Browsing Category
Breaking News
ଲାଞ୍ଚ ନେବାକୁ ମନା କରିବାକୁ ବିଚ୍ ରାସ୍ତାରେ ପୋଲିସକର୍ମୀଙ୍କୁ ‘କିସ୍’ କଲେ ମହିଳା, VIDEO VIRAL
ନୂଆଦିଲ୍ଲୀ: ସାଧାରଣତଃ ପୋଲିସ ଅଧିକାରୀମାନେ ଲାଞ୍ଚ ନେଉଥିବାର ଆପଣ ଦେଖିଥିବା ଅଥବା ଶୁଣିଥିଲେ । ସୋସିଆଲ ମିଡିଆରେ ଏପରି ଭିଡିଓ ମଧ୍ୟ ଭାଇରାଲ ହେଉଛି । କିନ୍ତୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ…
ଆଫଗାନିସ୍ତାନକୁ ସହାୟତା ବନ୍ଦ ଘୋଷଣା କଲା ବିଶ୍ୱ ବ୍ୟାଙ୍କ
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ନିଜର ଅସଲି ରୂପ ଦେଖାଉଛି ତାଲିବାନ୍ । ଏହାରି ମଧ୍ୟରେ ଆଫଗାନିସ୍ତାନକୁ ସହାୟତା ବନ୍ଦ ଘୋଷଣା କରିଛି ବିଶ୍ୱ ବ୍ୟାଙ୍କ । ଆଫଗାନିସ୍ତାନ ସ୍ଥିତିକୁ ଦୃଷ୍ଟିରେ ଏଭଳି…
ଓଡ଼ିଶାରେ ୮୮୭ କରୋନା ପଜିଟିଭ୍ ଚିହ୍ନଟ, ସେଥିରୁ ୧୩୧ ଶିଶୁ ଆକ୍ରାନ୍ତ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…
ମହିଳା ଫୁଟବଲ ଖେଳାଳିଙ୍କୁ ‘ଫ୍ଲାଟ୍ ଚେଷ୍ଟ୍’ ଓ ‘ବିବାହ ପାଇଁ ଅନୁପଯୁକ୍ତ’ କହିଲେ ଏହି ଦେଶର ରାଷ୍ଟ୍ରପତି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ସାମିୟା ସୁଲୁହୁ ହାସନ ମହିଳା ଫୁଟବଲ ଖେଳାଳି ଉପରେ ଟିପ୍ପଣୀ ଦେଇ ଟ୍ରୋଲର ଶିକାର ହୋଇଛନ୍ତି । ମହିଳାଙ୍କ ପ୍ରତି ଏପରି ଚିନ୍ତାଧାରା ରଖିଥିବାରୁ ତାଙ୍କୁ ସୋସିଆଲ…
ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର: ପାର୍ବଣ ଋତୁରେ ଭିଡ଼ ନକରିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ ନକରିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…
୫ ହଜାର ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡ଼ି ବସିଲେ ଭିଜିଲାନ୍ସ ଟିମ୍
ସୁନ୍ଦରଗଡ଼ (ଭାସ୍କର ନ୍ୟୁଜ୍): ଏକ ମାମଲାକୁ ରଫାଦଫା କରିବା ଲାଗି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାର ଜଣେ ପୁଲିସ୍ ଏଏସ୍ଆଇ…
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ,(ଭାସ୍କର ନ୍ୟୁଜ୍) : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ବନକଲାଗି ସେବା କରିବେ । ଠାକୁରଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ…
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ପ୍ରତି ମାସରେ ମିଳିବ ୪୫୦୦ ଟଙ୍କା ଅଧିକ ଦରମା, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ୍ ଓ ଏଚଆରଏ ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । କୋଭିଡ କାରଣରୁ ଲକ୍ଷାଧିକ କେନ୍ଦ୍ର କର୍ମଚାରୀ ବର୍ତ୍ତମାନ ସୁଦ୍ଧା ଶିଶୁ…
ଆଜିଠୁ ଭାରତ- ଇଂଲଣ୍ଡ ତୃତୀୟ ଟେଷ୍ଟ: ବିରାଟଙ୍କ ଉପରେ ସମସ୍ତଙ୍କ ନଜର, ବ୍ୟାଟିଂ ବିଫଳତା ଦୂର କରିବ ଘରୋଇ ଦଳ
ଲିଡ୍ସ (ହେଡିଙ୍ଗଲେ): ବୁଧବାରଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ୧୫୧ ରନରେ…
ତାଲିବାନ ବିରୋଧରେ ସମାନ ଆଭିମୁଖ୍ୟ ପାଇଁ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ଆତଙ୍କ ଖେଳାଉଛି ତାଲିବାନ୍ । ତାଲିବାନ୍ ବିରୋଧରେ ସମାନ ଆଭିମୁଖ୍ୟ ପାଇଁ ଅନ୍ତର୍ଜାତୀୟ ସଙ୍ଗଠନ ନିଷ୍ପତ୍ତି ନେଇଛି । ଏଥିରେ ଜି-୭, ୟୁରୋପୀୟ ୟୁନିୟନ, ଏନଏଟିଓ,…