ପାଇଁ ଆଜି ପ୍ରକାଶ ପାଇଛି ପରୀକ୍ଷା ସୂଚୀ । ଆସନ୍ତା ଜୁଲାଇ ୪ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ, ଯାହାକି ୮ ତାରିଖରେ ସରିବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ OJEE…

ପିଲାଦିନର ପ୍ରେମିକାଙ୍କୁ ପାଇବା ପାଇଁ ସେଲସ୍ ମ୍ୟାନ ସାଜିଥିଲେ KK , ଏପରି ହୋଇଥିଲା ପ୍ରଥମ ଦେଖା

ନୂଆଦିଲ୍ଲୀ: ବଲିଓଡର ଲୋକପ୍ରିୟ ଗାୟକ କେକେଙ୍କ ପରଲୋକରେ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଦେଶବାସୀଙ୍କୁ ଶୋକାକୂଳ ପରିବେଶରେ ଛାଡି ଚାଲି ଯାଇଛନ୍ତି କେକେ । ବଲିଓଡର ଲୋକପ୍ରିୟ ଗାୟକ କେକେଙ୍କର…

ଭିଜିଲାନ୍ସ ଜାଲରେ ହିନ୍ଦୋଳ SDPO: ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଟିମ୍

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନାେ କେହି ସରକାରୀ ବା ବେସରକାରୀ କର୍ମଚାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ପଡ଼ିଛନ୍ତି ହିନ୍ଦୋଳ…

ପ୍ରେମ ପାଇଁ ବାଂଲାଦେଶରୁ ସମୁଦ୍ର ପହଁରି ଭାରତ ଆସିଲେ ପ୍ରେମିକା: ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରେମ ପାଇଁ ଲୋକମାନେ କିଛି ବି କରିବାକୁ ପଛାନ୍ତି ନାହିଁ, ଯାହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି । ପ୍ରେମ ପାଇଁ ଜଣେ ପ୍ରେମିକା ବାଂଲାଦେଶରୁ ପହଁରି ପହଁରି ଭାରତ ଆସି ପହଞ୍ଚିଛନ୍ତି ।…