Browsing Category

Breaking News

ଏହି ବ୍ୟାଙ୍କର ଚେକ୍ ବୁକ୍ ଆସନ୍ତା ମାସରୁ ହୋଇଯିବ ବେକାର ! ନୂଆ ପାଇଁ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ PNB ପକ୍ଷରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (OBC) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (UBI) ର ଆକାଉଣ୍ଟଧାରୀମାନଙ୍କୁ ଆଲର୍ଟ କରାଯାଇଛି । ପିଏନବି କହିଛି ଯେ ଯଦି ଏହି…

‘SDMକୁ ଜୋତରେ ମାରି ଠିକ୍ କରିଦେବି’ କହିଥିବା ବିଜେପି ବିଧାୟକଙ୍କ ଭିଡିଓ ଭାଇରାଲ

ସୀତାପୁର: ‘ଏସଡିଏମର ମୁଣ୍ଡ ଖରାପ ହୋଇଯାଇଛି କି? ସେ ଗରୀବଙ୍କ ଘର ଭାଙ୍ଗିବ । ଜୋତାରେ ମାରିବି । ଆଜି ହିଁ ତାକୁ ଠିକ୍ କରିଦେବି । ଏଥିରୁ ସେ ନିଜ ପାଇଁ ଟଙ୍କା ରୋଜଗାର କରୁଛି । ବଡ଼ ଲୋକମାନେ ତାକୁ…

+୩ ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ କଟ୍ ଅଫ୍ ମାର୍କ

ଭୁବନେଶ୍ୱର,(ଓଡିଶା ଭାସ୍କର): +୩ରେ ନାମଲେଖା ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ କଟ୍ ଅଫ୍ ମାର୍କ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୩ରୁ ୧୬ ମଧ୍ୟରେ ନାମ ଲେଖାଇବା ପାଇଁ ଫି ଦାଖଲ କରିପାରିବେ ।…

ରାଜ୍ୟରୁ ଆଜି ୧୨୨ ଶିଶୁ ପଜିଟିଭ୍ ଚିହ୍ନଟ, ମୋଟ ୭୭୧ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ବାଇକ୍ ଉପରେ ପ୍ରେମୀଯୁଗଳଙ୍କ ଲଭ୍ ସିନ୍: ଭାଇରାଲ ହେବା ପରେ ଆକ୍ସନ ମୋଡରେ ପୋଲିସ, ଦେଖନ୍ତୁ ଭିଡିଓ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଯୁବକ-ଯୁବତୀଙ୍କ ଚଳନ୍ତା ବାଇକ ଉପରେ ଲଭ୍ ସିନ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସି ଦୁହିଁଙ୍କୁ…

ଏଣିକି ଟ୍ରେନ୍‌ ୪ ଘଣ୍ଟା ଲେଟ୍‌ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରେନ୍‌ର ଲେଟ୍‌ ହେବା ଉପରେ ରେଲୱେ ଯାତ୍ରୀମାନଙ୍କୁ କ୍ଷତିୂରଣ ଦେବାକୁ ପଡ଼ିବ । ଜଷ୍ଟିସ୍‌ ଏମ୍‌ଆର୍‌ ଶାହଙ୍କ ଖଣ୍ଡପୀଠରେ ଶୁଣାଣୀରେ କହିଛନ୍ତି ଯେ ସାର୍ବଜନିକ ପରିବହନକୁ…

୧୭ରେ ତେଲେଙ୍ଗାନା ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ : ତେଲେଙ୍ଗାନା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ମଳ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ମୁକ୍ତି ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଏକ କାର୍ଯ୍ୟକ୍ରମକୁ ମଧ୍ୟ…

ACF ସୌମ୍ୟ ମୃତ୍ୟୁ ମାମଲା: ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ଖଇରା (ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ କିଛି ନୂଆ ତଥ୍ୟ ମିଳୁଛି, କିନ୍ତୁ ଆଜିଯାଏ ନ୍ୟାୟ ମିଳିପାରୁ ନାହିଁ । ଏହି ଘଟଣାକୁ ନେଇ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ପାଳନ ହେଉଛି ।…

ନିୟମ-କାନୁନ ଅନୁସାରେ ବ୍ୟବହାର କରିବାକୁ ପଡ଼ିବ କଣ୍ଡୋମ, ନହେଲେ ଜୋରିମାନା!

କାହାର ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ କରିପାରିବେ ନାହିଁ, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଦମ୍ପତ୍ତିଙ୍କ ବ୍ୟକ୍ତିଗତ ମୂହୁର୍ତ୍ତରେ ଆଇନ୍ ହସ୍ତକ୍ଷେପ କରିବ । କାଲିଫର୍ଣ୍ଣିଆରେ ସରକାର…

କେନାଲରେ ଖସିଲା ପିସିଆର ଭ୍ୟାନ୍‌, ଗାଡ଼ି ଛାଡି ଖସି ପଳାଇଲେ ପୋଲିସ ବାବୁ: ଟ୍ରାକ୍ଟର ସହାଯ୍ୟରେ ଗାଡିକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ବ୍ଲକ ବଳଙ୍ଗା ଥାନା ଅଞ୍ଚଳରେ ସତ୍ୟବାଦୀ ଥାନା ପୋଲିସକୁ ହଟହଟା ହେବାକୁ ପଡିଛି । ପୋଲିସ ଗାଡି ନାଳ ଭିତରକୁ ପଶିଯାଇଥିବା ବେଳେ ଜଣେ ଏଏସଆଇ ଗାଡିଚାଳକ ଅଳ୍ପକେ ରକ୍ଷା…