Browsing Category
Breaking News
ବାହାରେ ଥିବା ଗାଡ଼ିରୁ ଏମିତି ଚୋରି ହେଉଛି ପେଟ୍ରୋଲ: ସାମ୍ନାକୁ ଆସିଲା Video
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଆଜିକାଲି ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । ପେଟ୍ରୋଲ-ଡିଜେଲ ବ୍ୟତୀତ ସିଏନଜି, ଖାଇବା ତେଲ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ମହଙ୍ଗା ହେବାରେ ଲାଗିଛି । ଏଥିପାଇଁ ଲୋକମାନେ ଗାଡ଼ି…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭ କୋଭିଡ୍ ପଜିଟିଭ୍, ଜଣେ ମୃତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
ସରକାରୀ କର୍ମଚାରୀଙ୍କୁ ଜବରଦସ୍ତ ଝଟକା, ଏବେ ମିଳିବ ନାହିଁ ବାକିଥିବା ୩୪ ହଜାର କୋଟିର ଅର୍ଥରାଶି
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଏକ ଜୋରଦାର ଝଟକା ଲାଗିଛି । ପେନସନଧାରୀଙ୍କୁ ଦିଆଯାଉଥିବା ଡିଅରନେସ ଆଲାଉନ୍ସ (ଡିଏ) ଓ ଡିଅରନେସ ରିଲିଫ (ଡିଆର) ଅର୍ଥ ବର୍ତ୍ତମାନ ଦିଆଯିବ…
ନବରଙ୍ଗପୁରରେ କାହିଁକି ଏକାଠି ଝୁଲିପଡିଥିଲେ ୩ ଯୁବତୀ? ଘଟଣା ଉପରୁ ଉଠିଲା ପରଦା
ନବରଙ୍ଗପୁର(ଓଡ଼ିଶା ଭାସ୍କର): ନବରଙ୍ଗପୁରରେ ଗତ ୧୦ ତାରିଖରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଏକାସାଙ୍ଗା ୩ ଯୁବତୀ କରିଥିଲେ ଗଣଆତ୍ମହତ୍ୟା । ଘଟଣାର କାରଣ ଜଣାପଡିନଥିବା ବେଳେ ଏହା ଉପରୁ ଉଠିଛି ପରଦା । ମିଳିଥିବା…
ବିଦେଶରୁ ମିଳିଥିବା କୋଟି କୋଟି ଟଙ୍କାର ଉପହାରକୁ ନିଜର ସମ୍ପତ୍ତି ଭାବି ବିକ୍ରି କରିଦେଇଛନ୍ତି ଇମ୍ରାନଙ୍କ ପତ୍ନୀ, ଏବେ ଆରମ୍ଭ ହେଲା ତଦନ୍ତ
ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ପଦରୁ ବିଦା ହେବା ପରେ ବି ବିବାଦ ଛାଡ଼ୁନାହିଁ ତାଙ୍କର ପିଛା । ପାକିସ୍ତାନର ସର୍ବବୃହତ ଯାଞ୍ଚ ଏଜେନ୍ସି ଫେଡରଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ)…
ପ୍ରଶାସନିକ ସ୍ତରରେ ଅଦଳବଦଳ: ୯ଟି ଜିଲ୍ଲାର ଏସପି ସମେତ ବଦଳିଲେ ୧୨ IPS ଅଧିକାରୀ
ଲଖନଉ: ଉତ୍ତରପ୍ରଦେଶରେ ପୁଣିଥରେ ନୂଆ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୧୨ ଆଇପିଏସ୍ ଅଧିକାରୀଙ୍କୁ ବଦଳି…
ରାଜଧାନୀର ସ୍କୁଲରେ ପଶିଲା କରୋନା: ସରକାର ଜାରି କଲେ ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ନୋଏଡ଼ା, ଗାଜିଆବାଦର ସ୍କୁଲରେ ଛାତ୍ରଛାତ୍ରମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଏବେ ଦିଲ୍ଲୀର ସ୍କୁଲରେ କରୋନା ମହାମାରୀ ଏଣ୍ଟ୍ରି…
ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱ ଏବେ ବିପଦରେ, ୧୮୬ଟି ଦେଶର ଅର୍ଥନୀତି ତଳକୁ ଖସୁଛି: IMF
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱକୁ ଏକପ୍ରକାର ଦେବାଳିଆ କରିଦେଇଛି । ଏହି ଯୁଦ୍ଧର କୁପରିଣାମ ସ୍ୱରୂପ ୧୮୬ଟି ଦେଶର ଅର୍ଥନୀତି ଏବେ ବିପଦରେ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ୱର…
ଜର୍ମାନୀ ବିପକ୍ଷ ପ୍ରୋ ଲିଗ୍ ହକି ପ୍ରଥମ ମ୍ୟାଚ୍, ଭାରତ ୩-୦ରେ ବିଜୟୀ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଜର୍ମାନୀକୁ ୩-୦ ଗୋଲ୍ରେ ପରାସ୍ତ କରି ଭାରତ ଚଳିତ ଏଫଆଇଏଚ୍ ପ୍ରୋ ଲିଗ୍ ହକି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି । ଗୁରୁବାର ଦିନ ସ୍ଥାନୀୟ କଳିଙ୍ଗ…
(ଭିଡିଓ)ଅକ୍ଷରଧାମ ମେଟ୍ରୋ ଷ୍ଟେସନରୁ ଡେଇଁପଡ଼ିଥିଲେ ଯୁବତୀ: ମେଡିକାଲରେ ଚାଲିଗଲା ଜୀବନ
ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ଷରଧାମ ମେଟ୍ରୋ ଷ୍ଟେସନରେ ଗୁରୁବାର ଦିନ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଯିବ । ମେଟ୍ରୋ ଷ୍ଟେସନର୨ ନମ୍ବର ପ୍ଲାଟଫର୍ମରେ ଚଢି ଜଣେ ଯୁବତୀ ୫୦…