
Browsing Category
Breaking News
ବ୍ରହ୍ମଗିରି ଦଣ୍ଡୁଆସିପଡ଼ା ଗାଁ ପୁରୁଷଶୂନ୍ୟ: କାଲି ବୋମାମାଡ଼ ସହ ଫୁଟିଥିଲା ଗୁଳି
ବ୍ରହ୍ମଗିରି(ଓଡ଼ିଶା ଭାସ୍କର): ବ୍ରହ୍ମଗିରି ଦଣ୍ଡୁଆସିପଡ଼ା ଗାଁରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗିରଫ ଭୟରେ ଦଣ୍ଡୁଆସିପଡ଼ା ଗାଁ ହୋଇଛି ପୁରୁଷଶୂନ୍ୟ । ଗତକାଲି ଗାଁରେ ବୋମା ଓ ଗୁଳିକାଣ୍ଡ ଘଟିଥିଲା ।…
ବିପଦରେ ଇମରାନ ଖାନ ସରକାର; ତେଜୁଛି ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ, ଦଳୀୟ ନେତା ବି କରୁଛନ୍ତି ଅସମର୍ଥ
ପାକିସ୍ତାନରେ ଜାରି ରହିଛି ରାଜନୈତିକ ଝଡ଼ । ଇମରାନ ସରକାରଙ୍କ ବିରୋଧରେ ବିରୋଧୀମାନେ ମୋର୍ଚ୍ଚା ଖୋଲିଛନ୍ତି । ଏହା ସହ ତାଙ୍କ ନିଜ ପାର୍ଟୀର ନେତାମାନେ ମଧ୍ୟ ଇମରାନଙ୍କୁ ବିରୋଧ କରିଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ…
ଆଗାମୀ ୫ ବର୍ଷରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ଏବଂ…
କାଳେ ଖାଇବାରେ କିଏ ବିଷ ଦେଇ ଦେବ, ୧୦୦୦ ବ୍ୟକ୍ତିଗତ କର୍ମଚାରୀଙ୍କୁ ହଟାଇ ଦେଲେ ପୁଟିନ୍
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଥିବା ରୁଷର ରାଷ୍ଟ୍ରପତିଙ୍କୁ ନିଜର ଜୀବନକୁ ନେଇ ଘାରିଛି ଭୟ। କିଏ ଖାଇବାରେ ବିଷ ଦେଇ ମାରିଦେବ ତାକୁ ନେଇ ଚିନ୍ତିତ ପୁଟିନ୍। ତେଣୁ ନିଜର ବ୍ୟକ୍ତିଗତ ୧୦୦୦…
ସିବିଏସଇ ଦ୍ୱାଦଶ ଟର୍ମ-୧ ରେଜଲ୍ଟ ପ୍ରକାଶିତ: ସ୍କୁଲରେ ଦେଖିପାରିବେ ମାର୍କ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ଟର୍ମ ୧ ରେଜଲ୍ଟ ୨୦୨୨ ଅଫଲାଇନରେ ପ୍ରକାଶ କରିଛି । ଦ୍ୱାଦଶ ଶ୍ରେଣୀ ଟର୍ମ ୧ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ନିଜ ନିଜ ବିଦ୍ୟାଳୟ…
୪ ସହରର ତାପମାତ୍ରା ଟପିଲା ୪୦ଂ: ପ୍ରଚଣ୍ଡ ଖରାରେ ଜଳୁଛି ସାରା ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନରେ ଅନୁଭୂତ ହେଉଛି ପ୍ରବଳ ଗରମ । ତେବେ ଶନିବାର ପୁଣି ପାରଦ ୪୦ଂ ଉପରେ ରହିଛି । ରାଜ୍ୟରେ ୪ ସହରର ତାପମାତ୍ରା ୪୦ଂ ଉପରେ ରହିଛି ।…
ହୋଲିରେ ରକ୍ତ ଛିଟା: କାର୍ଗିଲ ବସ୍ତରେ ଗ୍ୟାରେଜ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ହୋଲିରେ ରାଜଧାନୀରେ ରକ୍ତର ଛିଟା । ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଗ୍ୟାରେଜ ମାଲିକଙ୍କୁ ଆକ୍ରମଣ । କାର୍ଗିଲ ବସ୍ତିରେ ଥିବା ହାପି ଗ୍ୟାରେଜ ମାଲିକ ଏବଂ ତାଙ୍କ ସହଯୋଗୀଙ୍କୁ ସଂଘବଦ୍ଧ ଆକ୍ରମଣ ।…
ପଞ୍ଚମ ଥର ପାଇଁ ଦୁନିଆର ସବୁଠୁ ସୁଖୀ ଦେଶ ଫିନଲ୍ୟାଣ୍ଡ, ଭାରତର ସ୍ଥାନ…
ସଂଯୁକ୍ତ ରାଷ୍ଟ୍ର ତରଫରୁ ଶୁକ୍ରବାର ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୨ ଜାରି କରାଯାଇଛି । ତାଲିକାରେ ଫିନଲ୍ୟାଣ୍ଡ କ୍ରମାଗତ ୫ମ ଥର ଭାବେ ପ୍ରଥମ ସ୍ଥାନରେ ରହିଛି । ଫିନଲ୍ୟାଣ୍ଡ ହେଉଛି ସବୁଠାରୁ ସୁଖୀ ଦେଶ ।…
ପଞ୍ଜାବର ଯୁବକଙ୍କୁ ଭଗବନ୍ତ ମାନଙ୍କ ଉପହାର: ୨୫ ହଜାର ପଦରେ ଦେବେ ନିଯୁକ୍ତି, ପ୍ରଥମ କ୍ୟାବିନେଟ ବୈଠକରେ ମଞ୍ଜୁରୀ
ପଞ୍ଜାବରେ ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ସରକାରୀ ବିଭାରେ ଖାଲି ଥିବା ୨୫ ହଜାର ପଦବୀ ନିଯୁକ୍ତି ଦେବା ନେଇ ଘୋଷଣା…
ରଙ୍ଗ ବଦଳରେ ରକ୍ତର ହୋଲି: ଗାଁ ଦାଣ୍ଡରେ ରାଜନୈତିକ ଶତ୍ରୁତା ପାଇଁ ବୁଲିଲା ଫାର୍ଶା
ଗୋଟିଏ ପଟେ ହୋଲି ପାଇଁ ସବୁଆଡ଼େ ଉତ୍ସବମୁଖର ପରିବେଶ ରହିଥିବା ବେଳେ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଦେଖିବାକୁ ମିଳିଛି ରକ୍ତାକ୍ତ ପରିସ୍ଥିତି ।
ଗଡ଼ିଶାଗଦା ଥାନା ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ, ଗାଁ ଦାଣ୍ଡରେ…