Browsing Category

Breaking News

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ । ଏହା ପରେ ସେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି…

ଓନମ ପର୍ବ ଯୋଗୁଁ ବଢିିଲା ସଂକ୍ରମଣ, ଗୋଟିଏ ଦିନରେ ୩୧ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ହ୍ରାସ ପାଉଥିବା ବେଳେ କେରଳର ନୂଆ ସଂଖ୍ୟା ଚିନ୍ତା ବଢ଼ାଇଛି । ବୁଧବାର ଦିନ କେରଳରେ ଦୈନିକ ମାମଲା ରେକର୍ଡସ୍ତରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧, ୪୪୫ କରୋନା ମାମଲା…

ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୧୧ଟି ଜିଲ୍ଲାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା,…

ଡ୍ରଗ ଲିଙ୍କ୍ ମାମଲା: ରକୁଲ ପ୍ରୀତ ସିଂ, ରାଣା ଓ ରବି ତେଜାଙ୍କ ସମେତ ଆଗଧାଡିର ସେଲେବ୍ରିଟିଙ୍କୁ ED ଜାରି କଲା ସମନ୍

ନୂଆଦିଲ୍ଲୀ: ଡ୍ରଗ୍ ଲିଙ୍କ୍ ମାମଲାରେ ଗୋଟିଏ ପରେ ଗୋଟିଏ ବଲିଉଡ ସେଳିବ୍ରିଟି ଛନ୍ଦି ହୋଇ ଯାଉଛନ୍ତି । ଏବେ ପୁଣି ଥରେ ସମାନ ମାମଲାରେ ଶିକାର ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଓ ଅଭିନେତା ରାଣା ଦଗ୍ଗୁବାତୀଙ୍କ…

ସାବଧାନ୍: ଏଣିକି ପ୍ରଥମ ଉଲ୍ଲଙ୍ଘନରେ ବି ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ଏଣିକି ମୋଟର ଯାନ ଆଇନ ଉଲ୍ଲଙ୍ଘନ କଲେ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ହେବ । ପ୍ରାୟ ୩ ମାସ ପାଇଁ ଅସ୍ଥାୟୀ ଭାବେ…

ଆମାଜନ୍ ଦେଉଛି ବମ୍ପର୍ ଅଫର୍, ଚାକିରି ସହିତ ପାଇବେ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଅନଲାଇନ୍ ମାର୍କେଟପ୍ଲେସ ଆମାଜନ୍ ନୂଆ ଗୋଦାମ କର୍ମଚାରୀଙ୍କୁ ୧୦୦୦ ପାଉଣ୍ଡ ବା ପ୍ରାୟ ୧ ଲକ୍ଷ ଟଙ୍କାର ଜଇନିଙ୍ଗ ବୋନସ୍ ଯୋଗାଉଛି । ନିଯୁକ୍ତି ସଙ୍କଟକୁ ଯଥାଶୀଘ୍ର ଶେଷ କରିବାକୁ କମ୍ପାନୀ ଏପରି କରୁଛି ।…

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଟିକା । ଶିକ୍ଷକଙ୍କୁ…

ବିଚ୍ ରାସ୍ତାରେ ପୋଲିସ କର୍ମୀ କଲେ ଏପରି କାମ, ଭାଇରାଲ ହୋଇଗଲା Video

ନୂଆଦିଲ୍ଲୀ:ସାଧାରଣତଃ ଲୋକମାନେ ନିଶାରେ ଥିବା ବେଳେ ଅଜବ କାମ କରିଥାନ୍ତି ଓ ତାଙ୍କୁ ଜଣା ବି ନଥାଏ କି ସେମାନେ କ’ଣ କରୁଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ…

ତୃତୀୟ ଲହରକୁ ନେଇ ଡିଏମଇଟି କହିଲେ- ‘ବିଭିନ୍ନ ମଡେଲର ଆକଳନ ଭିନ୍ନ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଛାନିଆ ପଶିଛି । ଏହାରି ମଧ୍ୟରେ କୋଭିଡର ୩ୟ ଲହରକୁ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ,…

ଜର୍ମାନୀରେ ପିଜ୍ଜା ଡେଲିଭରି କରୁଛନ୍ତି ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ, ତାଲିବାନ୍ ଡରରେ ଛାଡିଥିଲେ ଦେଶ

କାବୁଲ : ତାଲିବାନ୍ ଆଫଗାନିସ୍ତାନ ନିଜ କବଜାକୁ ନେବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏବେ ସାଧାରଣ ଲୋକଙ୍କ ଭଳି ଜୀବନ…