
Browsing Category
Breaking News
ଆଇପିଏଲ୍ ଅପ୍ଡେଟ୍.. ଅରେଞ୍ଜ କପ୍ ଦୌଡରେ ଜୋସ୍ ବଟଲର, କେଏଲ ରହୁଲ
କୋଲକାତା: ରାଜସ୍ଥାନ ରୟାଲ୍ସ ବ୍ୟାଟର ଜୋସ୍ ବଟ୍ଟଲର ଚଳିତ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରି ଅରେଞ୍ଜ କପ ପାଇବା ନିଶ୍ଚିତ ହୋଇ ଯାଇଛି । କାରଣ ସେ ୧୫ ମ୍ୟାଚ ଖେଳି ୩ ଶତକ ଓ ୪ ଅର୍ଦ୍ଧଶତକ ସହିତ ୫୧.୨୯ ହାରେ ୭୧୮…
୨୭ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ତେଲେଙ୍ଗାନା ଆଦିବାସୀ କଲ୍ୟାଣ ମନ୍ତ୍ରୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସତ୍ୟବତୀ ରାଠୋର ଏକ ଅଧିକାରୀ ଦଳ ସହ ଆସନ୍ତା ୨୭ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା…
ରାଶିଫଳ(ଗୁରୁବାର,୨୬ ମେ,୨୦୨୨)
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍ କିମ୍ବା ବ୍ୟବସାୟ…
ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ । ଦୀର୍ଘ ୪ ମାସ ଧରି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଲଙ୍ଗ୍ସ କ୍ୟାନସରରେ ପୀଡ଼ିତ ଥିଲେ ବିରାଜ ଦାଶ । ସିନେମା, ଟେଲିଭିଜନ ଓ…
ଭାରତର ଆଭ୍ୟନ୍ତରୀଣ ମାମଲାରେ କାହିଁକି ମୁଣ୍ଡ ପୂରାଉଛି ପାକିସ୍ତାନ? ୟାସିନକୁ ଆଜୀବନ କାରାଦଣ୍ଡ ହେବା ପରେ କମ୍ପି ଉଠିଲେ ପାକିସ୍ତାନ…
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଲିବରେଶନ ଫ୍ରଣ୍ଟ ମୁଖ୍ୟ ୟାସିନ ମଲିକକୁ ଆଜୀବନ କାରାଦଣ୍ଡାଦେଶ ହେବା ପରେ ପାକିସ୍ତାନରେ କମ୍ପନ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲାର ବିଚାର କରି ଜାତୀୟ ତଦନ୍ତକାରୀ ସଂସ୍ଥା…
କୋଲକାତାରେ ରଜତଙ୍କ ରାଜୁତି: ଧୂଆଁଧାର ଶତକ ସହ ୨୦୮ ରନର ବିଶାଳ ଲକ୍ଷ୍ୟ ଦେଲା RCB
କୋଲକାତା: ଟସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ରାହୁଲଙ୍କର ବିଫଳ ହୋଇଛି । ୨୦ ଓଭରରେ ୨୦୭ ରନର ଏକ ବିଶାଳ ସ୍କୋର ଛିଡା କରିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ସପଳତା ହାସଲ କରିଥିବା ସୁପର ଜିଆଣ୍ଟସର…
ପାହାଡ଼ ଭିତରୁ ମିଳିଲା ୩୦ ଫୁଟ ଲମ୍ବର ଡେଣା ଥିବା ବିଶାଳକାୟ ଜୀବ: ଉକ୍ତ ସ୍ଥାନରୁ ମିଳିଥିଲା ଡାଇନୋସରର ଜୀବାଶ୍ମ
ନୂଆଦିଲ୍ଲୀ: ପୃଥିବୀପୃଷ୍ଠରୁ ଏକ ବିଶାଳକାଳୟ ଜୀବର ସନ୍ଧାନ ମିଳିଛି । ତେବେ ଏହି ଜୀବର ଡେଣାର ଲମ୍ବ ୩୦ ଫୁଟ ରହିଥିବା ବେଳେ ସେ ଉଡ଼ିପାରୁଥିବା ନେଇ ତା’ର ଜୀବାଶ୍ମରୁ ସ୍ପଷ୍ଟ ହୋଇଛି । ତେବେ ଉକ୍ତ ପଶୁଟି ଟେରୋସର…
ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ: NDAର ଭୋଟ ୪୮.୯ ପ୍ରତିଶତ, ବିରୋଧୀଙ୍କ ଭୋଟ ୫୧.୧ ପ୍ରତିଶତ, ଆଞ୍ଚଳିକ ଦଳ ହିଁ BJPର ଏକମାତ୍ର ଭରସା
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବା ବେଳେ ଏନେଇ ଦିଲ୍ଲୀ ଦରବାରରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ଚଳିତ ରାଷ୍ଟ୍ରପତି ନିର୍ବାଚନରେ…
ଏଣିକି ରଙ୍ଗ ରୁଟରେ ଗାଡ଼ି ଚଳାଇଲେ ପଡ଼ିବ ମହଙ୍ଗା: ଦେବେ ଜରିମାନା, କୋର୍ଟରୁ ମୁକୁଳାଇବେ ଗାଡ଼ି, ଯାଇପାରନ୍ତି ଜେଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଯେତେ ନିୟମ ପ୍ରଣୟନ କଲେ ମଧ୍ୟ ଅଧିକାଂଶ ଲୋକ ତାହାକୁ ଖାତିର କରିନଥାନ୍ତି । ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନେକ ଗାଡ଼ି ଚାଳକଙ୍କଠାରୁ ହଜାର ହଜାର…
ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଣନ୍ତୁ କେଉଁ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି
ନୂଆଦିଲ୍ଲୀ: ଆଇସିସି ତରଫରୁ ଜାରି ହୋଇଛି ଖେଳାଳି ମାନଙ୍କର ଟେଷ୍ଟ ରାଙ୍କିଙ୍ଗ । ଇଣ୍ଟରନେସନାଲ ଟେଷ୍ଟ କ୍ରିକେଟରେ ବଦଳିଛି ଅନେକ ଖେଳାଳିଙ୍କ ସ୍ଥାନ । କିନ୍ତୁ ଭାରତୀୟ ଖେଳାଳି ମାନଙ୍କର ସ୍ଥାନରେ ସେତେଟା ପରିବର୍ତ୍ତନ…