Browsing Category
Breaking News
ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ: ବଦଳିବାକୁ ଯାଉଛି କେନ୍ଦ୍ର ସରକାରଙ୍କର ଏହି ୮ଟି ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କ’ଣ…
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ନିୟମ ବଦଳିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କର ଦୈନନ୍ଦିନ ଜୀବନରେ ପଡ଼ିପାରେ । ଉଭୟ ଗରିବ ଓ ଧନୀ ଏଥିରେ ପ୍ରଭାବିତ ହୋଇପାରନ୍ତି ।…
ପିଏମ କିଷାନ ଚାଷୀଙ୍କ ପାଇଁ ଖୁସିଖବର: e-KYCର ଡେଡଲାଇନ୍ ବଢ଼ାଇଲେ କେନ୍ଦ୍ର ସରକାର, ଜାଣନ୍ତୁ ନୂଆ ତାରିଖ
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଦେଶର କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ପଠାଉଛନ୍ତି । ପ୍ରତି ୪ ମାସରେ ଚାଷୀଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଟ୍ୟାନ୍ସଫର…
ଏପ୍ରିଲରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ? ଦେଖନ୍ତୁ RBIର ଲିଷ୍ଟ୍
ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ଆରମ୍ଭ ୧ ଏପ୍ରିଲ ୨୦୨୨ରୁ ହେବାକୁ ଯାଉଛି । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ ବ୍ୟାଙ୍କରେ କୌଣସି କାମ ହୋଇନଥାଏ । ଏହା ସହ ଏପ୍ରିଲରେ ଅଲଗା ଅଲଗା ସ୍ଥାନରେ ମୋଟ ୩୦ ଦିନରୁ ୧୫ ଦିନ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୭ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ ହୋଇଛନ୍ତି । ବିଳମ୍ବିତ ରାତିରେ ବାଣପୁର ସବଜେଲରୁ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ହଠାତ୍ ଅସୁସ୍ଥ…
ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଖାଇବା ଶୁଭ ନା ଅଶୁଭ? ଜାଣନ୍ତୁ ମହାଭାରତରେ କ’ଣ କହିଥିଲେ ଭୀଷ୍ମ ପିତାମହ
ପ୍ରାୟତଃ କୁହାଯାଏ କି, ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଖାଇଲେ ପ୍ରେମ ବଢ଼ିଥାଏ । କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଏହାର ଫଳାଫଳ କିଛି ଅଲଗା ରହିଛି । ମହାଭାରତ ଯୁଦ୍ଧ ପରେ ଯେବେ ଭୀଷ୍ମ ପିତାମହ ଶରଶର୍ଯ୍ୟା ଉପରେ…
୫ ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସହ ୪ ଅଭିଯୁକ୍ତ: ଏଥର ଖୋଲିବ ମେମୋରି ଚିପ କେଳେଙ୍କାରୀ ଗୁମର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ପହଞ୍ଚି ମୁଖ୍ୟ…
ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ASIଙ୍କ ସହ କନେଷ୍ଟବଳ ନିଲମ୍ବିତ
ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହି ମାମଲାରେ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ୨…
ଦୁଃଖ କେବେ ବି ପାଖ ମାଡ଼ିବନି, ସୁଖ ଶାନ୍ତିରେ ବିତିବ ଆପଣଙ୍କର ଜୀବନ: ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୫ଟି କଥାକୁ ସର୍ବଦା ମନେ ରଖନ୍ତୁ
ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟଙ୍କ ସମସ୍ତ ନୀତିବାଣୀ ମଣିଷ ଜୀବନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଚାଣକ୍ୟଙ୍କର ନୀତିକୁ ଦୈନନ୍ଦିନ ଜୀବନରେ ଠିକରେ ସଦୁପଯୋଗ କରିପାରିଲେ ବିପଦ ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତ…
ଅତ୍ୟାବଶ୍ୟକୀୟ ସାମଗ୍ରୀ ପରେ ମନୋରଞ୍ଜନ ହେଲା ମହଙ୍ଗା: ଏତିକି ଟଙ୍କା ସବ୍ସସ୍କ୍ରି୍ସନ୍ର ଫି’ ବଢାଇଲା ନେଟ୍ଫ୍ଲିକ୍ସ
ନୂଆଦିଲ୍ଲୀ: ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଲ ଦର ମହଙ୍ଗା ହେବା ପରେ ଏବେ ମନୋରଞ୍ଜନ ପାଳି ପଡିଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସ ମଧ୍ୟ ତାର ମୂଲ୍ୟ ବଢ଼ାଇବ ବୋଲି କହିଛି । ଚଳିତ ବର୍ଷ ଜାନୁଆରୀ…