Browsing Category

Breaking News

ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗକୁ ଧରିଲା ପୋଲିସ, ୫ ଠକଙ୍କ ଠାରୁ ବିଭିନ୍ନ ସାମଗ୍ରୀ ଜବତ

ମାଲକାନଗିରି (ଭାସ୍କର ନ୍ୟୁଜ୍‌): ମାଲକାନଗିରି ପୋଲିସ ଏକ ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ଠକେଇର ବେଆଇନ ନକଲି ନୋଟ ଲୋକଙ୍କୁ ଯୋଗାଇବା ବାହାନା କରି ଠକେଇ କରିଛି । ଏହି…

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି UPSC ଟପର IAS ଟିନା ଡାବି, ଜାଣନ୍ତୁ କାହାସହ ପଡିବ ହାତଗଣ୍ଠି?

ନୂଆଦିଲ୍ଲୀ: ରାଜସ୍ଥାନ କ୍ୟାଡରର ୨୦୧୬ ବ୍ୟାଚର UPSC ଟପର IAS ଟିନା ଡାବି ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କ ସହ ତାଙ୍କର ହାତଗଣ୍ଠି ପଡିବାକୁ ଯାଉଛି । ସୂତ୍ରରୁ…

ଏଲପିଜି ସିଲିଣ୍ଡର ଯୁଗ ସରିବ, ଏଣିକି ଘରେ ଘରେ ପାଇପ୍ ଲାଇନରେ ପହଞ୍ଚିବ ଶସ୍ତା ରୋଷେଇ ଗ୍ୟାସ୍: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରୋଷେଇ ଗ୍ୟାସକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଉଜ୍ଜ୍ୱଳା ଯୋଜନା ଅଧୀନରେ ପ୍ରତ୍ୟେକ ଲୋକଙ୍କ ଘରେ ଏଲପିଜି ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ୟାସ୍…

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ଘଟଣା, ୯ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣାରେ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବ୍ଲକ ସଭାପତି ନିର୍ବାଚନ ପୂର୍ବରୁ ବିଧାୟକ ପ୍ରଶାନ୍ତ…

କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତ୍ତି, ରାସ୍ତାରୁ ହଟିବ ଟୋଲ୍‌ ପ୍ଲାଜା, ମଝିରାସ୍ତାରେ ଗାଡି ଆଉ ଅଟକିବନି

ନୂଆଦିଲ୍ଲୀ: ଆଗକୁ ରାସ୍ତାରୁ ହଟିଯିବ ଟୋଲ୍‌ ପ୍ଲାଜା । ଟୋଲ୍‌ ପ୍ଲାଜା ଗୁଡିକରେ ଗାଡ଼ି ଅଟକିବାକୁ ପଡ଼ିବନି କିନ୍ତୁ, ଟିକସ କଟିବ । ପୁଣି ଜିପିଏସ ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର ଏଭଳି ସୁବିଧା ପାଇବେ ଗାଡି ଚାଳକ ।…

Reliance Jio ଲଞ୍ଚ କଲା ମାସିକିଆ ରିଚାର୍ଜ ପ୍ଲାନ, ଏଥିରେ ରହିଛି ଅନେକ ବଢ଼ିଆ ଅଫର୍

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଏକ ମାସିକିଆ ରିଚାର୍ଜ ପ୍ଲାନ ଘୋଷଣା କରାଯାଇଛି । କମ୍ପାନୀ ଏହି ପ୍ରିପେଡ୍ ପ୍ଲାନର ମୂଲ୍ୟ ରଖିଛି ୨୫୯ ଟଙ୍କା । ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନିର୍ଦ୍ଦେଶକୁ…

ଦେଶରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ତେଲ ଦର ବଢ଼ିଛି । ଆଜି ପେଟ୍ରୋଲ ୮୦ ପଇସା ଓ ଡିଜେଲ ୭୦ ପଇସା ମହଙ୍ଗା ହୋଇଛି । ନୂଆ ବର୍ଦ୍ଧିତ ଦର ମଙ୍ଗଳବାର ସକାଳ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ମାର୍ଚ୍ଚ ଶେଷ ସୁଦ୍ଧା ମିଳିବ ୨୦ ପ୍ରତିଶତ ବକେୟା ଅର୍ଥ, ଉପକୃତ ହେବେ ୪ ଲକ୍ଷ କର୍ମଚାରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏ…

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର ସହ କରିବେ ଆଲୋଚନା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌):  ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେଠାରେ ସୋମବାର ସନ୍ଧ୍ୟାରେ ହେବାକୁ ଥିବା ବିବିସି ସ୍ପୋର୍ଟ୍‌ସ ୱିମେନ ଅଫ୍‌ ଦ ଇୟର…

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା: ଆଜିଠୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ୪ ଜଣଙ୍କୁ ରିମାଣ୍ଡରେ ନେବ ପୋଲିସ, ୫ ଦିନିଆ ଧରି…

ଭୁବନେଶ୍ବର (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମ୍ପୂର୍ଣ୍ଣ ୱେବ୍‌ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ…