Browsing Category

Breaking News

ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା, କଲବଲ କରୁଛି ଅସହ୍ୟ ଖରା: ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ତେବେ ଏହା ଅଧିକ ଘନୀଭୂତ ହେବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା…

ଭାରତରେ ଲଞ୍ଚ ହେଲା Vivoର ନୂଆ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ କମ୍ପାନୀ Vivo ଏହାର ନୂଆ ସ୍ମାର୍ଟଫୋନ Vivo Y21G ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିଛି । ଏହି ପକେଟ ଫ୍ରେଣ୍ଡଲୀ ସ୍ମାର୍ଟଫୋନ କମ୍ପାନୀର ୱାଇ-ସିରିଜର ଲେଟେଷ୍ଟ ଏଡିସନ । ଏଥିରେ ମିଡିଆଟେକ…

ଢିଙ୍କିଆ ମାମଲାରେ ରାୟ ଶୁଣାଇଲେ ହାଇକୋର୍ଟ

ପାରଦୀପ ଢିଙ୍କିଆ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ । ଢିଙ୍କିଆରେ ହୋଇଥିବା ହିଂସାକାଣ୍ଡ ଘଟଣାର ସବୁ ମାମଲାର ବିଚାରକୁ ବନ୍ଦ ରଖିଲେ ହାଇକୋର୍ଟ । ମାମଲାରେ ଜଗତସିଂହପୁର ଏସପି ସତ୍ୟପାଠ ଦାଖଲ କରିଛନ୍ତି । ଗତ…

ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ନିଷ୍ପତ୍ତି: ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ ଇମ୍ରାନ ଖାନ୍

ପାକିସ୍ତାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଅନାସ୍ଥା ପ୍ରସ୍ତାବକୁ ଖାରଜକୁ ଅସମ୍ବିଧାନିକ ବୋଲି କହିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏହା ସହ ସୁପ୍ରିମକୋର୍ଟ…

ସାଙ୍ଘାଇରେ ବେକାବୁ କରୋନା: ଏକାଠି ଶୋଇବା, କିସ୍ କରିବା ଉପରେ ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ: କରୋନା ଭାଇରସ ଚୀନର ପିଛା ଛାଡ଼ୁନାହିଁ । ପୁଣିଥରେ ଏଠାରେ କରୋନା ଲୋକଙ୍କ ଉପରେ ଭାରି ପଡ଼ିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । କରୋନାର ନୂଆ ଲହରରେ ସବୁଠୁ ଅଧିକ ସାଙ୍ଘାଇରେ…

ମାଗଣାରେ ଆଇପିଏଲ ଦେଖିବା ହେଲା ସହଜ , ଡାଉନଲୋଡ୍ କରନ୍ତୁ ଏହି ଆପ୍

ବର୍ତମାନ ପର୍ଯ୍ୟନ୍ତ ହଟଷ୍ଟାରରେ ଆପଣ ସବସ୍କ୍ରିପସନ ନେଇ ଆଇପିଏଲ ଦେଖୁଥିଲେ । ହେଲେ ଏବେ ଆଉ ଦେୟ ଦେଇ ଆଇପିଏଲ ଦେଖିବାକୁ ପଡିବନି । କାରଣ ବିନା ଦେୟରେ ଆଇପିଏଲର ମଜା ନେବା ପାଇଁ ନୂଆ ଆପ ଲଂଚ କରିଛି ଟାଟା ଗ୍ରୁପ ।…

ସହକାରୀ ଯନ୍ତ୍ରୀଙ୍କ ଘରୁ ଜବତ ହେଲା ୨ କୋଟି ନଗଦ: ଭିଜିଲାନ୍ସ ଇତିହାସରେ ରେକର୍ଡ

ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୨ କୋଟି ଟଙ୍କା । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଘରୁ ୨ କୋଟି ଟଙ୍କା ନଗଦ ଠାବ କରିଛି ଭିଜିଲାନ୍ସ । କାର୍ତ୍ତିକେଶ୍ୱରଙକ୍…

ସୁଧୁରୁନି ଶ୍ରୀଲଙ୍କା ସ୍ଥିତି, ପୁଣି ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ: ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି

କଲୋମ୍ବୋ: ଶ୍ରୀଲଙ୍କାର ଆର୍ଥିକ ଏବଂ ରାଜନୀତିକ ସଙ୍କଟ ମଧ୍ୟରେ ହଜାର ହଜାର ପ୍ରଦର୍ଶନକାରୀ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଗୁରୁବାର ପ୍ରଦର୍ଶନକାରୀମାନେ ମୁଖ୍ୟ…

ଆନ୍ଧ୍ର ପ୍ରଦେଶର ୨୪ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ କ’ଣ ରହିଛି ଏହାର କାରଣ…

ଅମରାବତୀ: ଆନ୍ଧ୍ର ପ୍ରଦେଶ କ୍ୟାବିନେଟର ସମସ୍ତ ୨୪ ମନ୍ତ୍ରୀ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ୨୦୨୪ ରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ଏହି ବଡ଼ ପରିବର୍ତ୍ତନ କରାଯାଇଛି । ଗୁରୁବାର…

ସରିଲାଣି ୮୦ ପ୍ରତିଶତ କାମ: ଖୁବଶୀଘ୍ର କୋଲକାତାରେ ଗଡ଼ିବ ଭାରତର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟ୍ରେନ୍

୨୦୨୩ ସୁଦ୍ଧା ଆରମ୍ଭ ହେବ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ରେଳ । କୋଲକାତାରେ ନିର୍ମାଣ ହେଉଥିବା ଭାରତର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ସୁଡ଼ଙ୍ଗ ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ । କୋଲକାତା ହୁଗୁଳୀ ନଦୀରେ ଯୁଦ୍ଧକାଳୀନ…